Latest Odisha News

BREAKING NEWS

Browsing Category

ଖେଳ

ଡିସେମ୍ବର ୧୫ରୁ ସୋଆରେ ଆରମ୍ଭ ହେବ ଓଡ଼ିଶା ଓପନ୍ ଓ ୧୫ ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର ଚେସ୍ ଉତ୍ସବ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧୫ ତାରିଖରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆୟୋଜିତ ହେବାକୁ ଯାଉଛି । ୮ ଦିନ ଧରି ହେବାକୁଥିବା ଏହି ପ୍ରତିଯୋଗିତାରେ ୨୫ଟି ଦେଶର ପ୍ରାୟ ୭୦୦ ପ୍ରତିଯୋଗୀ ୩ ଟି ବିଭିନ୍ନ…

୧ ଲକ୍ଷ କୋଟି ଉପରେ ପଂହଚିଲା ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ବ୍ରାଣ୍ଡ ଭାଲ୍ୟୁ ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ରିପୋର୍ଟ ମୁତାବକ ଏବେ ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ ୧୨ ବିଲିୟନ ଡଲାର( ୧.୦୧ ଲକ୍ଷ କୋଟି)ରେ ପଂହଚିଛି । ୨୦୨୩ରେ ଏହା ୧୦.୭ ବିଲିୟନ ଡଲାର ରହିଥିଲା । ଚେନ୍ନାଇ ସୁପର କିଙ୍ଗସ, ମୁମ୍ବାଇ…

ନୂତନ ଉପଲବ୍ଧି ହାସଲ କରିପାରନ୍ତି ବୁମରାହ, କୋହଲି

ଆଡିଲେଡ: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଖେଳାଯିବ । ଏହି ଦିବାରାତ୍ର ଟେଷ୍ଟରେ ବିଜୟୀ ହୋଇ ଭାରତ ୨-୦ର ଅଗ୍ରଣୀ ହାସଲ କରିବା ପାଇଁ ଚାହିବ । ଆଡିଲେଡରେ ୧୩ରୁ ଭାରତ ୮ ଟେଷ୍ଟରେ ପରାଜୟବରଣ କରିଛି । ଗତ ଥର ଭାରତ ଏଠାରେ ୩୬ ରନରେ ଅଲଆଉଟ ହୋଇ ଯାଇଥିଲା । ଏହି ମ୍ୟାଚରେ…

ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ

ମୁମ୍ବାଇ: ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ସୟେଦ ମୁସ୍ତାକ ଅଲି ଟ୍ରଫିରେ ୨୮ ବଲରେ ଶତକ ହାସଲ କରିଛନ୍ତି । ପଞ୍ଜାବର ଅଭିଷେକ ମେଘାଳୟ ବିପକ୍ଷରେ ଏହି ବିସ୍ଫୋରକ ଇନିଂସ ଖେଳିବା ସହ ଅନେକଗୁଡିଏ ରେକର୍ଡ ମଧ୍ୟ କରିଛନ୍ତି । ସୟେଦ ମୁସ୍ତାକ ଅଲି ଟ୍ରଫିରେ ଦ୍ରୁତ ଶତକ ହାସଲରେ ସେ…

ପିସିବିକୁ ଶେଷ ଚେତାବନୀ ଦେଲା ଆଇସିସି

ଦୁବାଇ: ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲର ବୈଠକ ବାରମ୍ବାର ଘୁଂଚାଯାଉଛି । ଯାହାକୁ ନେଇ ଆଇସିସି ଅସନ୍ତୁଷ୍ଟ ହୋଇ ପଡିଛି । ଡିସେମ୍ବର ୫ର ବୈଠକ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା ଏବଂ ଏହାକୁ ୭କୁ ଘୁଂଚାଇ ଦିଆଯାଇଛି । ପିସିବିକୁ ଶେଷ ଚେତାବନୀ ଦେଇ ଆଇସିସି କହିଛି…

