Latest Odisha News

BREAKING NEWS

Browsing Category

ଖେଳ

କୋହଲିଙ୍କ ରେକର୍ଡ ସହ ସମକକ୍ଷ ହେଲେ ସୂର୍ଯ୍ୟକୁମାର

ପାଲ୍ଲୀକେଲ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ ପ୍ରଥମ ଟି୨୦ରେ ଘରୋଇ ଦଳକୁ ହରାଇ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାକୁ ଭାରତ ୪୩ ରନରେ ଜିିତିଥିଲା । ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚ ଅବସରରେ ବିରାଟ କୋହଲିଙ୍କ ଏକ…

ଅଲିମ୍ପିକ୍ସରେ କଳିକେଶଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର: ଏଥର ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୨ ଜଣ ଓଡିଆ ଖେଳାଳି ପ୍ରତିନିଧିତ୍ୱ କରୁଛନ୍ତି । ସେମାନେ ହେଲେ ହକି ଖେଳାଳି ଅମିତ ରୋହୀଦାସ ଓ ଜାଭେଲିନ ଥ୍ରୋୟର କିଶୋର ଜେନା । ତେବେ ଏମାନଙ୍କ ବ୍ୟତୀତ ଅନ୍ୟ ଓଡିଆମାନେ ମଧ୍ୟ ଅଲିମ୍ପିକ୍ସରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସାମିଲ…

ମନୁଙ୍କ ପରେ ଲକ୍ଷ୍ୟ ସେନ, ସାଇରାଜ-ଚିରାଗ ଏବଂ ହକି ଟିମର ବିଜୟ

ପ୍ୟ।ରିସ: ପ୍ୟାରିସ ଅଲିମ୍ପିକ୍ସର ପ୍ରଥମ ଦିବସ ଭାରତକୁ ମିଶ୍ରିତ ଫଳ ପ୍ରଦାନ କରିଛି । ଶୁଟିଂରେ ମନୁ ଭାକର ଫାଇନାଲରେ ପ୍ରବେଶ କରିବା ପରେ ବ୍ୟାଡମିଂଟନ ଏବଂ ହକିରେ ଭାରତ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷ ହକି ମୁକାବିଲାକୁ ଟିମ ଇଣ୍ଡିଆ ୩-୨ ଗୋଲରେ ଜିତି ନେଇଛି । ଆରମ୍ଭରୁ…

ଅଲିମ୍ପିକ ଚାମ୍ପିୟନ ନଦୀରେ ହଜେଇ ଦେଲେ ବିବାହ ବେଳର ମୁଦି

ପ୍ୟାରିସ: ପ୍ରେମ କରିବ, ବିବାହ କରିବ ଏବଂ ଶେଷର ବିବାହ ବେଳର ମୁଦିକୁ ନଦୀରେ ହଜେଇଦେବ । ହଁ ଏ ଭଳି ଏକ ଘଟଣା ପ୍ୟାରିସ ଅଲିମ୍ପିକ୍ସରେ ଦେଖିବାକୁ ମିିଳିଛି । ଇଟାଲୀର ଅଲିମ୍ପିକ ଚାମ୍ପିୟନ (ହାଇଜମ୍ପ) ଜିୟାନମାର୍କୋ ଟେମ୍ବୋରୀ ଏ ଭଳି ମାରାତ୍ମକ ଭୁଲ କରଛନ୍ତି । ସେନ ନଦୀରେ ଅଲିମ୍ପିକ…

୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବେ ଏହି ମହିଳା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଚିଲିର ଟେବୁଲ ଟେନିସ ଖେଳାଳି ଝେଙ୍ଗ ଝିୟିଙ୍ଗଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି । ଚୀନରେ ଜନ୍ମ ଗ୍ରହଣ କରିଥିବା ଏହି ଆଥଲେଟ ୧୯୮୯ରେ ଦେଶ ଛାଡି ପଳାଇ ଯାଇଥିଲେ । ସେ ସମୟରେ ଟିଆନମେନ…

ଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କଲେ ମନୁ ଭାକର

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ପ୍ରଥମ ଦିବସରେ ଶୁଟର ମନୁ ଭାକର ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ୮ ଜଣ ଫାଇନାଲିଷ୍ଟ ମଧ୍ୟରେ ଏଥର ମୁକାବିଲା ହେବ । ମନୁ ମହିଳା ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ୬୦୦ରୁ ୫୮୦ ପଂଏଟ ସ୍କୋର କରି ୪୫ ଶୁଟର୍ସଙ୍କ…

ନିରାଶ କଲେ ୧୦ମିଟର ଏୟାର ରାଇଫଲ ମିକ୍ସଡ ଟିମ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପ୍ରଥମ ଦିବସରେ ନୈରାଶ୍ୟଜନକ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି । ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ଇଭେଂଟରେ ଭାରତର ରମିତା ଜିନ୍ଦଲ ଓ ଅର୍ଜୁନ ବବୁତା ଯୋଡି ପଦକ ଦୌଡରୁ ବାଦ ପଡିଛନ୍ତି । ୬୨୮.୭ ପଂଏଟ ସହ ସେମାନେ ଷଷ୍ଠ ସ୍ଥାନରେ ରହିଥିଲେ । ଅନ୍ୟ…

ପ୍ୟାରିସ ଅଲିମ୍ପିକ୍ସ: ସାମ୍ନାକୁ ଆସିଲା ପ୍ରଥମ ଡୋପିଂ ମାମଲା

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇଯାଇଛି । ତେବେ ଆରମ୍ଭରୁ ସାମ୍ନାକୁ ଆସିଛି ପ୍ରଥମ ଡୋପିଂ ମାମଲା । ରିପୋର୍ଟ ମୁତାବକ ଇରାକର ଜୁଡାକୋ ସଜାଦ ସେହେନଙ୍କ ଡୋପ ସାମ୍ପୁଲରୁ ପ୍ରତିବନ୍ଧ ଡ୍ରଗ୍ସର ନମୂନା ମିଳିଛି । ଫଳରେ ଇରାକକୁ ଶକ୍ତ ଧକ୍କା ଲାଗିଛି । ୨୮ ବର୍ଷୀୟ ସଜାଦ…

ପ୍ୟାରିସ୍ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ୱ ନେଲେ ପିଭି ସିନ୍ଧୁ ଓ ଶରତ କମଲ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଗେମ୍ସ ୨୦୨୪ ଆରମ୍ଭ ହୋଇଯାଇଛି। ସିନ୍ ନଦୀରେ ଉଦଘାଟନୀ ଉତ୍ସବ ଚାଲିଛି। ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ କୌଣସି ନଦୀରେ ଉଦଘାଟନୀ ସମାରୋହର ଆୟୋଜନ କରାଯାଉଛି। ଶୁକ୍ରବାର ପ୍ୟାରିସରେ ଆୟୋଜିତ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ସୁରକ୍ଷା…

ପ୍ୟାରିସ ଅଲିମ୍ପିକ୍ସ: ଅଂଶଗ୍ରହଣ କରୁଥିବା ଭାରତୀୟ ଆଥଲେଟଙ୍କ ସମ୍ପର୍କରେ ଏ ଟୁ ଜେଡ

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଏଥର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । ୨୬ ଜୁଲାଇରୁ ଆରମ୍ଭ ହୋଇଥିବା ଏହି କ୍ରୀଡା ମହାକୂମ୍ଭରେ ଏଥର ଭାରତର ଦ୍ୱିତୀୟ ସର୍ବାଧିକ ଟିମ ଦକ୍ଷତା ପ୍ରଦର୍ଶନ କରିବେ । ଟୋକିଓ ଗେମ୍ସରେ ସର୍ବାଧିକ ୧୨୧ ଜଣ ଆଥଲେଟ ଅଂଶଗ୍ରହଣ କରିଥିଲେ । ୭୨: ପ୍ୟାରିସ ଗେମ୍ସରେ…