Latest Odisha News

BREAKING NEWS

Browsing Category

ଖେଳ

ହରଭଜନ କହିଲେ ଧୋନୀ ମୋ ବନ୍ଧୁ ନୁହନ୍ତି

ମୁମ୍ବାଇ: ମହେନ୍ଦ୍ର ସିଂ ଧୋନୀଙ୍କ ସମ୍ପର୍କରେ ସାଥୀ ଖେଳାଳିଙ୍କ ବୟାନ ଏବେ ଦିନକୁ ଦିନ ଚର୍ଚ୍ଚାର କାରଣ ସାଜୁଛି । ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ପରେ ଏବେ ହରଭଜନ ସିଂ ମଧ୍ୟ ତାଙ୍କ ସମ୍ପର୍କରେ ବୟାନ ଦେଇଛନ୍ତି । ଧୋନୀଙ୍କ ସହ ସମ୍ପର୍କକୁ ନେଇ ଭାରତୀୟ କ୍ରିକେଟ ଦଳର…

୨୦ ରନ ମଧ୍ୟରେ ଜିମ୍ବାୱେର ୧୦ ୱିକେଟ ନେଇଗଲା ପାକିସ୍ତାନ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ପାକିସ୍ତାନ ୧୦ ୱିକେଟରେ ବିଜୟ ହାସଲ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଅଗ୍ରଣୀ ରହି ପାକିସ୍ତାନ ଆଗୁଆ ସିରିଜ ବିଜୟୀ ହୋଇଛି । ୪.୨ ଓଭରରେ କୌଣସି ୱିକେଟ ନ ହରାଇ ଜିମ୍ବାୱେ ୩୭ ରନ କରିଥିଲା । ଏହା ପରେ ମାତ୍ର…

ବ୍ରେଟ ଲୀଙ୍କ ସର୍ବକାଳୀନ ଶ୍ରେଷ୍ଠ ୪ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଏହି ଭାରତୀୟ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ମହାନ ବୋଲର ବ୍ରେଟ ଲୀ ପସନ୍ଦର ସର୍ବକାଳୀନ ଶ୍ରେଷ୍ଠ ୪ ଜଣ ଖେଳାଳିଙ୍କ ନାମ ପ୍ରକାଶ କରିଛନ୍ତି । ଏଥିରେ ଜଣେ ଭାରତୀୟଙ୍କ ନାମ ରହିଛି । ଲୀ ତାଙ୍କ ପସନ୍ଦର ଶୀର୍ଷରେ ଦକ୍ଷିଣ ଆଫ୍ରିକାର ପେସ ବୋଲର ଆଲାନ ଡୋନାଲ୍ଡୋ ରଖିଛନ୍ତି । ଡେନିସ ଲିଲିଙ୍କୁ…

ଡବ୍ଲ୍ୟୁଟିସି: ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଦଣ୍ଡିତ ହେବା ପରେ ଫାଇଦାରେ ଭାରତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଦିବାରାତ୍ର ଟେଷ୍ଟ ପୂର୍ବରୁ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇଂଲଣ୍ଡ-ନ୍ୟୁଜିଲାଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟରେ ଧୀମା ବୋଲିଂ ହାର ନେଇ ଉଭୟ ଟିମ ଆଇସିସି ଦ୍ୱାରା ଦଣ୍ଡିତ ହୋଇଛନ୍ତି । ଯାହା ଫଳରେ ଭାରତର ଫାଇନାଲ ପ୍ରବେଶ…