ରୋହିତ ସ୍ପଷ୍ଟ କଲେ କେଉଁ ସ୍ଥାନରେ କରିବେ ବ୍ୟାଟିଂ

ଆଡିଲେଡ: ଡିସେମ୍ବର ୬ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଡିଲେଡରେ ଖେଳାଯିବ । ଏହି ଦିବାରାତ୍ର ଟେଷ୍ଟରେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ । ରୋହିତ କେଉଁ ସ୍ଥାନରେ ବ୍ୟାଟିଂ କରିବେ ସେ ନେଇ ଆଲୋଚନା ଜୋର ଧରିଥିଲା । ଦଳକୁ ମଜଭୁତ କରିବା ପାଇଁ ରୋହିତ…

ଟି୨୦ କ୍ରିକେଟରେ ଇତିହାସ ରଚିଲା ବରୋଦା ଟିମ, ଭାନୁଙ୍କ ବିସ୍ଫୋରକ ଶତକ

ଇନ୍ଦୋର: ଟି୨୦ କ୍ରିକେଟରେ ବରୋଦା ଟିମ ଇତିହାସ ରଚିଛି । ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟରେ ବରୋଦା ଟି୨୦ରେ ସର୍ବାଧିକ ଦଳଗତ ସ୍କୋର କରିବାରେ ବିଶ୍ୱ ରେକର୍ଡ କରିଛି । ସିକ୍କିମ ବିପକ୍ଷରେ ବରୋଦା ୫ ୱିକେଟରେ ୩୪୯ ରନର ବିଶାଳ ସ୍କୋର କରିଥିଲା । ଏହା ପୂର୍ବରୁ ଜିମ୍ବାୱେ ଏହି…

ଜୟ ଶାହଙ୍କ ସ୍ଥାନରେ କିଏ ହେବେ ବିସିସିଆଇ ସେକ୍ରେଟାରୀ

ନୂଆଦିଲ୍ଲୀ: ଜୟ ଶାହ ଡିସେମ୍ବର ୧ରୁ ଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବିସିସିଆଇ ସେକ୍ରେଟାରୀ ପଦ ଖାଲି ପଡିଛି । ଶାହଙ୍କ ସ୍ଥାନରେ ଏହି ଦାୟତ୍ୱ କିଏ ଗ୍ରହଣ କରିବେ ତାହା ସସ୍ପେନ୍ସ ରହିଛି । ଏହି ଦୌଡରେ ଗୁଜରାଟର ଅନୀଲ ପଟେଲ ଏବଂ ବର୍ତମାନର ସଂଯୁକ୍ତ ସଚିବ ଦେବଜିତ…

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ସ୍ପିନରଙ୍କୁ ସୁହାଇବ ଆଡିଲେଡ ପିଚ

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଡିସେମ୍ବର ୬ରୁ ଆରମ୍ଭ ହେବ । ଏହି ଦିବାରାତ୍ର ଟେଷ୍ଟର ପ୍ରଥମ ଦିବସରେ ବର୍ଷା ହେବା ସମ୍ଭାବନା ରହିଛି । ଆଡିଲେଡ ପିଚ କି ଭଳି ରହିବ ସେ ନେଇ ବୁଧବାର ପିଚ କ୍ୟୁରେଟର ଡେମିୟନ ହାଫ ଖୁଲାସା…

୧୯ ବର୍ଷରୁ କମ ଏସିଆ କପ କ୍ରିିକେଟ: ବୈଭବଙ୍କ ୬ ଛକା

ନୂଆଦିଲ୍ଲୀ: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ବୁଧବାର ୟୁଏଇକୁ ୧୦ ୱିକେଟରେ ପରାସ୍ତ କରିଛି । ୟୁଏଇ ପ୍ରଥମେ ବ୍ୟାଟିଂ କରି ୧୩୭ ରନ କରିଥିଲା । ଜବାବରେ ଭାରତ କୌଣସି ୱିକେଟ ନ ହରାଇ ୧୬.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ବୈଭବ ସୂର୍ଯ୍ୟବଂଶୀ ୪୬ ବଲରେ ୭୬ ଓ ଆୟୂଷ…