Latest Odisha News

BREAKING NEWS

Browsing Category

ଖେଳ

ବାଂଲାଦେଶ-ଆୟର୍ଲାଣ୍ଡ ମ୍ୟାଚରେ ଭୂମିକମ୍ପ

ମୀରପୁର: ଟେଷ୍ଟ କ୍ରିକେଟ ଇତିହାସରେ ଅନେକ ଥର ଭିନ୍ନ ଭିନ୍ନ କାରଣ ଯୋଗୁ ମ୍ୟାଚକୁ ସ୍ଥଗିତ ରଖାଯାଇଛି । ସ୍ଥାନୀୟ ଶେର ବାଂଲା ଜାତୀୟ ଷ୍ଟାଡିୟମରେ ବାଂଲାଦେଶ-ଆୟର୍ଲାଣ୍ଡ ମ୍ୟାଚ ଚାଲିଥିବା ବେଳେ ହଠାତ ଏହାକୁ ରୋକା ଯାଇଥିଲା । ଶୁକ୍ରବାର ଏଠାରେ ୫.୫ ତୀବ୍ରତାର ଭୂମିକମ୍ପ ହୋଇଥିଲା ।…

ନିର୍ବନ୍ଧ କଲେ କି ହାର୍ଦ୍ଦିକ ପାଣ୍ଡ୍ୟା…

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ମାହିକା ଶର୍ମାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେମାନଙ୍କର ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।ମାହିକାଙ୍କ ହାତରେ ଏକ ସୁନ୍ଦର ମୁଦି ଦେଖି ଉଭୟଙ୍କର ନିର୍ବନ୍ଧ ହୋଇସାରିଥିବା ନେଇ କୁହାଯାଉଛି। ତେବେ ହାର୍ଦ୍ଦିକ…

ପଲାଶ ମୁଚଲଙ୍କ ସହ ନିର୍ବନ୍ଧ କନଫର୍ମ କଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ୍ ଓ ବିଶ୍ୱକପ୍ ବିଜୟିନୀ ସ୍ମୃତି ମନ୍ଧାନା ତାଙ୍କ ଇନଷ୍ଟାଗ୍ରାମରେ ସଂଗୀତଜ୍ଞ ପଲାଶ ମୁଚଲଙ୍କ ସହ ତାଙ୍କର ନିର୍ବନ୍ଧକୁ ନେଇ ଏକ ରିଲ୍ ସେୟାର କରିଛନ୍ତି। ଜେମିମାହ ରଡ୍ରିଗ୍ସ, ଶ୍ରେୟଙ୍କା ପାଟିଲ୍, ରାଧା ଯାଦବ ଏବଂ ଅରୁନ୍ଧତୀ…

ଚର୍ଚ୍ଚାରେ ସୁଆରେଜଙ୍କ ଝିଅ ଓ ରୋନାଲ୍ଡୋଙ୍କ ପୁଅଙ୍କ ବନ୍ଧୁତା

ନୂଆଦିଲ୍ଲୀ: ବିଶ୍ୱ ଫୁଟବଲର ଦୁଇ ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲୁଇସ ସୁଆରେଜଙ୍କ ପୁଅ ଏବଂ ଝିଅଙ୍କ ବନ୍ଧୁତାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି । ଏହି ଖବରର ସତ୍ୟତା ଏବେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପୃଷ୍ଟି ହୋଇ ପାରିନି । ରୋନାଲ୍ଡୋ ଜୁନିୟର ଓ ଡେଲଫିନା ସୁଆରେଜଙ୍କ ଫଟୋ…

ଜୁନିୟର ବିଶ୍ବ କପ ପୁରୁଷ ହକି ଟ୍ରଫି ପୁରୀରେ ଉନ୍ମୋଚିତ

ପୁରୀ: ଏଫଆଇଏଚ ଜୁନିୟର ପୁରୁଷ ହକି ବିଶ୍ବ କପ ତାମିଲନାଡୁ ଠାରେ ଚଳିତ ମାସ ୨୮ରୁ ଆରମ୍ଭ ହେବ। ଏହା ଡିସେମ୍ବର ୧୦ ତାରିଖରେ ଶେଷ ହେବ। ଏହି ହକିର ଟ୍ରଫିକୁ ଆଜି ଅପରାହ୍ନରେ ସିଂହଦ୍ବାର ନିକଟରେ ସମର୍ପିତ ଓ ଉନ୍ମୋଚିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହରା ଏହି…

