Latest Odisha News

BREAKING NEWS

Browsing Category

ଖେଳ

ଜୁନିୟର ବିଶ୍ବ କପ ପୁରୁଷ ହକି ଟ୍ରଫି ପୁରୀରେ ଉନ୍ମୋଚିତ

ପୁରୀ: ଏଫଆଇଏଚ ଜୁନିୟର ପୁରୁଷ ହକି ବିଶ୍ବ କପ ତାମିଲନାଡୁ ଠାରେ ଚଳିତ ମାସ ୨୮ରୁ ଆରମ୍ଭ ହେବ। ଏହା ଡିସେମ୍ବର ୧୦ ତାରିଖରେ ଶେଷ ହେବ। ଏହି ହକିର ଟ୍ରଫିକୁ ଆଜି ଅପରାହ୍ନରେ ସିଂହଦ୍ବାର ନିକଟରେ ସମର୍ପିତ ଓ ଉନ୍ମୋଚିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହରା ଏହି…

ଗମ୍ଭୀରଙ୍କୁ ସମର୍ଥନ ଦେଉ ଦେଉ ବ୍ୟାଟ୍ସମ୍ୟାନଙ୍କୁ ଦୋଷ ଦେଲେ ସୀତାଂଶୁ

ଗୌହାଟୀ: ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହେବା ପରେ ଟିମ ଇଣ୍ଡିଆକୁ ସମାଲୋଚନା ପିଛା ଛାଡୁନି । କୋଚ ଗୌତମ ଗମ୍ଭୀର ବିଶେଷ ଭାବେ ଟାର୍ଗେଟରେ ରହିଛନ୍ତି । ଗୌହାଟୀ ଟେଷ୍ଟ ପୂର୍ବରୁ ବ୍ୟାଟିଂ କୋଚ ସୀତାଂଶୁ କୋଟାକ ଗମ୍ଭୀରଙ୍କ ସମର୍ଥନରେ ବାହାରିବାକୁ ଯାଇ ଖେଳାଳିଙ୍କ ଉପରେ…

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ : ସ୍ପିନରଙ୍କୁ ସୁହାଇପାରେ ଗୌହାଟୀ ପିଚ

ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମଧ୍ୟରେ ଗୌହାଟୀରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ନଭେମ୍ବର ୨୨ରୁ ଏହା ଆରମ୍ଭ ହେବ । ଇଡେନଗାର୍ଡେନ ପିଚରେ ମ୍ୟାଚ ୩ ଦିନ ମଧ୍ୟରେ ଶେଷ ହୋଇଥିଲା । ଭାରତ ୩୦ ରନରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିଲା । ଏବେ ସମସ୍ତଙ୍କ ନଜର ଗୌହାଟୀ ପିଚ ଉପରେ…

ପନ୍ତ ହେବେ ଅଧିନାୟକ, ଦ୍ୱିତୀୟ ଟେଷ୍ଟରୁ ଓହରିଲେ ଗିଲ

ଗୌହାଟୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁଭମନ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ରିଷଭ ପନ୍ତ ଅଧିନାୟକ ଦାୟିତ୍ୱ ତୁଲାଇବେ । କୋଲକାତା ଟେଷ୍ଟରେ ଭାରତ ହାରିବା ପରେ ଏବେ ଗୌହାଟୀ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । ସିରିଜ…

National Para Swimming Championships: ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଓଡିଶାର ୩୯ ପଦକ ହାସଲ

ଭୁବନେଶ୍ୱର: ହାଇଦ୍ରାବାଦରେ ଆୟୋଜିତ ହୋଇଥିବା ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଓଡ଼ିଶା ପାରା କ୍ରୀଡ଼ାବିତ୍‌ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ପାରା ସନ୍ତରଣ ଦଳ ଏହି ପ୍ରତିଯୋଗିତାରେ ୮ଟି ସ୍ବର୍ଣ୍ଣ, ୧୮ଟି ରୌପ୍ଯ ଓ ୧୩ଟି କାଂସ୍ଯ ସର୍ବମୋଟ ୩୯ଟି ପଦକ ହାସଲ…

