Latest Odisha News

BREAKING NEWS

Browsing Category

ଖେଳ

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତା ପଛର କାହାଣୀ

ନୂଆଦିଲ୍ଲୀ: ପ୍ରତିଭା ଆଗରେ ବୟସର କୌଣସି ମାନେ ନାହିଁ, ଏହାକୁ ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି ୧୫ ବର୍ଷର ଯୁବ କ୍ରିକେଟ୍ ତାରକା ବୈଭବ ସୂର୍ଯ୍ୟବଂଶୀ। ଆଇପିଏଲ୍ ମୈଦାନରେ ନିଜର ଚୌକା-ଛକା ବର୍ଷାରେ କ୍ରିକେଟ୍ ଦୁନିଆକୁ ସ୍ତବ୍ଧ କରିବା ପରେ, ଏବେ ଟିମ୍ ଇଣ୍ଡିଆର ୟୁକେ ଗସ୍ତ ପାଇଁ…

ଫିଫା ବିଶ୍ୱକପ୍ ୨୦୨୬ ଭବିଷ୍ୟବାଣୀ

ଫୁଟବଲ୍ ପ୍ରେମୀଙ୍କ ପାଇଁ ବଡ଼ ଖବର ! ଆମେରିକା, କାନାଡା ଏବଂ ମେକ୍ସିକୋ ମାଟିରେ ଆରମ୍ଭ ହୋଇଯାଇଛି 'ଫିଫା ବିଶ୍ୱକପ୍ ୨୦୨୬'ର ମହାଲଢ଼େଇ। କିଏ ହେବ ଚଳିତ ବର୍ଷର ବିଶ୍ୱ ବିଜେତା ? କାହା ମୁଣ୍ଡରେ ଲାଗିବ ସୁନା ମୁକୁଟ ? ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଥିବା ବେଳେ, ବର୍ତ୍ତମାନ ଏକ…

ପାକିସ୍ତାନ ବିପକ୍ଷରେ ବିଜୟ ସହ ଭାରତର ଟି୨୦ ବିଶ୍ୱକପ ଅଭିଯାନ ଆରମ୍ଭ

ବର୍ମିଂହାମ: ଚଳିତ ଟି୨୦ ମହିଳା ବିଶ୍ୱକପ କ୍ରିକେଟରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଶୋଚନୀୟ ଭାବେ ପରାଜିତ କରି ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ସ୍ମୃତି ମାନ୍ଧାନାଙ୍କ ୬୮ ଏବଂ ହରମନପ୍ରୀତ କୌର(୩୬) ଓ ରିଚା ଘୋଷଙ୍କ ୩୪ ରନ ସହାୟତାରେ ୨୦…

ମହିଳା ଟି୨୦ ବିଶ୍ୱକପ:ପାକିସ୍ତାନ ଅଧିନାୟିକାଙ୍କ ସହ ହାତ ମିଳାଇଲେ ନାହିଁ ହରମନପ୍ରୀତ

ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପ ୨୦୨୬ ଆରମ୍ଭ ହୋଇଯାଇଛି । ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମ୍ୟାଚରେ ପୂନର୍ବାର ନୋ ହ୍ୟାଣ୍ଡସେକ ପଲିସି ଚର୍ଚ୍ଚାର କାରଣ ସାଜିଛି । ରିପୋର୍ଟ ମୁତାବକ ପାକିସ୍ତାନ ଅଧିନାୟିକା ଫାତିମା ସନାଙ୍କ ସହ ହରମନପ୍ରୀତ କୌର ହାତ ମିଳାଇ ନ ଥିଲେ…

ଗିଲଙ୍କ ଅର୍ଦ୍ଧଶତକ ଆଗରେ ଫିକା ପଡିଲା ଗୁରବାଜଙ୍କ ଶତକ: ଆଫଗାନିସ୍ତାନକୁ ସହଜରେ ହରାଇଲା ଭାରତ

ଧର୍ମଶାଳା: ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ପ୍ରପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ ୱିକେଟରେ ଭ୍ରମଣକାରୀ ଆଫଗାନିସ୍ତାନ ଟିମକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ରହମାନୁଲ୍ଲା ଗୁରବାଜଙ୍କ ଆକର୍ଷଣୀୟ ଶତକ ସହାୟତାରେ ୨୪.୫ ଓଭରରେ ୧୯୪ ରନ କରି ଅଲଆଉଟ ହୋଇ…

