Latest Odisha News

BREAKING NEWS

Browsing Category

ଖେଳ

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ କୋହଲି ସାମିଲ ହେବେ ଏହି କ୍ଲବରେ

ଦୁବାଇ: ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମୁକାବିଲାରେ ଚମତ୍କାର ପ୍ରଦର୍ଶନ ସହ ବିରାଟ କୋହଲି ପୂନର୍ବାର ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛନ୍ତି । କୋହଲି ଏହି ମ୍ୟାଚରେ ୧୧୧ ବଲରେ ୧୦୦ ରନ କରି ଅପରାଜିତ ରହିଥିଲେ । ଏଥିସହ ସେ ଆନ୍ତର୍ଜାତୀୟ କ୍ରିକେଟରେ ୮୨ ଶତକ ପୂରଣ କରିଛନ୍ତି ।…

କଳା ଯାଦୁ ପାଇଁ ଜିତିଲା ଭାରତ; ପାକ୍ ଗଣମାଧ୍ୟମରେ ଅଜବ ଦାବି

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିର ହାଇଭୋଲଟେଜ୍ ଲିଗ୍ ମ୍ୟାଚରେ ଭାରତ ବିପକ୍ଷରେ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଗଣମାଧ୍ୟମର ଅଜବ ଦାବି କରିଛନ୍ତି। ଏକ ପାକିସ୍ତାନୀ ଟିଭି ଡିବେଟରେ ଜଣେ ପ୍ୟାନେଲିଷ୍ଟ ଦାବି କରିଛନ୍ତି ଯେ ଭାରତ ବିଜୟ ହାସଲ କରିବାପାଇଁ ପାକିସ୍ତାନୀ ଖେଳାଳିମାନଙ୍କ…

ବାବର ଆଜମ ଜଣେ ଠକ: ଭାରତଠୁ ହାରିବା ପରେ ବର୍ଷିଲେ ପୂର୍ବତନ ପାକ୍ କ୍ରିକେଟର

କରାଚି: ପାକିସ୍ତାନ ବ୍ୟାଟସମ୍ୟାନ ବାବର ଆଜମଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କ୍ରିକେଟର ସୋଏବ ଅଖତର। ସେ ବାବର ଆଜମଙ୍କୁ 'ଠକ' ବୋଲି ମଧ୍ଯ କହିଛନ୍ତି। ସୋଏବ କହିଛନ୍ତି ଯେ ବାବର ଆରମ୍ଭରୁ ଜଣେ ଠକ। ସୋଏବ ବାବର ଆଜମଙ୍କୁ ପାକିସ୍ତାନୀ ଟିମର କିଙ୍ଗ କୁହାଯାଏ, କିନ୍ତୁ ପ୍ରକୃତରେ ସେ ବଡ଼…

କୋହଲି ପିନ୍ଧିଥିବା ଫିଟନେସ ବ୍ୟାଣ୍ଡର ମୂଲ୍ୟ କେତେ ଜାଣିଛନ୍ତି କି

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ବିରାଟ କୋହଲିଙ୍କ ଆକର୍ଷଣୀୟ ଅପରାଜିତ ଶତକ ବଳରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ଏହି ମ୍ୟାଚ ଅବସରରେ କୋହଲି ଏକ ଫିଟନେସ ବ୍ୟାଣ୍ଡ ପିନ୍ଧିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଏହି ହୁପ କମ୍ପାନୀର ଏହି…

ହାର୍ଦ୍ଦିକଙ୍କ ପ୍ରଦର୍ଶନରେ ଉତ୍ସାହିତ ହୋଇ ପଡୁଥିଲେ ଜସ୍ମିନ

ଦୁବାଇ: ବ୍ରିଟେନର ଗାୟିକା ଓ ଟିଭି ଷ୍ଟାର ଜସ୍ମିନ ୱାଲିୟାଙ୍କ ସହ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବନ୍ଧୁତା ଏବେ ଚର୍ଚ୍ଚାର କାରଣ ସାଜିଛି । ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ଜସ୍ମିନ ଆସିଥିଲେ । ଷ୍ଟାଡିୟମରେ ସେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ନେଇ ବେଶ ଉତ୍ସାହିତ ରହୁଥିବା…

ଭାରତ-ପାକିସ୍ତାନ ମ୍ୟାଚରେ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧିଲେ ପାକ୍ ଦର୍ଶକ

ଦୁବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଗତ ରବିବାର ଦିନ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯାଇଥିବା ବେଳେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ପାକିସ୍ତାନୀ ପ୍ରଶଂସକ ତାଙ୍କ ଦେଶର ଜର୍ସି ଉପରେ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧୁଥିବାର ଦେଖାଯାଉଛି। ମ୍ୟାଚର…

କିଙ୍ଗଙ୍କ ରାଜୁତି ପୂନର୍ବାର ଆରମ୍ଭ

ଦୀର୍ଘ ଦିନ ହେବ ବିରାଟ କୋହଲିଙ୍କ ବ୍ୟାଟ ନୀରବ ରହିଥିଲା । କିଙ୍ଗ କୋହଲି ଭାବେ ପରିଚିତ ବିରାଟ ପ୍ରଶଂସକଙ୍କ ମନ ମୁତାବକ ପ୍ରଦର୍ଶନ କରିପାରୁ ନ ଥିଲେ । ତେବେ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ କୋହଲି ଅପରାଜିତ ଶତକ ହାସଲ କରି ଭାରତ ବିଜୟରେ…

କୋହଲିଙ୍କ ୫୧ତମ ଶତକ, ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ: ଏଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ହାଇ ଭୋଲଟେଜ ମୁକାବିଲାରେ ବିରାଟ କୋହଲିଙ୍କ ଚମତ୍କାର ଶତକ ବଳରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । କୋହଲିଙ୍କ ଏହା ଦିନିକିଆ କ୍ରିକେଟରେ ୫୧ତମ ଶତକ । ଏଥିସହ ଭାରତ ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିଥିବା ବେଳେ…

ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ହରାଇଲେ ପାକ୍ ଖେଳାଳିଙ୍କୁ ମିଳିବ ୧ କୋଟି

ଦୁବାଇ: ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଏବଂ ଆୟୋଜକ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ମ୍ୟାଚ୍ ଚାଲିଛି। ଏହାରି ମଧ୍ଯରେ ସିନ୍ଧ ପ୍ରଦେଶର ରାଜ୍ୟପାଳ ମହମ୍ମଦ କାମରାନ ଖାନ ଟେସୋରି ପାକିସ୍ତାନୀ କ୍ରିକେଟରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ…

ପାକିସ୍ତାନ ବିପକ୍ଷରେ ୭ କୋଟି ଟଙ୍କାର ଘଂଟା ପିନ୍ଧି ଖେଳିଲେ ହାର୍ଦ୍ଦିକ

ଦୁବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫିର ବ୍ଲକବଷ୍ଟର ମୁକାବିଲା ଖେଳାଯାଉଛି । ଏହି ମ୍ୟାଚରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୮ ଓଭରରେ ୩୧ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ । ତେବେ ତାଙ୍କ ବୋଲିଂ ଅପେକ୍ଷା ପିନ୍ଧିଥିବା ଘଂଟାର ଚର୍ଚ୍ଚା ଏବେ ସୋସିଆଲ…