Latest Odisha News

BREAKING NEWS

Browsing Category

ଖେଳ

ଭାରତକୁ ୪୩ ରନରେ ହରାଇଲା ପାକିସ୍ତାନ

ଦୁବାଇ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ପାକିସ୍ତାନ ୪୩ ରନରେ ଭାରତକୁ ହରାଇ ଦେଇଛି । ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୮୧ ରନ କରିଥିଲା । ଶାହଜେବ ଖାଁ ୧୫୯ ରନର ଇନିଂସ ଖେଳିଥିଲେ । ଜବାବରେ ଭାରତ ୪୭.୧ ଓଭରରେ…

ଦିବାରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆ ପଲା ଭାର, ଚିନ୍ତାରେ ଟିମ ଇଣ୍ଡିଆ

ଆଡିଲେଡ: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଖେଳାଯିବ । ଏହି ଦିବାରାତ୍ର ଟେଷ୍ଟରେ ଭାରତ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି । ତେବେ ଗୋଲାପୀ ବଲ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଦର୍ଶନ ଉତ୍ସାହଜନକ ରହିଛି । ଯାହାକି ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ସାଜିଛି । ପର୍ଥ ଟେଷ୍ଟରେ…

ଆଇସିସି ଅଲଟିମେଟମ୍, କ’ଣ କରିବ ପାକିସ୍ତାନ?

ନୂଆଦିଲ୍ଲୀ: କେଉଁଠି ହେବ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି? ପାକିସ୍ତାନରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ଓ ସିଡ୍ୟୁଲକୁ ନେଇ ଲାଗିରହିଛି ସସପେନ୍ସ । ପିସିବିକୁ ଆଇସିସିର ଅଲଟିମେଟମ୍ । ହାଇବ୍ରିଡ ମଡେଲକୁ ଗ୍ରହଣ କର ନହେଲେ ପାକିସ୍ତାନ ବିନା ଖେଳାଯିବ ଟୁର୍ଣ୍ଣାମେଣ୍ଟ । ସୁରକ୍ଷା…

ଆଡିଲେଡ ଟେଷ୍ଟରୁ ଓହରିଲେ ହାଜେଲଉଡ

ଆଡିଲେଡ: ଅଷ୍ଟ୍ରେଲିଆର ପେସ ବୋଲର ଜୋଶ ହାଜେଲଉଡ ଭାରତ ବିପକ୍ଷ ଆଡିଲେଡ ଟେଷ୍ଟରୁ ଓହରି ଯାଇଛନ୍ତି । ଯାହା ଭାରତକୁ ପରୋକ୍ଷରେ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ତାଙ୍କ ପେଟର ବାମ ଭାଗ ଯନ୍ତ୍ରଣା ହେବାରୁ ସେ ଏହି ନିଷ୍ପତି ନେଇଛନ୍ତି । ତାଙ୍କ ସ୍ଥାନରେ ସିନ ଆବୋଟ୍ଟ ଓ ବ୍ରେଣ୍ଡନ…

ଜାତୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତା: ୫ ପଦକ ହାତେଇଲେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲ କ୍ରୀଡ଼ାବିତ୍

କେନ୍ଦୁଝର: ଜାତୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତାରେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର କ୍ରୀଡ଼ାବିତଙ୍କ ଚମତ୍କାର ପ୍ରଦର୍ଶନ । ଜମ୍ମୁରେ ୨୨ରୁ ୨୬ ନଭେମ୍ବର ଯାଏଁ ଚାଲିଥିବା ୬୮ ତମ ଜାତୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ଓଜନ ବର୍ଗର ଉସୁ କ୍ରୀଡ଼ାରେ ୫ଟି ପଦକ ଜିତି ରାଜ୍ୟ ପାଇଁ ଗୌରବ…

ଚାମ୍ପିୟନ୍ସ ଟ୍ରଫି ପାଇଁ ହାଇବ୍ରିଡ ମଡେଲକୁ ସ୍ୱୀକାର କରିବନି ପିସିବି, ଆଇସିସିକୁ ଲେଖିଲା ପତ୍ର

