Latest Odisha News

BREAKING NEWS

Browsing Category

ଖେଳ

ନୀତା ଅମ୍ବାନୀ  ଆଇଓସିର ସଦସ୍ୟା ଭାବରେ ନିର୍ବାଚିତ

ପ୍ୟାରିସ୍‌: ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ପୁଣି ଥରେ ନୀତା ଅମ୍ବାନୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି । ସେ ସର୍ବସମ୍ମତି କ୍ରମେ ଆଇଓସିର ସଦସ୍ୟା ଭାବରେ ନିର୍ବାଚିତ ହୋଇଛନ୍ତି । ସମୁଦାୟ ୯୩ ଭୋଟର ସେମାନଙ୍କର ଭୋଟ୍ ଦେଇଛନ୍ତି ଏବଂ ସମସ୍ତ ୯୩ ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ରହିଛି,…

ଆଇପିଏଲରେ ମେଗା ନିଲାମ ୫ ବର୍ଷରେ ଥରେ ହେବ: ରିପୋର୍ଟ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ ପୂର୍ବରୁ ମେଗା ନିଲାମ ଆୟୋଜିତ ହେବ । ଏଥର ଫ୍ରାଂଚାଇଜରମାନେ କେତେକ ଖେଳାଳିଙ୍କୁ ରିଟେନ କରିବା ବେଳେ ଅନ୍ୟମାନଙ୍କୁ ରିଲିଜ କରିବେ । ରିପୋର୍ଟ ମୁତାବକ ଆଇପିଏଲ ଫ୍ରାଂଚାଇଜରମାନେ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ । ଏଥିରେ ସେମାନେ ୩ଟି…

ଅଲିମ୍ପିକ୍ସ: ଯାହା ଆଜି ପର୍ଯ୍ୟନ୍ତ ହୋଇନି, ତାହା ଏଥର ହେବ କି

ନୂଆଦିଲ୍ଲୀ: ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ବିଶ୍ୱର କ୍ରୀଡା ମହାକୁମ୍ଭ । ପ୍ୟାରିସରେ ଅଲିମ୍ପିକ୍ସର ବିଗୁଲ ବାଜିବା ମାତ୍ରେ ୧୦ ହଜାରରୁ ଊର୍ଦ୍ଧ୍ୱ ଆଥଲେଟ ପଦକ ହାସଲ ପାଇଁ ଦକ୍ଷତା ପ୍ରଦର୍ଶନ କରିବେ । ଭାରତ ପକ୍ଷରୁ ଏଥର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । ଗତ ସଂସ୍କରଣରେ ଭାରତୀୟ…

୩୬ ବର୍ଷ ହେବ ତୀରନ୍ଦାଜୀରେ ପଦକ ହାସଲ ଲକ୍ଷ୍ୟରେ ଭାରତ

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏଥର ତୀରନ୍ଦାଜୀରେ ପଦକ ହାସଲ ଲକ୍ଷ୍ୟରେ ରହିବ । ୩୬ ବର୍ଷ ହେବ ଭାରତ ଏଥିପାଇଁ ସଂଘର୍ଷ କରି ଆସୁଥିଲେ ମଧ୍ୟ ସଫଳ ହୋଇପାରି ନାହିଁ । ୧୯୮୮ରେ ତୀରନ୍ଦାଜୀକୁ ପ୍ରଥମ ଥର ପାଇଁ ସାମିଲ କରାଯାଇଥିଲା । ସେବେଠାରୁ ଭାରତ ସିଡନୀ ଗେମ୍ସକୁ ଛାଡିଦେଲେ ଅନ୍ୟ ସମସ୍ତ…

ଅଲିମ୍ପିକ୍ସରେ ଓଡିଶା ଆଥଲେଟ, ଦିଲୀପଙ୍କଠାରୁ କିଶୋର ପର୍ଯ୍ୟନ୍ତ

ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନସ୍ତର ସୁଧୁରିବା ଆରମ୍ଭ ହୋଇଛି । ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏହି ଧାରା ବଜାୟ ରଖିବ ବୋଲି ଆଶା କରାଯାଉଛି । ଭାରତ ପକ୍ଷରୁ ଓଡିଶାର ଅନେକ ଖେଳାଳି ଅଲିମ୍ପିକ୍ସ ଖେଳିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୮ ବର୍ଷ ମଧ୍ୟରେ ୧୫ଜଣ ଖେଳାଳି ଅଲିମ୍ପିକ୍ସରେ…