ଫିଫା ବିଶ୍ୱକପରେ ଖେଳିଛନ୍ତି ଏହି ୪ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଫୁଟବଲର ରୋମାଂଚ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ ଏହାର ଲୋକପ୍ରିୟତା କିଛି କମ ନାହିଁ । ରିପୋଏହି ମେଗା ଇଭେଂଟରେ ଭାରତ ଖେଳୁ ନ ଥିଲେ ମଧ୍ୟ କେତେଜଣ ଭାରତୀୟ ବଂଶୋଦ୍ଭବ ଏଥିରେ ସାମିଲ ଅଛନ୍ତି । ଆସନ୍ତୁ ଏହି ଖେଳାଳିମାନଙ୍କ ଉପରେ ନଜର ପକାଇବା.. ।…

ଫିଫା ବିଶ୍ୱକପ: ଚୋରୀ ହୋଇଗଲା ଇଂଲଣ୍ଡ ଟିମର ସାମଗ୍ରୀ

ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ୱକପ ଫୁଟବଲରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଛି । ଶୁକ୍ରବାର ଇଂଲଣ୍ଡ ଟିମର କେତେକ ସାମଗ୍ରୀ ଚୋରୀ ହୋଇଯାଇଛି । ଫ୍ଲୋରିଡା ପ୍ରି-ଟୁର୍ଣ୍ଣାମେଂଟ କ୍ୟାମ୍ପରୁ ସେମାନଙ୍କୁ କ୍ୟାସଂସ ସିଟି ଅଣାଯାଇଥିଲା । ବ୍ରିଟିଶ ମିଡିଆ ରିପୋର୍ଟ ଅନୁସାରେ ଖେଳାଳିଙ୍କ କେତେକ ବଲ ଓ…

ୱିଲିୟମସନଙ୍କ ଅବସର, ଭାବପ୍ରବଣ ହେଲେ କୋହଲି

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଲୋକପ୍ରିୟ କ୍ରିକେଟର କେନ ୱିଲିୟମସନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଜଣେ ଭଲ ଏବଂ ଭଦ୍ର କ୍ରିକେଟର ଭାବେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଅବସର ନିଷ୍ପତି ଅନେକ କ୍ରିକେଟରଙ୍କୁ ଭାବପ୍ରବଣ କରିଛି । ଭାରତର ବିରାଟ…

Australian Open: ଚୀନ୍ ଖେଳାଳିଙ୍କ ବିପକ୍ଷରେ ପିଭି ସିନ୍ଧୁଙ୍କ ଏକପାଖିଆ ବିଜୟ ହାସଲ; ସେମିଫାଇନାଲରେ କଲେ ପ୍ରବେଶ

ନୂଆଦିଲ୍ଲୀ:ଦୁଇଥର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ (PV Sindhu)ଶୁକ୍ରବାର ଦିନ ଏକ ଦମଦାର ପ୍ରଦର୍ଶନ ସହିତ ଅଷ୍ଟ୍ରେଲିଆନ୍ ଓପନ୍ (Australian Open)ସେମିଫାଇନାଲ୍ ରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ୍‌ରେ ସିନ୍ଧୁ ସହଜରେ ଚାଇନିଜ୍ ତାଇପେର ଚେନ୍ ସୁ-ୟୁଙ୍କୁ…

ଫିଫା ବିଶ୍ୱକପ: ୯୬ ବର୍ଷ ଅପେକ୍ଷାର ହେବ ଅନ୍ତ, ପ୍ରଥମ ଥର ପାଇଁ ସାମ୍ନା ସାମ୍ନି ହେବେ ଏହି ଦୁଇ ଟିମ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଆରମ୍ଭ ହୋଇଯାଇଛି । ବିଶ୍ୱକପ ଫୁଟବଲ ସହ ପ୍ରଶଂସକଙ୍କ ଭାବାବେଗ ଜଡିତ ହୋଇଥାଏ । ଅନେକ ନୂଆ ତଥ୍ୟ ସମ୍ମୁଖକୁ ମଧ୍ୟ ଆସିଥାଏ । ଆପଣମାନେ କେବେ ବିଶ୍ୱାସ କରିବେ କି ୧୯୩୦ ବିଶ୍ୱକପ ପରଠାରୁ ଆଜି ପର୍ଯ୍ୟନ୍ତ ଆମେରିକା ଓ ପାରାଗୁଏ ସାମ୍ନାସାମ୍ନି ହୋଇ ନାହାନ୍ତି ।…