Latest Odisha News

BREAKING NEWS

Browsing Category

ଖେଳ

ତୃତୀୟ ଦିନିକିଆରୁ ଓହରିଲେ ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ: ଭାରତୀୟ ଟିମର ଷ୍ଟାର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରୁ ଓହରି ଯାଇଛନ୍ତି । ୧-୧ ସମାନ ସ୍ଥିତିରେ ଥିବା ସିରିଜର ଅନ୍ତିମ ମ୍ୟାଚ ଲର୍ଡସରେ ୧୭ ଜୁଲାଇରେ ଖେଳାଯିବ । ଦ୍ୱିତୀୟ ଦିିନିକିଆରେ ସେ ବ୍ୟାଟିଂ କରୁଥିବା ବେଳେ ମାଂସପେଶୀଜନିତ ସମସ୍ୟାରେ…

ଡୋପ ଟେଷ୍ଟରେ ଧରା ପଡି ବାସନ୍ଦ ହେଲେ ପାକିସ୍ତାନୀ ସ୍ପିନର ମହମ୍ମଦ ନୱାଜ

ନୂଆଦିଲ୍ଲୀ: ଡୋପ ଟେଷ୍ଟରେ ଧରାପଡି ବାସନ୍ଦ ହେବା ପାକିସ୍ତାନ ଖେଳାଳିଙ୍କ ପାଇଁ ନୂଆ କଥା ନୁହେଁ । ଏବେ ବାମହାତୀ ସ୍ପିନର ମହମ୍ମଦ ନୱାଜ ଡୋପ ଟେଷ୍ଟରେ ଧରାପଡି ଆଇସିସି ଦ୍ୱାରା ବାସନ୍ଦ ହୋଇଛନ୍ତି । ତାଙ୍କୁ ୩ ମାସ ପାଇଁ ବାସନ୍ଦ କରାଯାଇଛି । ସେ ଯଦି ନିଶା ଦ୍ରବ୍ୟ ସେବନ ସହ ଜଡିତ…

ଗମ୍ଭୀର-କୋହଲି ପରସ୍ପର ସହ କଥା ହେଉଛନ୍ତି କି ନାହି କହିଲେ ବ୍ୟାଟିଂ କୋଚ

ନୂଆଦିଲ୍ଲୀ: ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତର ଷ୍ଟାର ଖେଳାଳି ବିରାଟ କୋହଲି ଓ କୋଚ ଗୌତମ ଗମ୍ଭୀର ପରସ୍ପର ସହ କଥା ହେଉ ନାହାନ୍ତି ବୋଲି ଖବର ବେଶ ଭାଇରାଲ ହୋଇଛି । ଏବେ ଏହି ଖବରର ସତ୍ୟତା ନେଇ ବ୍ୟାଟିଂ କୋଚ ସୀତାଂଶୁ କୋଟାକ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହି ଖବର…

ଜୁଲାଇ ୧୯ରେ ଅବସର ନେଇପାରନ୍ତି ରୋହିତ !

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ସ୍ୱପ୍ନ ସାକାର ହୋଇ ନ ପାରେ । ଲର୍ଡସରେ ଜୁଲାଇ ୧୯ରେ ଖେଳାଯିବାକୁ ଥିବା ଦିିନିକିଆ ମ୍ୟାଚ ଅବସରରେ ସେ ଅବସର ନେଇପାରନ୍ତି ବୋଲି ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ବିସିସିଆଇ କିମ୍ବା ରୋହିତଙ୍କ ପକ୍ଷରୁ ଏ ନେଇ…

ସଚିନଙ୍କ ଆଉ ଏକ ରେକର୍ଡକୁ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥ୍‌ାପନ କରିବାରେ ଲାଗିଛନ୍ତି । ସେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ କେତେକ ରେକର୍ଡ ଧ୍ୱସ୍ତ କରିଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ସର୍ବାଧିକ ରନ ସଂଗ୍ରହରେ କୋହଲି ତୃତୀୟ…

