Latest Odisha News

BREAKING NEWS

Browsing Category

ଖେଳ

ଡିଙ୍ଗ ଲିରେନ ଜାଣିଶୁଣି ହାରିଛନ୍ତି ବୋଲି ଅଭିଯୋଗ ଆଣିଲେ ପୂର୍ବ ବିଶ୍ୱ ଚାମ୍ପିୟନ

ସିଙ୍ଗାପୁର: ଭାରତର ଡି ଗୁକେଶ ସର୍ବକନିଷ୍ଠ ଚେସ ଖେଳାଳି ଭାବେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଉଥିବା ବେଳେ ପୂର୍ବତନ ବିଶ୍ୱ ଚାମ୍ପିୟନ ଭ୍ଲାଡିମିର କ୍ରାମନିକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ରୁଷିଆର ଏହି ଚେସ ଖେଳାଳି କହିଛନ୍ତି ଲିରେନ…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ରାହାନେଙ୍କ ବିସ୍ଫୋରକ ବ୍ୟାଟିଂ, ଫାଇନାଲରେ ମୁମ୍ବାଇ

ମୁମ୍ବାଇ: ଅଜିଙ୍କ୍ୟ ରାହାନେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ ଟ୍ରଫିର ଫାଇନାଲରେ ମୁମ୍ବାଇ ପ୍ରବେଶ କରିଛି । ବରୋଦାକୁ ୬ ୱିକେଟରେ ହରାଇ ମୁମ୍ବାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ୨୦୨୨ରେ ମୁମ୍ବାଇ ଚାମ୍ପିୟନ ହୋଇଥିଲା । ଅପରପକ୍ଷରେ ଷଷ୍ଠ ଥର ପାଇଁ…

ମୁହଁ ଖୋଲିଲେ ବିନୋଦ କାମ୍ବଲୀ, ସବୁ ପାଇଁ ପ୍ରସ୍ତୁତ

ମୁମ୍ବାଇ: ନିକଟରେ ବିନୋଦ କାମ୍ବଲୀଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ସ୍ପଷ୍ଟ ଅନୁମାନ କରି ହେଉଥିଲା । ବାଲ୍ୟବନ୍ଧୁ ସଚିନ ତେନ୍ଦୁଲକରଙ୍କୁ ଦେଖି କାମ୍ବଲୀ ଭାବପ୍ରବଣ ହୋଇ ପଡିଥିଲେ । ୧୯୮୩ ବିଶ୍ୱକପ ବିଜୟୀ ଭାରତୀୟ ଦଳର ଅଧିନାୟକ କପିଳ ଦେବ…

୨୦୨୪ରେ ଭାରତ ଜିତିନି ଗୋଟିଏ ବି ଦିନିକିଆ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ୨୦୨୪ରେ ଗୋଟିଏ ବି ଦିନିକିଆ ମ୍ୟାଚ ଜିତିବାରେ ସଫଳ ହୋଇନି । ଚଳିତ ବର୍ଷ ଗୋଟିଏ ପଟେ ଟି୨୦ ବିଶ୍ୱକପ ଜିତିଥିବା ବେଳେ ଅନ୍ୟ ପଟେ ଏହି ଅଲୋଡା ରେକର୍ଡ କରିଛି । ୧୯୭୯ ପରେ ଚତୁଥଁ ଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ଦିନିକିଆ ମ୍ୟାଚ ଜିତି ପାରିନି…

ଗୁକେଶ ରୂପରେ ଭାରତକୁ ମିଳିଲା ନୂଆ ବିଶ୍ୱନାଥନ ଆନନ୍ଦ

ନୂଆଦିଲ୍ଲୀ : ୱାର୍ଲ୍ଡ ଚେସ ଚାମ୍ପିୟନଶିପରେ ଭାରତର ଡି.ଗୁକେଶ ଚାମ୍ପିୟନ ହୋଇ ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ସାଜିଛନ୍ତି ଭାରତ ନୂଆ ବିଶ୍ୱନାଥନ ଆନନ୍ଦ । ଫାଇନାଲରେ ଗତ ସଂସ୍କରଣର ଚାମ୍ପିୟନ ଚୀନର ଡିଙ୍ଗ ଲିରେନଙ୍କୁ ସେ ପରାଜିତ କରିଥିଲେ । ମାତ୍ର ୧୮ ବର୍ଷରେ…