ଦୁବାଇ: ପାକିସ୍ତାନ କ୍ରିକେଟ ବୋର୍ଡ ହାଇବ୍ରିଡ ମଡେଲରେ ଚାମ୍ପିୟନ୍ସ ଟ୍ରଫି କରିବାକୁ ଚାହୁଁନି ବୋଲି ଆଇସିସିକୁ ପତ୍ର ଲେଖି ଜଣାଇଛି । ଯାହା ଫଳରେ ଆଇସିସି ଓ ପିସିବି ପରୋକ୍ଷରେ ମୁହାଁମୁହିଁ ହୋଇଛନ୍ତି । ଶୁକ୍ରବାର ଚାମ୍ପିୟନ୍ସ ଟ୍ରଫି କେଉଁଠାରେ ହେବ ସେ ନେଇ ବୈଠକରେ ନିଷ୍ପତି ନିଆଯିବ…

ଆଡିଲେଡରେ ରିଚାର୍ଡ୍ସ, ଲାରାଙ୍କ ରେକର୍ଡ ଭାଙ୍ଗିବେ କୋହଲି

ନୂଆଦିଲ୍ଲୀ: ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ଏହି ମ୍ୟାଚ ପର୍ଥରେ ଖେଳା ଯାଇଥିଲା । ଡିସେମ୍ବର ୬ରୁ ଆଡିଲେଡରେ ପିଙ୍କ ବଲ ଟେଷ୍ଟ ଖେଳାଯିବ । ପର୍ଥ ଟେଷ୍ଟରେ ଶତକ ହାସଲ କରି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ…

ଶ୍ରୀଲଙ୍କା ୪୨ରେ ଅଲଆଉଟ

ଡର୍ବାନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କା ୪୨ ରନରେ ଅଲଆଉଟ ହୋଇଯାଇଛି । ଟେଷ୍ଟ କ୍ରିକେଟରେ ଏହା ଶ୍ରୀଲଙ୍କାର ସର୍ବନିମ୍ନ ସ୍କୋର । ଏହି ମ୍ୟାଚରେ ୫ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ । କାମିନ୍ଦୁ ମେଣ୍ଡିସ ୧୩ ଓ ଲାହିରୁ କାମାରା ୧୦ ରନ କରିଥିଲେ ।…

ପାକିସ୍ତାନରେ ହୋଇ ନ ପାରେ ଚାମ୍ପିୟନ୍ସ ଟ୍ରଫି

ଲାହୋର: ପାକିସ୍ତାନ ୨୦୨୫ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଆୟୋଜକ ରହିଛି । ତେବେ ଦିନକୁ ଦିନ ଭିନ୍ନ ଭିନ୍ନ ପରିସ୍ଥିତି ଯୋଗୁ ଏବେ ଏହି ମୁକାବିଲା ପାକିସ୍ତାନ ହେବା ନେଇ ସନ୍ଦେହ ସୃଷ୍ଟି କରିଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପୂର୍ବରୁ ପାକିସ୍ତାନ ଯିବନି ବୋଲି ସ୍ପଷ୍ଟ କରିଛି ।…

ଲଳିତ ମୋଦିଙ୍କ ଚାଂଚଲ୍ୟକର ବୟାନ: ଆଇପିଏଲରେ ଅମ୍ପାୟର ଫିକ୍ସ ହେଉଥିଲେ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ପ୍ରତିଷ୍ଠାତା ଲଳିତ ମୋଦି ଏକ ପୋଡକାଷ୍ଟରେ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆଇପିଏଲରେ ଅମ୍ପାୟର ମ୍ୟାଚ ଫିକ୍ସ କରୁଥିଲେ । ଚେନ୍ନାଇ ସୁପର କିଙ୍ଗସର ମାଲିକ ଏନ.ଶ୍ରୀନିବାସନ ମ୍ୟାଚ ବେଳେ ଚେନ୍ନାଇର ଅମ୍ପାୟରଙ୍କୁ ନିୟୋଜିତ କରୁଥିଲେ ।…