Latest Odisha News

BREAKING NEWS

Browsing Category

ଖେଳ

ଭାରତର ପଦକ ସଂଖ୍ୟା ୩ରେ ପଂହଚିଲା, ଶୁଟିଂରେ ସ୍ୱପ୍ନିଳ ଜିତିଲେ ବ୍ରୋଞ୍ଜ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ଭାରତ ତୃତୀୟ ପଦକ ହାସଲ କରିଛି । ୩ଟି ଯାକ ପଦକ ଶୁଟିଂରୁ ଆସିଛି । ପୂର୍ବରୁ ମନୁ ଭାକର ବ୍ୟକ୍ତିଗତ ଓ ମିକ୍ସଡ ଇଭେଂଟରେ ଭାରତ ପାଇଁ ପଦକ ଜିତିଥିଲେ । ଯୁବ ଶୁଟର ସ୍ୱପ୍ନିଳ କୁସାଲେ ୫୦ ମିଟର ରାଇଫଲ ଥ୍ରୀ ପୋଜିଶନରେ ଏହି ସଫଳତର ହାସଲ…

ପଦକ ପାଇବା ପରେ ଏତେ ଖୁସୀ ହୋଇଗଲେ ଯେ, କାନ୍ଧ ଖସିଗଲା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ମାଲଡୋଭାର ଜୁଡୋ ଖେଳାଳି ଆଡିଲ ଓସମାନଭୋ ବ୍ରୋଞ୍ଜ ପଦକ ଜିତିଥିଲେ । ଅଲିମ୍ପିକ୍ସରେ ପଦକ ହାସଲ କରିବା ସମସ୍ତ ଦେଶର ଆଥଲେଟଙ୍କ ଏକ ସ୍ୱପ୍ନ ରହିଥାଏ । ଆଡିଲ ଯେତେବେଳେ ଏହି ସଫଳତା ହାସଲ କରିନେଲେ ସେ ଅତ୍ୟଧିକ ଉତ୍ସାହିତ ହୋଇ ପଡିଲେ । ଏତେ ମାତ୍ରାରେ…

ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ, କ୍ୟାନସରରେ ଥିଲେ ଆକ୍ରାନ୍ତ

ମୁମ୍ବାଇ: ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିବା ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କର ବୁଧବାର ପରଲୋକ ଘଟିଛି।ଭାରତ ପାଇଁ ୪୦ ଟେଷ୍ଟ ଓ ୧୫ ଦିନିକିଆ ଖେଳିଥିବା ଗାଏକୱାଡ ଗତ ମାସରେ ଭାରତ ଫେରିବା ପୂର୍ବରୁ ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ରକ୍ତ କର୍କଟ ରୋଗରେ…

ପୂର୍ବାଂଚଳ ସବ ଜୁନିୟର ହକି ଚାମ୍ପିୟନଶିପ : ପୁରୁଷ ବିଭାଗରେ ଓଡିଶା ଚାମ୍ପିୟନ, ମହିଳାରେ ରନର୍ସଅପ

ଭୁବନେଶ୍ୱର: ହକି ଇଣ୍ଡିଆ ପୂର୍ବାଂଚଳ ସବୁ ଜୁନିୟର ଚାମ୍ପିୟନଶିପରେ ଓଡିଶା ଟିମ ଉଭୟ ପୁରୁଷ ଓ ମହିଳା ବିଭାଗରେ ଚମତ୍କାର ପ୍ରଦର୍ଶନ କରିଛି । ପୁରୁଷ ବିଭାଗରେ ଦଳ ଚାମ୍ପିୟନ ହୋଇଥିବା ବେଳେ ମହିଳା ବିଭାଗରେ ରନର୍ସଅପ ହୋଇଛି । ପୁରୁଷ ବିଭାଗ ଫାଇନାଲ ବେଶ ରୋମାଂଚକ ପୂର୍ଣ୍ଣ ହୋଇଥିଲା ।…