ଆତ୍ମହତ୍ଯା କରିବାକୁ ଚାହୁଁଥିଲେ ଶାମି, କାହିଁକି ଏମିତି କହିଲେ ଘନିଷ୍ଠ ବନ୍ଧୁ

ନୂଆଦିଲ୍ଲୀ: କ୍ରିକେଟର ଶାମି ଏବେ ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଆତ୍ମହତ୍ଯା କରିବାକୁ ଚାହୁଁଥିଲେ ଶାମି। ଏଭଳି କହିଛନ୍ତି ଶାମିଙ୍କ ଘନିଷ୍ଠ ବନ୍ଧୁ ଉମେଶ କୁମାର। ଶାମିଙ୍କ ନିକଟତର କୁହାଯାଉଥିବା ଉମେଶ…

ଦିଲ୍ଲୀ ୟୁନିଭରସିଟିର ୯ ଛାତ୍ର ଅଲିମ୍ପିକ୍ସରେ ଭାଗ ନେବେ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଦିଲ୍ଲୀ ୟୁନିଭରସିଟିର ୯ ଛାତ୍ର କମାଲ କରିବାକୁ ଯାଉଛନ୍ତି । ଏମାନଙ୍କ ମଧ୍ୟରେ ୨ଜଣ ପଢ଼ୁଥିବା ବେଳେ ଅନ୍ୟମାନେ ପାଠ ଶେଷ କରି ସାରିଛନ୍ତି । ଡିୟୁର ଭାଇସ ଚ୍ୟାନ୍ସଲର ଯୋଗେଶ ସିଂ କହିଛନ୍ତି ଯେ, ୯ଜଣଙ୍କ ମଧ୍ୟରୁ ୬ଜଣ ଶୁଟିଂରେ, ଜଣେ ଆଥଲେଟିକ୍ସରେ ଓ…

ଅଲିମ୍ପିକ୍ସରେ ଭାରତୀୟ ବଂଶୋଦ୍ଭବ

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ୧୧୭ଜଣିଆ ଦଳ ପଠାଇଛି । ଅନ୍ୟ ସଂସ୍କରଣ ତୁଳନାରେ ଏଥର ଟିମ ଇଣ୍ଡିଆ ଅଧିକ ପଦକ ଜିତିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ତେବେ କେତେକ ଭାରତୀୟ ବଂଶୋଦ୍ଭବ ଭିନ୍ନ ଭିନ୍ନ ଦେଶ ପକ୍ଷରୁ ଖେଳୁଛନ୍ତି । ସେମାନଙ୍କ ପ୍ରଦର୍ଶନ ମଧ୍ୟ ଆମକୁ ପରୋକ୍ଷରେ…

କ୍ରୀଡା ମନ୍ତ୍ରଣାଳୟକୁ ମିଳିଲା ୩୪୪୨.୩୨ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୪-୨୫ରେ ସରକାର କ୍ରୀଡା ବିଭାଗ ପ୍ରତି ହାତ ଖୋଲି ଦେଇଛନ୍ତି । କ୍ରୀଡା ମନ୍ତ୍ରଣାଳୟ ପାଇଁ ଓଭରାଲ ୩୪୪୨.୩୨ କୋଟି ଟଙ୍କାର ମଞ୍ଜୁର କରାଯାଇଛି । ଗତ ବର୍ଷ ତୁଳନାରେ ୪୫.୩୬ କୋଟି ଟଙ୍କା ଅଧିକ ମଞ୍ଜୁର କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରଙ୍କ…

ପୂନର୍ବାର ଭାରତ ପାଇଁ ଶୁଭ ସାବ୍ୟସ୍ତ ହେବ କି ଅଗଷ୍ଟ ୭

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସର କ୍ରୀଡା ଭିଲେଜରେ ଭାରତୀୟ ଆଥଲେଟମାନେ ପଂହଚିବା ଆରମ୍ଭ କରିଛନ୍ତି । ଭାରତ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଟିମ ଇଣ୍ଡିଆ ଅଗଷ୍ଟ ୭ ପୂନର୍ବାର ଶୁଭ ସାବ୍ୟସ୍ତ ହେବାକୁ ଯାଉଛି । ୨୦୨୧ ଅଲିମ୍ପିକ୍ସରେ ଏହି ଦିନରେ ନୀରଜ ଚୋପ୍ରା ଭାରତ ପାଇଁ…