ଜାଡେଜାଙ୍କ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ଆଶା ପ୍ରାୟତଃ ଧୂଳିସାତ

ନୂଆଦିଲ୍ଲୀ: ରବୀନ୍ଦ୍ର ଜାଡେଜା ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ଆଶା ଏବେ ବି ରଖିଛନ୍ତି । ତେବେ ତାଙ୍କର ଏହି ଆଶା ପୂରଣ ହେଲା ପରି ଲାଗୁନି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚୟନ କମିଟି ଧୀରେ ଧୀରେ ତାଙ୍କୁ ଅଣଦେଖା କରିବା ଆରମ୍ଭ କରିଛନ୍ତି । ଜାଡେଜାଙ୍କ ସ୍ଥାନରେ…

ଦ୍ୱିତୀୟ ଦିନିକିଆରେ ଖେଳି ନ ପାରନ୍ତି ଶୁଭମନ

ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ସହଜରେ ପରାସ୍ତ କରି ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟ ଦିନିକିଆ କାର୍ଡିଫରେ ଖେଳାଯିବ । ଏହି ମ୍ୟାଚରେ ଗିଲଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପ୍ରଥମ ଦିିନିକିଆରେ ବ୍ୟକ୍ତିଗତ ଭାବେ ୮୦ ରନ…

ଦିନିକିଆ ଓ ଟି୨୦ ବିଶ୍ୱକପରେ ବଡ ଧରଣର ପରିବର୍ତନ କଲା ଆଇସିସି

ନୂଆଦିଲ୍ଲୀ:ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଦିନିକିଆ ଓ ଟି୨୦ ବିଶ୍ୱକପରେ ବଡ ଧରଣର ପରିବର୍ତନ କରିଛି । ଦିନିକିଆ ବିଶ୍ୱକପ ୧୪ ଟିମ ସହିତ ଥ୍ରୀ ଷ୍ଟେଜ ଫର୍ମାଟରେ ଖେଳାଯିବ । ପ୍ରଥମ ଥର ପାଇଁ ସୁପର ୭ ରାଉଣ୍ଡ ଲାଗୁ ହେବ । ଯାହା ଟୁର୍ଣ୍ଣାମେଂଟର ମୂଖ୍ୟ ଆକର୍ଷଣ ହେବ ବୋଲି କୁହାଯାଉଛି ।…

ଭାରତ-ବାଂଲାଦେଶ ସିରିଜ ଉପରେ ସଙ୍କଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ଖେଳାଯାଉଛି । ଏହା ପରେ ଭାରତୀୟ ଟିମ ବାଂଲାଦେଶ ଗସ୍ତରେ ଯିବ । ତେବେ ଏହି ସିରିଜର ଆୟୋଜନ ଉପରେ ସଙ୍କଟ ଦେଖାଦେଇଛି । ଏହି ଗସ୍ତରେ ଟିମ ଇଣ୍ଡିଆ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବ । ବାଂଲାଦେଶ…

ଫିଫା ବିଶ୍ୱକପ ୨୦୨୬ ସେମିଫାଇନାଲ: ୨୦ ବର୍ଷ ପରେ ପରସ୍ପରକୁ ଭେଟିବେ ଫ୍ରାନ୍ସ-ସ୍ପେନ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ ଧୀରେ ଧୀରେ ସମାପନ ଆଡକୁ ଗତି କରୁଛି । ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ଓ ସ୍ପେନ ପରସ୍ପରକୁ ଭେଟିବେ । ୨୦ ବର୍ଷ ପରେ ଫିଫା ବିଶ୍ୱକପରେ ଏହି ଦୁଇ ଟିମ ସାମ୍ନାସାମ୍ନି ହେଉଛନ୍ତି । ୨୦୦୬ରେ ରାଉଣ୍ଡ ଅଫ ୧୬ରେ ଫ୍ରାନ୍ସ ୩-୧ ଗୋଲରେ ସ୍ପେନକୁ ପରାସ୍ତ କରିଥିଲା…