Latest Odisha News

BREAKING NEWS

Browsing Category

ଖେଳ

ଦଳ ପାଇଁ ରୋହିତଙ୍କୁ ଓପନିଂ ସ୍ଥାନ ଛାଡିବାକୁ ପଡିବ

ଆଡିଲେଡ: ଭାରତୀୟ କ୍ରିକେଟ ଟିମ ରୋହିତ ଶର୍ମାଙ୍କ ନେତୃତ୍ୱରେ ଆଡିଲେଡରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ବଡ ବ୍ୟବଧାନରେ ଜିତିଥିବାରୁ ଏହା ସେମାନଙ୍କ ମନୋବଳ ବଢ଼ାଇଛି । ଏବେ ଟିମ ସହିତ ନିୟମିତ…

ଆଡିଲେଡ ଦିବାରାତ୍ର ଟେଷ୍ଟ: ଫଳାଫଳ ବାହାରିବା ଏକପ୍ରକାର ନିଶ୍ଚିତ

ଆଡିଲେଡ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଖେଳାଯିବ । ଦିବାରାତ୍ର ଏବଂ ଗୋଲାପୀ ବଲରେ ଏହା ଖେଳାଯିବାକୁ ଥିବାରୁ ଦର୍ଶକଙ୍କ ମନରେ ଏ ନେଇ ବେଶ ଉତ୍କଣ୍ଠା ରହିଛି । ତେବେ ଦିବାରାତ୍ର ଟେଷ୍ଟରେ ବୋଲରଙ୍କ ପ୍ରାଧାନ୍ୟ ରହିଥିବାରୁ ମ୍ୟାଚରେ…

ଆସନ୍ତୁ ଜାଣିବା କିଏ କହିଲେ ମୁଁ ମୋ ନାତି,ନାତୁଣୀ କହିପାରିବି ଯେ ସାମ୍ନା କରିଛି ବୁମରାହଙ୍କ ବୋଲିଂ

ଆଡିଲେଡ:ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡ ଏକ ମଜାଦାର ବୟାନ ଦେଇଛନ୍ତି । ଯାହାକି ଭାରତୀୟ କ୍ରିକେଟପ୍ରେମୀଙ୍କୁ ନିଶ୍ଚିତ ଭାବେ ଗର୍ବିତ କରିବ । ହେଡ କହିଛନ୍ତି ଯେ, ମୁଁ ଭାଗ୍ୟବାନ । ଭବିଷ୍ୟତରେ ମୁଁ ମୋ ନାତି ନାତୁଣୀଙ୍କୁ କହିପାରିବି ଯେ, ଭାରତର ମହାନ ବୋଲର ଯଶପ୍ରୀତ…

ଆଇଏସଏଲ: ବେଙ୍ଗାଲୁର ଏଫସିକୁ ସହଜରେ ହରାଇଲା ଓଡିଶା ଏଫସି

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ଇଣ୍ଡିଆନ ସୁପର ଲିଗ ଫୁଟବଲର ଏକ ମ୍ୟାଚରେ ଓଡିଶା ଏଫସି ସହଜରେ ବେଙ୍ଗାଲୁର ଏଫସିକୁ ପରାସ୍ତ କରିଛି । ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଓଡିଶା ଏହି ମ୍ୟାଚକୁ ୪-୨ ଗୋଲରେ ଜିତି ନେଇଥିଲା । ଘରୋଇ ଦଳ ପକ୍ଷରୁ ଷ୍ଟାର ଖେଳାଳି…

ଦୀର୍ଘ ଦିନ ପରେ ସିଙ୍ଗଲ୍ସ ଟାଇଟଲ ଜିତିଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଭାରତର ଅଭିଜ୍ଞ ବ୍ୟାଡମିଂଟନ ଖେଳାଳି ତଥା ୨ ଥର ଅଲିମ୍ପିକ ପଦକ ବିଜେତା ପିଭିି ସିନ୍ଧୁ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତି । ସୟେଦ ମୋଦି ଆନ୍ତର୍ଜାତୀୟ ବ୍ୟାଡମିଂଟନର ଫାଇନାଲରେ ସିନ୍ଧୁ ପୂବତନ ଚାମ୍ପିୟନ ଚୀନର ଉ ଲିଉ ୟୁଙ୍କୁ ୨୧-୧୪ ଓ…

ସଚିନଙ୍କୁ ପଛରେ ପକାଇଲେ ରୁଟ

ଲଣ୍ଡନ: ଇଂଲଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଜୋ ରୁଟ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଚତୁର୍ଥ ଇନିଂସରେ ସର୍ବାଧିକ ରନ ସଂଗ୍ରହ କରିବାରେ ସେ ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି । ୧୫୦ତମ ଟେଷ୍ଟ…

ସମ୍ମୁଖକୁ ଆସିଲା ରୋହିତ-ରିତିକାଙ୍କ ପୁତ୍ରର ନାମ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ନିକଟରେ ଦ୍ୱିତୀୟ ସନ୍ତାନର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ରିତିକା ସଜଦେହ ନିକଟରେ ପୁତ୍ର ସନ୍ତାନର ମାଆ ହୋଇଛନ୍ତି । ଏବେ ରିତିକା ସୋସିଆଲ ମିଡିଆରେ ପୁତ୍ରର ନାମ କଣ ରଖାଯାଇଛି ସେ ସମ୍ପର୍କରେ ସୂଚନା…

ଆଇସିସିର ଚେୟାରମ୍ୟାନ ବନିଲେ ଜୟ ଶାହା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କଲେ ଜୟ ଶାହା। ନିଜେ ଏନେଇ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେଉଛି। ତେବେ ଜୟ ଶାହାଙ୍କ ପାଇଁ ପ୍ରଥମ କାର୍ଯ୍ୟ ତଥା ଚ୍ୟାଲେଞ୍ଜ ହେଉଛି ଆଇସିସି…

ଡବ୍ଲ୍ୟୁଟିସି: ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବିଜୟ ନେଇ ଚିନ୍ତାରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଶ୍ରୀଲଙ୍କାକୁ ୨୩୩ ରନ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ପରାଜିତ କରିବା ଟିମ ଇଣ୍ଡିଆକୁ ଅଡୁଆରେ ପକାଇଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିବା ପାଇଁ ଭାରତକୁ ଏବେ ଅଷ୍ଟ୍ରେଲିଆ ବିପକ୍ଷ ବାକିଥିବା ୪ ମ୍ୟାଚରୁ ୩ରେ ବିଜୟ ହାସଲ କରିବାକୁ ପଡିବ । ଦକ୍ଷିଣ ଆଫ୍ରିକା…

ରବୀନା ଟଣ୍ଡନଙ୍କ ଝିଅଙ୍କୁ ଡେଟ କରୁଛନ୍ତି କି କୂଲଦୀପ ଯାଦବ

ମୁମ୍ବାଇ: ଟିମ ଇଣ୍ଡିଆର ଚାଇନାମ୍ୟାନ ସ୍ପିନର କୂଲଦୀପ ଯାଦବ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଝିଅ ରାଶା ଥଡାନୀଙ୍କୁ ଡେଟ କରୁଥିବା ଖବର ପ୍ରକାଶ ପାଇଛି । ୨୯ ବର୍ଷୀୟ କୂଲଦୀପ ଇନଷ୍ଟାଗ୍ରାମରେ ରାଶାଙ୍କ କେତେକ ଫଟୋକୁ ଲାଇକ କରିଥିଲେ । ବାସ ଏହା ପରେ ଉଭୟଙ୍କୁ ନେଇ ବିଭିନ୍ନ ରିପୋର୍ଟମାନ…