Latest Odisha News

BREAKING NEWS

Browsing Category

ଖେଳ

ହକି ଇଣ୍ଡିଆ ଜୁନିୟର ଇଷ୍ଟ ଜୋନ ଚାମ୍ପିୟନଶିପ: ଓଡିଶା ପୁରୁଷ ଟିମ ଚାମ୍ପିୟନ, ମହିଳା ତୃତୀୟ

ଭୁବନେଶ୍ୱର: ହକି ଇଣ୍ଡିଆ ଇଷ୍ଟ ଜୋନ ଜୁନିୟର ହକି ଚାମ୍ପିୟନଶିପରେ ଓଡିଶାର ପୁରୁଷ ଟିମ ପ୍ରଭାବୀ ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି । ଫାଇନାଲରେ ଓଡିଶା ୨-୦ ଗୋଲରେ ଝାଡଖଣ୍ଡକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ଓଡିଶା ପକ୍ଷରୁ ଆର୍ଯ୍ୟନ ଏକ୍ସ ୨୫ତମ ଓ ଦେଓନାଥ ନାନୱାଲ ୨୭ତମ…

ଏସ୍ଆର୍ ଚେସ ସେଣ୍ଟରରେ ଅନ୍ତର୍ଜାତୀୟ ଚେସ ଦିବସ ପାଳିତ

ଭୁବନେଶ୍ୱର: ସହିଦ୍ ନଗର ସ୍ଥିତ ଏସଆର୍ ଚେସ ପ୍ରଶିକ୍ଷଣ କେନ୍ଦ୍ର ଠାରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଚେସ ଦିବସ । ଏହି ଅବସରରେ ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଏକ ଲିଖିତ କୁଇଜ୍ ଟେଷ୍ଟ କରାଯାଇ ଶ୍ରେଷ୍ଠ ବିବେଚିତ ଖେଳାଳିଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଚେସବୋର୍ଡର ଏକ…

ଭାରତ ସହ ଟି୨୦ ଦ୍ୱିପାକ୍ଷିକ ସିରିଜ ଖେଳିବା ନେଇ ପାକିସ୍ତାନର ଉଦ୍ୟମ

ନୂଆଦିଲ୍ଲୀ: ପାକିସ୍ତାନରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ କ୍ରିକେଟ ଟିମ ସୁରକ୍ଷା ଦୃଷ୍ଟି କୋଣର ଯିବା ନେଇ ଆଗ୍ରହ ପ୍ରକାଶ କରୁ ନାହିଁ । ଏପରିକି ଏସିଆ କପ ପରି ଚାମ୍ପିୟନ୍ସ ଟ୍ରଫି ନିରପେକ୍ଷ ସ୍ଥାନରେ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଅପରପକ୍ଷରେ ୨୦୧୨…

ପ୍ୟାରିସ ଅଲିମ୍ପିକ୍ସ: ଆଇଓଏକୁ ଆର୍ଥୀକ ସହାୟତା ଯୋଗାଇଲା ବିସିସିଆଇ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ସପ୍ତାହରୁ କମ ଦିନ ବାକି ରହିଛି । ଭାରତ ଏଥର ଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ୧୧୭ ଜଣ ଆଥଲେଟଙ୍କୁ ଅଲିମ୍ପିକ୍ସ ପାଇଁ ପଠାଇଛି । ଇତି ମଧ୍ୟରେ ଆଥଲେଟଙ୍କ ମନୋବଳ ବଢ଼ାଇବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୮.୫ କୋଟି ଟଙ୍କାର ଆର୍ଥୀକ…

ଏଥର ଭାରତୀୟ ୱେଟଲିଫ୍ଟରଙ୍କ ସମସ୍ତ ଭାର ଏକାକୀ ଉଠାଇବେ ମୀରବାଇ ଚାନୁ

ନୂଆଦିଲ୍ଲୀ: ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ୱେଟଲିଫ୍ଟିଂରେ ଭାରତର ଏକମାତ୍ର ଆଥଲେଟ ପାଇଁ ମୀରାବାଇ ଚାନୁ ଯୋଗ୍ୟତା ହାସଲ କରିଛନ୍ତି । ମହିଳା ୪୯ କିଗ୍ରା ୱେଟ କିଗ୍ରାରେ ସେ କ୍ୱାଲିଫାଇ କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିବା ମୀରାବାଇ ଏଥର…

