Latest Odisha News

BREAKING NEWS

Browsing Category

ଖେଳ

ଏସିଆନ ଗେମ୍ସ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ଏବେ ଦଳର ମୂଳ ଲକ୍ଷ୍ୟ: ସୋଏର୍ଡ ମାରିଜ୍‌ନେ

ନୂଆଦିଲ୍ଲୀ: ଜାପାନରେ ଏସିଆନ୍ ଗେମ୍ସ ୨୦୨୬ ଅଭିଯାନ ଆରମ୍ଭ କରିବାକୁ ଆଉ ମାତ୍ର ଚାରି ଦିନ ବାକି ଥିବା ବେଳେ, ନୂଆ ଆତ୍ମବିଶ୍ୱାସ ସହ ମଇଦାନକୁ ଓହ୍ଲାଉଥିବା ଭାରତୀୟ ମହିଳା ହକି ଦଳକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି । ଏଫ୍‌ଆଇଏଚ୍ ବିଶ୍ୱକପ୍ ୨୦୨୬ରେ ଐତିହାସିକ ପଞ୍ଚମ ସ୍ଥାନ ହାସଲ କରିବା…

ଏସିଆନ୍ ଗେମ୍ସ: ବିପ୍ରଜ ନିଗମ ଜାତୀୟ ଦଳରେ ସାମିଲ, ବାଦ ପଡ଼ିଲେ ବରୁଣ

ଭାରତୀୟ କ୍ରିକେଟ୍ ଦଳର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ସାଇଡ୍ ଷ୍ଟ୍ରେନ ସମସ୍ୟା ଯୋଗୁଁ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ୍ ସହ ଆଗାମୀ ଏସିଆନ୍ ଗେମ୍ସ ୨୦୨୬ରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଉତ୍ତର ପ୍ରଦେଶର ୨୨ ବର୍ଷୀୟ ଲେଗସ୍ପିନର ତଥା ଅଲରାଉଣ୍ଡର ବିପ୍ରଜ ନିଗମଙ୍କୁ ପ୍ରଥମ…

ତୃତୀୟ ଟି୨୦ ପୂର୍ବରୁ ବୈଭବଙ୍କୁ ନେଇ ସଞ୍ଜୁଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଟି୨୦ ମ୍ୟାଚ୍ ଗୁରୁବାର, ୧୭ ସେପ୍ଟେମ୍ବରରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର‌୍ୟ୍ୟବଂଶୀଙ୍କୁ ନେଇ ସଞ୍ଜୁ ସାମସନ ଦେଇଥିବା ବୟାନ ଏବେ ପ୍ରଶଂସକଙ୍କ ମନ ଜିଣୁଛି ।  ଦ୍ୱିତୀୟ ଟି୨୦ରେ ୨୨ ବଲ୍‌ରୁ ୫୭…

ଇମ୍ରାନ ଜେଲରେ ମରିଯିବେ; ମୁକ୍ତ କରିବାକୁ ଅନୁରୋଧ କଲେ ୭ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ପାକିସ୍ତାନକୁ ପ୍ରଥମ ODI ବିଶ୍ୱକପ୍ ରେ ପହଞ୍ଚାଇଥିବା ବ୍ୟକ୍ତି ଇମ୍ରାନ ଖାନ ବର୍ତ୍ତମାନ ଜେଲରେ ଅଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ତାଙ୍କ ଅବସ୍ଥା ଖରାପ ହେଉଛି। ଯାହା ଫଳରେ ତାଙ୍କୁ ବଞ୍ଚାଇବା…

ଭାରତକୁ ଫେରିବ ଫର୍ମୂଲା ୱାନ: ସରକାର ଗଠନ କଲେ ଟାସ୍କ ଫୋର୍ସ

ନୂଆଦିଲ୍ଲୀ: ଭାରତରେ ମୋଟରସ୍ପୋର୍ଟସର ପୁନରୁଦ୍ଧାର ଏବଂ ବିକାଶ ସହ ଫର୍ମୂଲା ୱାନ ପୁଣି ଥରେ ଦେଶକୁ ଫେରାଇ ଆଣିବା ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଏହି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଏକ ୧୦ ଜଣିଆ ବିଶିଷ୍ଟ ‘ଟାସ୍କ ଫୋର୍ସ’ ଗଠନ କରାଯାଇଛି । ନୀତି…