ଗମ୍ଭୀରଙ୍କୁ ସମର୍ଥନ ଦେଉ ଦେଉ ବ୍ୟାଟ୍ସମ୍ୟାନଙ୍କୁ ଦୋଷ ଦେଲେ ସୀତାଂଶୁ

ଗୌହାଟୀ: ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହେବା ପରେ ଟିମ ଇଣ୍ଡିଆକୁ ସମାଲୋଚନା ପିଛା ଛାଡୁନି । କୋଚ ଗୌତମ ଗମ୍ଭୀର ବିଶେଷ ଭାବେ ଟାର୍ଗେଟରେ ରହିଛନ୍ତି । ଗୌହାଟୀ ଟେଷ୍ଟ ପୂର୍ବରୁ ବ୍ୟାଟିଂ କୋଚ ସୀତାଂଶୁ କୋଟାକ ଗମ୍ଭୀରଙ୍କ ସମର୍ଥନରେ ବାହାରିବାକୁ ଯାଇ ଖେଳାଳିଙ୍କ ଉପରେ…

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ : ସ୍ପିନରଙ୍କୁ ସୁହାଇପାରେ ଗୌହାଟୀ ପିଚ

ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମଧ୍ୟରେ ଗୌହାଟୀରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ନଭେମ୍ବର ୨୨ରୁ ଏହା ଆରମ୍ଭ ହେବ । ଇଡେନଗାର୍ଡେନ ପିଚରେ ମ୍ୟାଚ ୩ ଦିନ ମଧ୍ୟରେ ଶେଷ ହୋଇଥିଲା । ଭାରତ ୩୦ ରନରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିଲା । ଏବେ ସମସ୍ତଙ୍କ ନଜର ଗୌହାଟୀ ପିଚ ଉପରେ…

ପନ୍ତ ହେବେ ଅଧିନାୟକ, ଦ୍ୱିତୀୟ ଟେଷ୍ଟରୁ ଓହରିଲେ ଗିଲ

ଗୌହାଟୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁଭମନ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ରିଷଭ ପନ୍ତ ଅଧିନାୟକ ଦାୟିତ୍ୱ ତୁଲାଇବେ । କୋଲକାତା ଟେଷ୍ଟରେ ଭାରତ ହାରିବା ପରେ ଏବେ ଗୌହାଟୀ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । ସିରିଜ…

National Para Swimming Championships: ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଓଡିଶାର ୩୯ ପଦକ ହାସଲ

ଭୁବନେଶ୍ୱର: ହାଇଦ୍ରାବାଦରେ ଆୟୋଜିତ ହୋଇଥିବା ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଓଡ଼ିଶା ପାରା କ୍ରୀଡ଼ାବିତ୍‌ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ପାରା ସନ୍ତରଣ ଦଳ ଏହି ପ୍ରତିଯୋଗିତାରେ ୮ଟି ସ୍ବର୍ଣ୍ଣ, ୧୮ଟି ରୌପ୍ଯ ଓ ୧୩ଟି କାଂସ୍ଯ ସର୍ବମୋଟ ୩୯ଟି ପଦକ ହାସଲ…

ଦ୍ୱିତୀୟ ଟେଷ୍ଟ ଖେଳିବାକୁ ଚାହୁଁଛନ୍ତି ଗିଲ

ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଗୌହାଟୀରେ ଖେଳାଯିବ । ପ୍ରଥମ ଟେଷ୍ଟରେ ବେକରେ ଆଘାତ ପାଇଥିବାରୁ ଅଧିନାୟକ ଶୁଭମନ ଗିଲ ପ୍ରଥମ ଇନିଂସ ଅଧାରୁ ଡାକ୍ତରଖାନା ଯାଇଥିଲେ । ସେ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ କରି ନ ଥିଲେ । ଭାରତ ପ୍ରଥମ ଟେଷ୍ଟ ହାରିବା…