ପ୍ରିକ୍ୱାର୍ଟରରେ ହାରିଲେ ମନିକା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପଦକ ଦାବୀଦାର ବିବେଚନା କରାଯାଉଥିବା ଟେବୁଲ ଟେନିସ ତାରକା ମନିକା ବାତ୍ରା ନିରାଶ କରିଛନ୍ତି । ଏଠାରେ ବୁଧବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ ମୁକାବିଲାରେ ମନିକା ଜାପାନର ହୀରାନୁ ମିଓଙ୍କ ନିକଟରୁ ଏକତରଫା ପରାଜୟବରଣ…

ସିନ୍ଧୁଙ୍କ ସମର୍ଥନରେ ବାହାରିବା ପାଇଁ ଫେକ ଆକାଂଉଟ ଖୋଲିଥିଲେ ମନୁ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଶୁଟର ମନୁ ଭାକର ୨ଟି ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । ସେ ୧୫ ମିଟର ପିସ୍ତଲ ଇଭେଂଟ ଓ ମିକ୍ସଡ ଡବଲରେ ସରବଜିତ ସିଂଙ୍କ ସହ ମିଶି ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏକ ସାକ୍ଷାତକାରରେ ସେ ମଜାଦାର ଘଟଣାର ଖୁଲାସା କରିଛନ୍ତି । ବ୍ୟାଡମିଂଟନ…

ଟେବୁଲ ଟେନିସରେ ଶ୍ରୀଜା ଆକୁଲା ରାଉଣ୍ଡ ଅଫ ୧୬କୁ, ସ୍ୱପ୍ନିଳ ଫାଇନାଲରେ

ନୂଆଦିଲ୍ଲୀ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ମହିଳା ଟେବୁଲ ଟେନିସ ଖେଳାଳି ଶ୍ରୀଜା ଆକୁଲା ରାଉଣ୍ଡ ଅଫ ୧୬ରେ ପ୍ରବେଶ କରିଛନ୍ତି । ସେ ପ୍ରଂଶସନୀୟ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଶ୍ରୀଜା ସିଙ୍ଗାପୁରର ଜେଙ୍ଗ ଜିଆନଙ୍କୁ ପରାସ୍ତ କରିଥିବା ବେଳେ ପରବର୍ତୀ…

ଦୀପିକା, ଲଭଲୀନା, ଲକ୍ଷ୍ୟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ବୁଧବାର ଭାରତର ଲକ୍ଷ୍ୟ ସେନ, ଦୀପିକା କୁମାରୀ ଓ ଲଭଲୀନା ବୋରଗେହନ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ପଦକ ଅଭିମୁଖେ ଅଗ୍ରସର ହୋଇଛନ୍ତି । ପୁରୁଷ ବ୍ୟାଡମିଂଟନ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ବିଶ୍ୱର ୩ ନମ୍ବର ଖେଳାଳି ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ…

ଗମ୍ଭୀର ଯାଦୁ: ଗୋଟିଏ ଦିନରେ ୩ ବ୍ୟାଟ୍ସମ୍ୟାନ ହଠାତ ହୋଇଗଲେ ମ୍ୟାଚ ବିଜୟୀ ବୋଲର

ପାଲ୍ଲେକଲ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ କ୍ଲିନ ସୁଇପ କରିଛି । ଅନ୍ତିମ ଟି୨୦ରେ ଜଣ ନିୟମିତ ବ୍ୟାଟ୍ସମ୍ୟାନଙ୍କ ବୋଲିଂ ବଳରେ ଭାରତ ବିଜୟ ହାସଲ କରିଥିଲା । ଏହା ପଛରେ କୋଚ ଗୌତମ ଗମ୍ଭୀରଙ୍କ ରଣନୀତି ରହିଥିଲା । କୋଚ ଭାବେ…

ଶେଷ ହୋଇଗଲା ଅମିତଙ୍କ ଅଭିଯାନ, ପ୍ରି କ୍ୱାର୍ଟରରେ ପ୍ରୀତି

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ମହିଳା ବକ୍ସର ପ୍ରୀତି ପାୱାର ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ସେ ୪୫ କିଗ୍ରା ବିଭାଗରେ ଭିଏତନାମର ଭୋ ଥି କିମ ଆନହଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ଏଥିସହ ସେ ପ୍ରିକ୍ୱାର୍ଟରରେ ପ୍ରବେଶ କରିଛନ୍ତି । ପୁରୁଷ…