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ କୋଚିଂ ଷ୍ଟାଫରେ ସାମିଲ ହେଲେ ଅଭିଷେକ, ର‌୍ୟାନ ଟେନ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ କିକେଟ ଟିମର କୋଚିଂ ଷ୍ଟାଫ ମଧ୍ୟରେ ଅଲରାଉଣ୍ଡର ଅଭିଷେକ ନାୟାର ଓ ର‌୍ୟାନ ଟେନ ଡୋଶ୍ଚେଟଙ୍କୁ ସାମିଲ କରାଯାଇଛି । କୋଚ ଗୌତମ ଗମ୍ଭୀରଙ୍କ ଅନୁରୋଧ କ୍ରମେ ଏହି ଦୁଇଜଣଙ୍କୁ ସାମିଲ କରାଯାଇଛି । ଆଇପିଏଲରେ ଗମ୍ଭୀରଙ୍କ ସହ ଅଭିଷେକ ଓ ନେଦରଲାଣ୍ଡର…

କ୍ରୀଡା ପୁରସ୍କାରରୁ ହଟିବନି ବିଜୁ ବାବୁଙ୍କ ନାମ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶନିବାର କ୍ରୀଡା ବିଭାଗ ପକ୍ଷରୁ ଆସିଥିବା ବଡ ନିଷ୍ପତ୍ତିକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ରୀଡା ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ହଟିବ ନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ବିଜୁ…

ଆଇପିଏଲ ୨୦୨୫: ଧୋନୀଙ୍କ ସ୍ଥାନ ନେବେ ପନ୍ତ, ରୋହିତ ମୁମ୍ବାଇ ଛାଡି ପାରନ୍ତି

ମୁମ୍ବାଇ: ଆଇପିଏଲ ୨୦୨୫ରେ ସମସ୍ତ ଟିମଗୁଡିକ ନୂଆ ରୂପ ନେବାକୁ ଯାଉଛନ୍ତି । ଅଧିକାଂଶ ଷ୍ଟାର ଖେଳାଳି ନୂଆ ଦଳକୁ ଯାଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଚେନ୍ନାଇ ସୁପର କିଙ୍ଗସ ଦଳର ମୂଖ୍ୟ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କ ବଦଳରେ ରିଷଭ ପନ୍ତଙ୍କୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି ।…

ସାଉଥ ଏସିଆନ କରାଟେ: ଓଡିଶାକୁ ୮ ପଦକ

ଭୁବନେଶ୍ୱର: ଭୁଟାନର ଥିମ୍ପୁରେ ୮ମ ସାଉଥ ଏସିଆନ କରାଟେ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଛି । ଏଥିରେ ଓଡିଶା ପ୍ରତିଯୋଗୀ ଚମତ୍କାର ପ୍ରଦର୍ଶନ କରି ୩ ସ୍ୱର୍ଣ୍ଣ ସହ ୮ ପଦକ ହାସଲ କରିଛନ୍ତି । ଅଂଶୁମାନ ଆଚାର୍ଯ୍ୟ (କୁମିଟେ ୭୦ କିଗ୍ରା, ପୁରୁଷ), ଆଲିଶା ସୁବୁଦ୍ଧି (କାଟା ୭୦ କିଗ୍ରା, ମହିଳା) ଓ…

ବକ୍ସିଂରେ ଏଥର ଭାରତ ଲଗାଇ ପାରିବ କି ଗୋଲ୍ଡେନ ପଂଚ

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ବକ୍ସରଙ୍କଠାରୁ ଏଥର ଗୋଲ୍ଡେନ ପଂଚ ଆଶା କରାଯାଉଛି । ରେସଲିଂ ପରି ଏଥର ପୁରୁଷଙ୍କ ତୁଳନାରେ ଏଥର ଅଧିକ ମହିଳା ଅଲିମ୍ପିକ କୋଟା ହାସଲ କରିଛନ୍ତି । ଅନ୍ତିମ ପଙ୍ଘାଲ (୫୧ କିଗ୍ରା) ଓ ନିଶାନ୍ତ ଦେବ(୭୧ କିଗ୍ରା) ବ୍ୟତୀତ ନିଖତ ଜରୀନ, ପ୍ରୀତି ପାୱାର, ଜସ୍ମିନ…