ଟି୨୦ ଆନ୍ତର୍ଜାତୀୟରେ ଜସପ୍ରୀତ ବୁମରାଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ:ଭାରତୀୟ ସ୍ପିଡ୍ ଷ୍ଟାର୍ ଜସପ୍ରୀତ ବୁମରା ଟି୨୦ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଆଫଗାନିସ୍ତାନ ବିପକ୍ଷ ଟି୨୦ ମ୍ୟାଚ୍‌ରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ଓହ୍ଲାଇଥିବା ବେଳେ ବୁମରା ପ୍ରଥମ ଓଭରରେ କୌଣସି ରନ୍ ନଦେଇ ମେଡେନ୍ ଓଭର…

ଡିସେମ୍ବର ୪ରେ ବିବାହ ବନ୍ଧନରେ ବାନ୍ଧିହେବେ ରିଙ୍କୁ-ପ୍ରିୟା

ଲକ୍ଷ୍ନୌ:ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂ ଏବଂ ସମାଜବାଦୀ ପାର୍ଟିର ଯୁବ ସାଂସଦ ପ୍ରିୟା ସରୋଜ ଆସନ୍ତା ଡିସେମ୍ବର ୪ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଲକ୍ଷ୍ନୌର ପ୍ରସିଦ୍ଧ ‘ରାମାଡା ହୋଟେଲ’ରେ ଏହି ହାଇ-ପ୍ରୋଫାଇଲ୍ ବିବାହ ଉତ୍ସବ ଅନୁଷ୍ଠିତ…

ସଚିନଙ୍କ ରେକର୍ଡ ଭାଙ୍ଗିଲେ ବ୍ରେଣ୍ଡନ୍ ଟେଲର୍

ହରାରେ:ଜିମ୍ବାୱେର ଓ୍ବିକେଟକିପର୍ ବ୍ୟାଟ୍ସମ୍ୟାନ୍ ବ୍ରେଣ୍ଡନ୍ ଟେଲର ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଇତିହାସ ରଚିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ହରାରେଠାରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ପଡିଆକୁ ଓହ୍ଲାଇବା ସହ ସେ ଭାରତର କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ…

ବ୍ରାଣ୍ଡ ” ବୈଭବ ” ବିଜ୍ଞାପନ ପାଇଁ ଦିନକୁ ଦେଢ଼ କୋଟି ରୁ ୨ କୋଟି ରୋଜଗାର

ମୁମ୍ବାଇ : ମାତ୍ର ୧୫ ବର୍ଷ ବୟସରେ ବିହାରର କ୍ରିକେଟ୍ ସେନ୍ସେସନ୍ ବୈଭବ ସୂର୍ଯ୍ୟବଂଶୀ ନିଜର ଦମଦାର୍ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଭାରତୀୟ କ୍ରିକେଟ୍ ଏବଂ ଆଡଭର୍ଟାଇଜିଂ ଜଗତରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଆଇପିଏଲ୍ ଏବଂ ଆନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ନିଜର ଚମତ୍କାର…

ସଞ୍ଜୁ ସାମସନଙ୍କ ପାଇଁ ଶେଷ ସୁଯୋଗ ? ବେଞ୍ଚରେ ବସିଛନ୍ତି ବୈଭବ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ରେ ବଡ ସ୍କୋର କରି ନ ପାରିବା ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଚାପରେ ପକାଇଛି । ଜବରଦସ୍ତ ଫର୍ମରେ ଥିବା ବୈଭବ ସୂର୍ଯ୍ୟବଂଶୀ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ଗୋଡ କାଢ଼ି ବସିଛନ୍ତି । ଦ୍ୱିତୀୟ ଟି୨୦ରେ ସଞ୍ଜୁଙ୍କୁ ଯଦି ସୁଯୋଗ…