Latest Odisha News

BREAKING NEWS

Browsing Category

ଖେଳ

ଆଫଗାନିସ୍ତାନ ଏକୁ ହରାଇ ଭାରତ ଏ ତ୍ରିରାଷ୍ଟ୍ରୀୟ କ୍ରିକେଟ ସିରିଜ ଫାଇନାଲରେ

ଦାମ୍ବୁଲା: ଭାରତ ଏ ବୁଧବାର ଆଫଗାନିସ୍ତାନ ଏକୁ ୧୦୧ ରନ ବ୍ୟବଧାନରେ ପରାସ୍ତ କରି ଚଳିତ ତ୍ରିରାଷ୍ଟ୍ରୀୟ ସିରିଜର ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ ବିନିମୟରେ ୩୧୯ ରନ କରିଥିଲା । ପ୍ରିୟାଂଶ ଆର୍ଯ୍ୟ(୫୮), କୁମାର କୂଶାଗ୍ର(୫୮) ଓ ତିଳକ ବର୍ମା (୫୯)…

୨୦୦ତମ ମ୍ୟାଚ୍‌ରେ ମେସିଙ୍କ ମହା-ରେକର୍ଡ

ଫୁଟବଲ୍ ଜଗତର ଜାଦୁଗର ଲିଓନେଲ୍ ମେସି ପୁଣିଥରେ ପ୍ରମାଣ କରିଛନ୍ତି ଯେ ତାଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା ମାତ୍ର। ଫିଫା ବିଶ୍ୱକପ୍ ୨୦୨୬ର ପ୍ରଥମ ମ୍ୟାଚ୍‌ରେ ହିଁ ମେସି ସୃଷ୍ଟି କରିଛନ୍ତି ନୂଆ ଇତିହାସ। ଆର୍ଜେଣ୍ଟିନା ପାଇଁ ନିଜର ୨୦୦ତମ ଆନ୍ତର୍ଜାତୀୟ ମ୍ୟାଚ୍‌କୁ ସେ ଏଭଳି ଭାବେ ସ୍ମରଣୀୟ…

ରାତାରାତି ଷ୍ଟାର ପାଲଟିଗଲେ ଏହି ଗୋଲକିପର

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ ଫୁଟବଲରେ ପୂର୍ବ ବିଶ୍ୱ ଚାମ୍ପିୟନ ସ୍ପେନ ବିପକ୍ଷରେ କେପେ ଭେର୍ଡେ ଟିମର ପ୍ରଦର୍ଶନ ସମସ୍ତ ପ୍ରଶଂସକଙ୍କୁ ପ୍ରଭାବିତ କରିଛି । ଏହି ମ୍ୟାଚ ୦-୦ରେ ଡ୍ର ରହିଥିଲା । କେପ ଭେର୍ଡେର ୪୦ ବର୍ଷୀୟ ଗୋଲକିପର ଭୋଜିହ୍ନା ସ୍ପେନର ୮ ନିଶ୍ଚିତ ଗୋଲକୁ ଅଟକାଇ ଥିଲେ ।…

ଫିଫା ବିଶ୍ୱକପ: ଖୁସୀ ଖବର ଦେଲେ ନେମାରଙ୍କ ବାନ୍ଧବୀ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ ଅବସରରେ ପ୍ରଶଂସକଙ୍କୁ ଏକ ବଡ ଖୁସୀ ଖବର ମିଳିଛି । ବ୍ରାଜିଲର ଷ୍ଟାର ପ୍ଲେୟାର ନେମାର ୫ମ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ତାଙ୍କ ବାନ୍ଧବୀ ବ୍ରୁନୋ ବାୟନକାର୍ଡି ତାଙ୍କ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଏହି ଖୁସୀ ଖବର ଶେୟାର କରିଛନ୍ତି । ନେମାର ଓ…

ଓପନର ଭାବେ ଭାରତ ପକ୍ଷରୁ ରୋହିତ କରିପାରନ୍ତି ଏହି ରେକର୍ଡ

ଲକ୍ଷ୍ନୌ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ଏହି ମ୍ୟାଚକୁ ଜିତି ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି । ଟିମ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ…