ଦ୍ୱିତୀୟ ଟେଷ୍ଟ ଖେଳିବାକୁ ଚାହୁଁଛନ୍ତି ଗିଲ

ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଗୌହାଟୀରେ ଖେଳାଯିବ । ପ୍ରଥମ ଟେଷ୍ଟରେ ବେକରେ ଆଘାତ ପାଇଥିବାରୁ ଅଧିନାୟକ ଶୁଭମନ ଗିଲ ପ୍ରଥମ ଇନିଂସ ଅଧାରୁ ଡାକ୍ତରଖାନା ଯାଇଥିଲେ । ସେ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ କରି ନ ଥିଲେ । ଭାରତ ପ୍ରଥମ ଟେଷ୍ଟ ହାରିବା…

ପୁରୀରେ ପ୍ରତିଷ୍ଠା ହେବ କୁସ୍ତି ଏବଂ ବକ୍ସିଂ ଏକାଡେମୀ 

ଭୁବନେଶ୍ୱର: ପୁରୀରେ ଏକ କୁସ୍ତି ଏବଂ ବକ୍ସିଂ ଏକାଡେମୀ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଅନୁମୋଦନ ପ୍ରଦାନ କରିଛନ୍ତି।ଏ ସମ୍ପର୍କରେ କ୍ରୀଡା ଏବଂ ଯୁବ ସେବା ବିଭାଗ ପକ୍ଷରୁ ପୁରୀ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଏକ ଚିଠି ପଠାଯାଇଛି। ପ୍ରସ୍ତାବିତ ଏକାଡେମୀ ପାଇଁ ଜିଲ୍ଲା…

ରଣଜୀ ଟ୍ରଫି: ଗୋବିନ୍ଦଙ୍କୁ ୫ ୱିକେଟ, ବିଜୟ ସ୍ୱାଦ ଚାଖିଲା ଓଡିଶା

ଭୁବନେଶ୍ୱର: ଦଳଗତ ପ୍ରଦର୍ଶନ ଯୋଗୁ ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ବିଜୟ ସ୍ୱାଦ ଚାଖିଛି । ନାଗାଲାଣ୍ଡ ବିପକ୍ଷରେ ଓଡିଶା ୨୯୯ ରନରେ ବିଜୟ ହୋଇଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୨୭୫ ରନ କରିଥିଲା । ଏହାର ଜବାବରେ ନାଗାଲାଣ୍ଡ ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା ।…

ଆଇସିସି ର‌୍ୟାଙ୍କିଙ୍ଗ: ୧ ନମ୍ବର ସ୍ଥାନରୁ ହଟିଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସଦ୍ୟ ପ୍ରକାଶିତ ଦିନିକିଆ ର‌୍ୟାଙ୍କିଙ୍ଗରେ ଭାରତର ରୋହିତ ଶର୍ମା ଶୀର୍ଷ ସ୍ଥାନରୁ ଖସି ଆସିଛନ୍ତି । ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଡାରେଲ ମିଚେଲ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ଶତକ ହାସଲ କରିବା…

ଗୌହାଟୀ ଯିବେ ଶୁଭମନ ଗିଲ, ଖେଳିବା ନେଇ ଏବେ ବି ସସ୍ପେନ୍ସ

ଗୌହାଟୀ: ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଶୁଭମନ ଗିଲ ଗୌହାଟୀ ଯିବେ । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏହି ବୟାନ ଜାରୀ କରାଯାଇଛି । ପ୍ରଥମ ଟେଷ୍ଟ ଅବସରରେ ଗିଲ ଆଘାତପ୍ରାପ୍ତ ହୋଇଥିଲେ । ବେକ ସମସ୍ୟା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏବେ ସେ ସୁସ୍ଥ ହୋଇଥିଲେ ମଧ୍ୟ…