ଫିଡେ ବିଶ୍ୱ ଚେସ ଚାମ୍ପିୟନଶିପ: ଗୁକେଶ ହେଲେ ସର୍ବ କନିଷ୍ଠ ଚାମ୍ପିୟନ

ନୂଆଦିଲ୍ଲୀ: ସିଙ୍ଗାପୁରରେ ଅନୁଷ୍ଠିତ ବିଶ୍ୱ ଚେସ ଚାମ୍ପିୟନଶିପରେ ଭାରତର ଡି.ଗୁକେଶ ବାଜି ମାରିଛନ୍ତି । ସେ ୧୮ ବର୍ଷ ବୟସରେ ଚାମ୍ପିୟନ ହୋଇ ଇତିହାସ ରଚିଛନ୍ତି । ତାଙ୍କ ପୂର୍ବରୁ ଏତେ କମ ବୟସରେ କେହି ଚାମ୍ପିୟନ ହୋଇ ନ ଥିଲେ । ୧୪ତମ ମୁକାବିଲାରେ ଗୁକେଶ ଚୀନର ଡିଙ୍ଗ ଲିରେନଙ୍କୁ ହରାଇ…

ଗାବାରେ ବର୍ଷା ସମ୍ଭାବନା, ଭାରତ ଚିନ୍ତା ବଢ଼ିଲା

ଗାବା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଗାବାରେ ଖେଳାଯିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ଆବଶ୍ୟକ ହେଉଛି । ତେବେ ରିପୋର୍ଟ ଅନୁସାରେ ଏହି ଟେଷ୍ଟ ମ୍ୟାଚ ଅବସରରେ ବର୍ଷା ହେବା ସମ୍ଭାବନା ରହିଛି । ଏହା ହେଲେ ଭାରତର…

୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଉଦଯାପିତ: ହରିୟାଣା ଓଭରାଲ ଚାମ୍ପିୟନ, ଓଡିଶାକୁ ୧୧ ପଦକ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନ ଉଦଯାପିତ ହୋଇଯାଇଛି । ହରିୟାଣା ଟିମ ଓଭରାଲ ୩୦୩ ପଂଏଟ ସହ ଚାମ୍ପିୟନ ହୋଇଥିବା ବେଳେ ତାମିଲନାଡୁ ୨୬୯ ପଂଏଟ ପାଇ ରନର୍ସଅପ ହୋଇଛି । ପୁରୁଷ ଏବଂ ମହିଳା ବିଭାଗରେ ମଧ୍ୟ ହରିୟାଣା ଚାମ୍ପିୟନ ହୋଇଛି । ଓଡିଶା…

ଜାତୀୟ ଜୁନିୟର ଆଥଲେଟିକ୍ସ: ଓଡିଶାକୁ ୩ ସ୍ୱର୍ଣ୍ଣ

ଭୁବନେଶ୍ୱର: ଜାତୀୟ ଜୁନିୟର ଆଥଲେଟିକ୍ସରେ ବୁଧବାର ଓଡିଶା ଆଥଲେଟ ୩ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଥିସହ ଅନ୍ତିମ ଦିବସାର ଓଡିଶାର ପଦକ ସଂଖ୍ୟା ୪ରେ ପଂହଚିଛି । ୧୮ ବର୍ଷରୁ କମ ପୁରୁଷ ଶଟପୁଟରେ ଓଁକାର ପ୍ରସାଦ ନନ୍ଦ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୯.୯୬ ମିଟର ଦୂରତାକୁ ଥ୍ରୋ କରି…