ଆଇପିଏଲରେ ଅଣଦେଖା: ୨୮ ପରେ ଏବେ ୩୬ ବଲରେ ଶତକ ମାରିଲେ ଉର୍ବିଲ

ନୂଆଦିଲ୍ଲୀ: ସୟେଦ ମୁସ୍ତାକ ଅଲି ଟି୨୦ ଟୁର୍ଣ୍ଣାମେଂଟରେ ଗୁଜରାଟର ଉର୍ବିଲ ପଟେଲ ବିସ୍ଫୋରକ ବ୍ୟାଟିଂ ଜାରୀ ରଖିଛନ୍ତି । ଆଇପିଏଲ ମେଗା ନିଲାମରେ ଅଣଦେଖା ହେବା ପରେ ଉର୍ବିଲ ୨୮ ବଲରେ ଶତକ ମାରି ରେକର୍ଡ ସୃଷ୍ଟି କରିଥିଲେ । ଏବେ ପୂନର୍ବାର ୩୬ ବଲରେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି…

ମ୍ୟାଚ ଫିକ୍ସିଂ: ଦକ୍ଷିଣ ଆଫ୍ରିକାର ୨ କ୍ରିକେଟର ଗିରଫ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ୨ ପୂର୍ବତନ କ୍ରିକେଟର ମ୍ୟାଚ ଫିକ୍ସିଂ ଅଭିଯୋଗରେ ଗିରଫ ହୋଇଛନ୍ତି । ଲେନାବାବୋ ସୋତ୍ସୋବୋ ଓ ଥାମିଲ ସୋଲାକିଲେଙ୍କ ଉପରେ ଘରୋଇ କ୍ରିକେଟରେ ମ୍ୟାଚ ଫିକ୍ସିଂ ଅଭିଯୋଗ ଆସିଥିଲା । ଯଦି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହୁଏ ତେବେ ସେମାନଙ୍କୁ…

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ବ୍ୟାଡମିଣ୍ଟନ ଖେଳାଳି ତଥା ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। କାରଣ ପିଭି ସିନ୍ଧୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଡିସେମ୍ବର ୨୨ରେ ରାଜସ୍ଥାନର ଉଦୟପୁରରେ ସେମାନଙ୍କର ବିବାହ ହେବ। ସିନ୍ଧୁଙ୍କ ଭାବି ସ୍ୱାମୀ…

ମହିଳା ଜୁନିୟର ଏସିଆ କପ ହକି : ଭାରତୀୟ ଦଳରେ ଓଡିଶାରୁ ୩ଜଣ

ଭୁବନେଶ୍ୱର: ଓମାନର ମସ୍କାଟରେ ଡିସେମ୍ବର ୭ରୁ ୧୫ ପର୍ଯ୍ୟନ୍ତ ମହିଳା ଜୁନିୟର ଏସିଆ କପ ହକି ଆୟୋଜିତ ହେବ । ଏଥିପାଇଁ ଜ୍ୟୋତି ସିଂଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ୩ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛି । ସେମାନେ ହେଲେ ସୁନେଲିତା ଟପ୍ପୋ, ମମତା ଓରାମ ଓ ପୂଜା…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ବିସିସିଆଇର ନାଁ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ବିବାଦ ସରିବାର ନାମ ଧରୁନି । ଏହାର ସମାଧାନ ପାଇଁ ଆୟୋଜିତ ବୈଠକରେ ପାକିସ୍ତାନ କ୍ରିକେଟ ବୋର୍ଡ ହାଇବ୍ରିଡ ମଡେଲକୁ ନେଇ କେତେକ ସର୍ତ ରଖିଥିଲା । ଏବେ ବିଭିନ୍ନ ମିଡିଆ ରିପୋର୍ଟ ଅନୁସାରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପିସିବିର ସର୍ତକୁ…

୧୯ ବର୍ଷରୁ କମ ଏସିଆକପ କ୍ରିକେଟ: ଜାପାନକୁ ହରାଇଲା ଭାରତ, ବୈଭବ ପୂନର୍ବାର ବିଫଳ

ଶାରଜା: ଏଠାରେ ଚାଲିଥିବା ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ୨୧୧ ରନରେ ଜାପାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚରେ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ପରାଜିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ଅଧିନାୟକ ମହମ୍ମଦ ଅମାନଙ୍କ ୧୧୨ ରନ ସହାୟତାରେ…