Latest Odisha News

BREAKING NEWS

Browsing Category

ଖେଳ

ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଗୋଲ୍ଡେନ ସ୍ଲାମ ସମ୍ପୂର୍ଣ୍ଣ କଲେ ଜୋକୋଭିଚ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ସର୍ବିୟାର ନୋଭାକ ଜୋକୋଭିଚ ଇତିହାସ ରଚିଛନ୍ତି । ପୁରୁଷ ସିଙ୍ଗଲ୍ସ ବିଭାଗରେ ସେ ସ୍ୱର୍ଣ୍ଣ ପଦକ ଜିିତିବା ସହ ଗୋଲ୍ଡେନ ସ୍ଳାମ ସମ୍ପୂର୍ଣ୍ଣ କରିଛନ୍ତି । ୫ମ ଖେଳାଳି ଭାବେ ସେ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲରେ ସେ ସ୍ପେନର କାର୍ଲୋସ…

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଜାତୀୟ ଜୁନିୟର, ସବଜୁନିୟର ସନ୍ତରଣ ଚାମ୍ପିୟନଶିପ

ଭୁବନେଶ୍ୱର: ଜାତୀୟ ଜୁନିୟର ଓ ସବ ଜୁନିୟର ସନ୍ତରଣ ଚାମ୍ପିୟନଶିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । ଏଠାରେ ଥିବା ଆନ୍ତର୍ଜାତୀୟ ସ୍ତରର ଆକ୍ୱାଟିକ ସେଂଟରରେ ଅଗଷ୍ଟ ୬ରୁ ୧୧ ପର୍ଯ୍ୟନ୍ତ ଏହି ସନ୍ତରଣ ଚାମ୍ପିୟନଶିପ ଆୟୋଜିତ ହେବ । ଭାରତୀୟ ସନ୍ତରଣ ଫେଡେରେଶନ ଅନୁମୋଦିତ ଓଡିଶା…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ୫୪୪ କୋଟି ବିଜେଟ ଚୂଡାନ୍ତ

କଲମ୍ବୋ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ୫୪୪ କୋଟିର ବଜେଟ ଚୂଡାନ୍ତ କରାଯାଇଛି ବୋଲି କ୍ରିକବଜରେ ରିପୋର୍ଟ ପ୍ରକାଶ ପାଇଛି । କଲମ୍ବୋରେ ଅନୁଷ୍ଠିତ ବାର୍ଷିକ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ବଜେଟରେ ପାକିସ୍ତାନ ବାହାରେ କିଛି ମ୍ୟାଚ ଆୟୋଜନ କରିବା ନେଇ ଖର୍ଚ୍ଚ ମଧ୍ୟ ସାମିଲ…

ହକି ସେମିରେ ଭାରତ, ବ୍ରୋଞ୍ଜ ପଦକ ପାଇଁ ସଂଘର୍ଷ କରିବେ ଲକ୍ଷ୍ୟ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ୨ଟି ପଦକର ନିକଟତର ହୋଇଛି । ପୁରୁଷ ହକି ସେମିଫାଇନାଲରେ ଟିମ ଇଣ୍ଡିଆ ଏକ ରୋମାଂଚକ ମୁକାବିଲାରେ ଗ୍ରେଟ ବ୍ରିଟେନକୁ ଶୁଟଆଉଟରେ ୪-୨ ଗୋଲରେ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଅମୀତ ରୋହିଦାସ…

ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪: ପୁରୁଷ ବ୍ୟାଡମିଣ୍ଟନ ସେମିରେ ହାରିଲେ ଲକ୍ଷ୍ୟ ସେନ

ପ୍ୟାରିସ: ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ସିଙ୍ଗଲ୍ସରେ ସେମି ଫାଇନାଲରେ ପରାଜିତ ହେଲେ ଲକ୍ଷ୍ୟ ସେନ। ସୂଚନା ଅନୁଯାୟୀ, ଡେନମାର୍କ ପ୍ରତିଦ୍ବିନ୍ଦୀ ଭିକ୍ଟର ଆକ୍ସେଲସେନଙ୍କ ଠାରୁ ୨୦-୨୨, ୨୧-୧୪ରେ ହାରିଯାଇଛନ୍ତି ଲକ୍ଷ୍ୟ। ବ୍ରୋଞ୍ଜ ପଦକ ପାଇଁ ଭାଗ୍ୟ ପରୀକ୍ଷା କରିବେ ଲକ୍ଷ୍ୟ। ଏହି…

