Latest Odisha News

BREAKING NEWS

Browsing Category

ଖେଳ

ଅବ୍ୟବସ୍ଥା ନେଇ ଭାରତୀୟ ଆଥଲେଟ ଅସନ୍ତୁଷ୍ଟ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନିଜ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଭାରତୀୟ ଆଥଲେଟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଭାରତୀୟ ଆଥଲେଟଙ୍କୁ ୩୦ଟି ଆପାର୍ଟମେଂଟ ପ୍ରଦାନ କରାଯାଇଛି । ସାମ୍ନାରେ ସ୍ପେନ ଓ ଡାହଣ ପଟେ ଇଟାଲୀ ଆଥଲେଟଙ୍କ ରହିବା ବ୍ୟବସ୍ଥା କରାଯାଇଛି । ଭାରତୀୟ ଆଥଲେଟମାନେ…

ୱେଲକମ ବ୍ୟାଗରେ ଆଥଲେଟଙ୍କୁ କଣ୍ଡୋମ, ଫୋନ ସମେତ ଏହି ସବୁ ସାମଗ୍ରୀ ଦିଆଯାଉଛି

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇଯାଇଛି । ଏଥର ୧୦ ହଜାରରୁ ଊର୍ଦ୍ଧ୍ୱ ଆଥଲେଟ ଏଥିରେ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କ୍ରୀଡା ଭିଲେଜରେ ପଂହଚିବା ପରେ ଆଥଲେଟମାନଙ୍କୁ ୱେଲକମ ବ୍ୟାଗ ପ୍ରଦାନ କରାଯାଉଛି । ଏବେ ଏହା ମଧ୍ୟରେ…

ସଞ୍ଜୁ ସାମସନ, ରିଷଭ ପନ୍ତଙ୍କୁ ନେଇ ଦ୍ୱନ୍ଦ୍ୱରେ ଟିମ ଇଣ୍ଡିଆ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ଶନିବାରଠାରୁ ଆରମ୍ଭ ହେବ । ପାଲ୍ଲିକେଲରେ ପ୍ରଥମ ଟି୨୦ ଖେଳାଯିବା ପୂର୍ବରୁ ଭାରତୀୟ ଟିମ ମ୍ୟାନେଜମେଂଟ ସଞ୍ଜୁ ସାମସନ ଓ ରିଷଭ ପନ୍ତଙ୍କ ମଧ୍ୟରୁ କାହାକୁ ଖେଳାଇବ ସେ ନେଇ ଦ୍ୱନ୍ଦ୍ୱରେ ରହିଛି । ଉଭୟ ୱିକେଟକିପର ବ୍ୟାଟ୍ସମ୍ୟାନ ଭଲ ଫର୍ମରେ ରହିବା…

୯ମ ଥର ପାଇଁ ଏସିଆ କପ ମହିଳା କ୍ରିକେଟ ଫାଇନାଲରେ ଭାରତ

ଡାମ୍ବୁଲା: ଏଠାରେ ଅନୁଷ୍ଠିତ ଏସିଆ କପ ମହିଳା କ୍ରିକେଟରେ ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କରି ଭାରତ ୯ମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଏ ପର୍ଯ୍ୟନ୍ତ ଏସିଆ କପରେ ଭାରତ ଓଭରାଲ ୭ ଥର ଟାଇଟଲ ହାସଲ କରିବାରେ ସଫଳ ହୋଇଛି । ୨ ଥର ରନର୍ସଅପ ହୋଇଛି । ସେମିଫାଇନାଲ ମୁକାବିଲାରେ…

ଭାରତର ମହିଳା, ପୁରୁଷ ତୀରନ୍ଦାଜ ଟିମ କ୍ୱାର୍ଟରରେ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ତୀରନ୍ଦାଜ କ୍ୱାଲିଫାୟର ରାଉଣ୍ଡରେ ଭାରତର ଉଭୟ ମହିଳା ଏବଂ ପୁରୁଷ ଟିମ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଉଦୀୟମାନ ଖେଳାଳି ଅଙ୍କିତା ଭକତଙ୍କ ଚମତ୍କାର ପ୍ରଦର୍ଶନ ସହାୟତାରେ…

ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ ପଦକ ଲକ୍ଷ୍ୟରେ ପିଭି ସିନ୍ଧୁ

ପ୍ୟାରିସ: ଭାରତୀୟ ବ୍ୟାଡମିଂଟନ ଷ୍ଟାର ପିଭି ସିନ୍ଧୁ ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ପଦକ ହାସଲ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବେ । ଯଦି ଏହା ସମ୍ଭବ ହୁଏ ତେବେ ପ୍ରଥମ ଭାରତୀୟ ଭାବେ ସେ ହ୍ୟାଟ୍ରିକ ଅଲିମ୍ପିକ ପସକ ହାସଲ କରିବାରେ ସୌଭାଗ୍ୟ ଅର୍ଜନ କରିବେ । ସିନ୍ଧୁ ରିଓ ଓ ଟୋକିଓ…

କାନାଡା ମହିଳା ଫୁଟବଲ ଟିମର ସହକାରୀ କୋଚ, ଆନାଲିଷ୍ଟକୁ ବିଦା କଲା ଆଇଓସି

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଇଥିବା କାନାଡା ମହିଳା ଫୁଟବଲ ଟିମକୁ ଶକ୍ତ ଧକ୍କା ଲାଗିଛି । ଟିମର ସହକାରୀ କୋଚ ଜୋସେଫ ଲୋମ୍ବାର୍ଡି ଓ ଆନାଲିଷ୍ଟ ଜସ୍ମିନ ମନ୍ଦରକୁ ଙ୍କୁ ଆଇଓସି ଘରକୁ ପଠାଇ ଦେଇଛି । ମୂଖ୍ୟ କୋଚ ୱେବ ପ୍ରିଷ୍ଟମ୍ୟାନ ମଧ୍ୟ କାନାଡାର ପ୍ରଥମ…

ଦ୍ରାବିଡ୍‌ଙ୍କୁ ଟପି ପାରିବେ ଗମ୍ଭୀର ?

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ହ୍ୱାଇଟ ବଲ୍ ସିରିଜରୁ ଟିମ୍ ଇଣ୍ଡିଆ ହେଡ୍ କୋଚ୍ ଭାବେ ଆରମ୍ଭ ହେବ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ । ୨୦୦୦ ମସିହା ପରଠାରୁ ଗମ୍ଭୀର ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଅଷ୍ଟମ ହେଡ୍ କୋଚ୍ । ଗତ୨୪ ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ ଦଳକୁ ଚାରି ବିଦେଶୀ ଓ ତିନି…

ତୀରନ୍ଦାଜ: ଭାରତ କ୍ୱାର୍ଟର ଫାଇନାଲରେ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ମହିଳା ତୀରନ୍ଦାଜ ର‌୍ୟାଙ୍କିଙ୍ଗ ରାଉଣ୍ଡରେ ଭାରତ ୪ର୍ଥ ସ୍ଥାନ ହାସଲ କରିଛି । ୧୯୮୩ ପଂଏଟ ହାସଲ କରି ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କରିଛି । ଏହି ରାଉଣ୍ଡରେ ଦକ୍ଷିଣ କୋରିଆ ଅଲିମ୍ପିକ୍ସ ରେକର୍ଡ ଭଙ୍ଗ କରିଛି…

ଅଲିମ୍ପିକ୍ସ ଅପବାଦ

ନୂଆଦିଲ୍ଲୀ: ଗ୍ରୀଷ୍ମକାଳୀନ ଅଲିମ୍ପିକ କ୍ରୀଡାର ଇତିହାସ ବିବାଦ ଓ ଅପବାଦରୁ ମୁକ୍ତ ନୁହେଁ । ରାଜନୈତିକ ହସ୍ତକ୍ଷପ, ବର୍ଣ୍ଣବୈଷମ୍ୟ, ବୟକଟ୍‌, ଆତଙ୍କବାଦୀ ଆକ୍ରମଣ ଓ ଡ୍ରଗ୍ସ ସ୍କାଣ୍ଡାଲ ଯୋଗୁଁ ମଳିନ ହୋଇଛି ଅଲିମ୍ପିକ୍ସ । ୧୯୩୬ ମସିହାରେ ବର୍ଲିନ ଅଲିମ୍ପିକ୍ସ କ୍ରୀଡାକୁ ନାଜି…