ବୈଭବଙ୍କ ବିପକ୍ଷରେ ହେଲାନି କୌଣସି କାର୍ଯ୍ୟନୁଷ୍ଠାନ

ନୂଆଦିଲ୍ଲୀ: ଚଳିତ ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତ ଏର ବୈଭବ ସୂର୍ଯ୍ୟବଂଶୀ ଶ୍ରୀଲଙ୍କା ଏ ଦଳର ଜଣେ ଖେଳାଳିଙ୍କୁ ଧକ୍କା ମାରିଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା କରାଯାଉଥିଲା । ତେବେ ରିପୋର୍ଟ୍ସ ମୁତାବକ ତାଙ୍କ ଉପରେ କୌଣସି ପ୍ରତିବନ୍ଧ ଲଗାଯାଇ ନାହିଁ ।…

ଫିଫା ବିଶ୍ୱକପ୍‌-୨୦୨୬ ସୁପରଷ୍ଟାର୍: ‘ଶାର୍କ’ କିଲିଆନ୍‌ ଏମ୍ବାପେ

ପ୍ୟାରିସର ବୋଣ୍ଡି ସହରରୁ ବାହାରି ବିଶ୍ୱ ଫୁଟବଲ୍‌ରେ ରାଜ୍ କରୁଥିବା କିଲିଆନ୍‌ ଏମ୍ବାପେଙ୍କ ପାଇଁ ୨୦୨୬ ବିଶ୍ୱକପ୍ ଅତି ଗୁରୁତ୍ୱପୂର୍ଣ୍ଣ। ୨୦୧୮ରେ ବିଶ୍ୱକପ୍ ବିଜେତା ଏବଂ ୨୦୨୨ କତାର ବିଶ୍ୱକପ୍‌ରେ ରନର୍ସ-ଅପ୍ ହୋଇଥିବା ଫ୍ରାନ୍ସ ଦଳର ଏହି କ୍ୟାପଟେନ୍ ଏବେ ଲଗାତାର ତୃତୀୟ ଥର ପାଇଁ…

ଫିଫା ବିଶ୍ୱକପ: ସବୁଠାରେ ଜାପାନ ପ୍ରଶଂସକଙ୍କୁ ପ୍ରଶଂସା

ନୂଆଦିଲ୍ଲୀ: ଫିଫା ବିଶ୍ୱକପର ରୋମାଂଚ ଧୀରେ ଧୀରେ ଭରିବାରେ ଲାଗିଛି । ଅର୍ଲିଂଟନରେ ଖେଳାଯାଇଥିବା ମୁକାବିଲାରେ ଶକ୍ତିଶାଳୀ ନେଦରଲାଣ୍ଡ ବିପକ୍ଷରେ ଜାପାନ ୨-୨ରେ ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି । ଜାପାନ ପାଇଁ ଏହି ମ୍ୟାଚ ବିଜୟ ସଦୃଶ ଥିଲା । ତେବେ ମ୍ୟାଚ ପରେ ଜାପାନୀ ପ୍ରଶଂସକମାନେ ଏ…

ସୁପର ଓଭରରେ ଭାରତ ଏକୁ ହରାଇଲା ଶ୍ରୀଲଙ୍କା ଏ

ଦାମ୍ବୁଲା: ଏଠାରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶ୍ରୀଲଙ୍କା ଏ ସୁପର ଓଭରରେ ଭାରତ ଏକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୪୯.୨ ଓଭରରେ ୨୬୫ ରନ କରି ଅଲଆଉଟ ହୋଇ ଯାଇଥିଲା । ସୂର୍ଯ୍ୟାଶ ଶେଜ ୭୨ ଓ ବିପ୍ରଜ ନିଗମ ୫୧ ରନର ଇନିଂସ ଖେଳିଥିଲେ । ମହମ୍ମଦ ସିରାଜ ଓ…

ଡାଇମଣ୍ଡ ଲିଗରୁ ଅଭିଯାନ ଆରମ୍ଭ କରିବେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗରୁ ପୂନର୍ବାର ପଡିଆକୁ ଓହ୍ଲାଇବେ । ଜୁନ ୧୯ରୁ ଏହି ଲିଗ ଆରମ୍ଭ ହେବ । ୨୦୨୫ ବିଶ୍ୱ ଚାମ୍ପିୟନଶିପରେ ନୀରଜ ୮ମ ସ୍ଥାନରେ ରହିଥିଲେ । ଏହା ପରେ ସେ ଆଉ କୌଣସି…