ଲିଙ୍ଗ ବିବାଦରେ ଆଥଲେଟ୍

ପ୍ୟାରିସ: ପୁଣି କ୍ରୀଡା ଜଗତରେ ଲିଙ୍ଗ ବିବାଦ । ପ୍ୟାରିସ ଅଲିମ୍ପିକ୍ସର ବକ୍ସିଂ ରିଙ୍ଗରେ ଦେଖିବାକୁ ମିଳିଛି ଲିଙ୍ଗଗତ ବିବାଦ । ମହିଳା ୬୬ କିଲୋଗ୍ରାମ ଶ୍ରେଣୀରେ ଇଟାଲୀର ଏଞ୍ଜେଲା କରିନୀ ଓ ଆଲଜେରିଆର ଇମାନ ଖଲିଫଙ୍କ ମଧ୍ୟରେ ମୁକାବିଲା ମାତ୍ର ୪୬ ସେକେଣ୍ଡରେ ଶେଷ ହୋଇଥିଲା । ଆଲଜେରିଆ…

ବିବାଦ ସତ୍ୱେ ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କଲେ ଇମାନେ ଖେଲୀଫେ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସର ମହିଳା ବକ୍ସିଂରେ ଆଲଜେରିଆର ଇମାନେ ଖେଲୀଫେଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସତ୍ୱେ ସେ ଚମତ୍କାର ପ୍ରଦର୍ଶନ ଜାରୀ ରଖି ୬୬ କିଗ୍ରା ବିଭାଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଥିସହ ସେ ନିଜ ଦେଶ ପକ୍ଷରୁ ୭ମ ଖେଳାଳି ଭାବେ…

ମହିଳା ୧୦୦ ମିଟର ରେସରୁ ଓହରିଲେ ଶୈଲୀ ଫ୍ରେଜର

ପ୍ୟାରିସ: ଜାମାଇକାର ଷ୍ଟାର ଆଥଲେଟ ଶୈଲୀ ଆନ ଫ୍ରେଜର ମହିଳା ୧୦୦ ମିଟର ରେସରୁ ଓହରି ଯାଇଛନ୍ତି । ସେମିଫାଇନାଲ ରେସ ପୂର୍ବରୁ ସେ ହଠାତ କାହିଁକି ଓହରିଲେ ତାହା ସ୍ପଷ୍ଟ କରି ନାହାନ୍ତି । ତେବେ ସାଥୀ ଆଥଲେଟଙ୍କ ମତରେ ୫ ଥର ବିଶ୍ୱ ଓ ୨ ଥର ଅଲିମ୍ପିକ ଚାମ୍ପିୟନ ଫ୍ରେଜରଙ୍କୁ ଟ୍ରେନିଂ ଅଂଚଳକୁ…

୩୬ ବର୍ଷ ଅପେକ୍ଷା ପରେ ବି ଭାରତ ତୀରନ୍ଦାଜୀରେ ଜିତିପାରିଲା ନାହିଁ ପଦକ

ପ୍ୟାରିସ: ଅଲିମ୍ପିକ୍ସରେ ଭାରତ ୩୬ ବର୍ଷ ପରେ ବି ତୀରନ୍ଦାଜୀରେ ପଦକ ଜିତିବାରେ ସଫଳ ହୋଇପାରି ନାହିଁ । ଦୀପିକା କୁମାରୀ ଓ ଭଜନ ଓ କୌରଙ୍କ ଉପରେ ଶେଷ ଆଶା ଥିଲା । ମାତ୍ର ତାହା ଆଶାରେ ହିଁ ରହିଗଲା । ସେମାନେ ପଦକ ରାଉଣ୍ଡରେ ପଂହଚିବାରେ ସଫଳ ହୋଇପାରି ନ ଥିଲେ । ମହିଳା ବ୍ୟକ୍ତିଗତ ଇଭେଂଟର…

ପଦକଠାରୁ ୨ ପାଦ ଦୂରରେ ଭାରତୀୟ ହକି ଟିମ

ପ୍ୟାରିସ: ଭାରତୀୟ ହକି ଟିମ ପ୍ୟାରିସ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଦଳ ଏବେ ପଦକ ହାସଲଠାରୁ ୨ ପାଦ ଦୂରରେ ରହିଛି । ଚଳିତ ଅଲିମ୍ପିକ୍ସରେ ବେଲଜିୟମ ବ୍ୟତୀତ ଟିମ ଇଣ୍ଡିଆ ଅନ୍ୟ କାହାଠାରୁ ପରାଜିତ ହୋଇନି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…