Latest Odisha News

BREAKING NEWS

Browsing Category

ଖେଳ

୨ଟି ପର୍ଯ୍ୟାୟରେ ରିଲିଜ ହେବ ଆଇପିଏଲର କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ର କାର୍ଯ୍ୟସୂଚୀ ୨ଟି ପର୍ଯ୍ୟାୟରେ ରିଲିଜ ହେବ । ଆଇପିଏଲ ଗଭଣ୍ଣିଂ କାଉନ୍ସିଲ ଏହା ନିଷ୍ପତି ନେଇଛି । ପ୍ରଥମ ପାର୍ଟ ୬ରୁ ୭ ମାର୍ଚ୍ଚ ମଧ୍ୟରେ ଘୋଷଣା କରାଯିବ । ଦ୍ୱିତୀୟ ପାର୍ଟ କେବେ ଘୋଷଣା ହେବ ତାହା ସ୍ପଷ୍ଟ କରାଯାଇ ନାହିଁ । ପଶ୍ଚିମବଙ୍ଗ,…

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଖେଳିବ ୫ ମ୍ୟାଚ

ବେଙ୍ଗାଲୁର: ଆଇପିଏଲ ୨୦୨୬ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ରଶଂସକଙ୍କ ଏକ ବଡ ଖୁସୀ ଖବର ମିଳିଛି । ବେଙ୍ଗାଲୁରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ୫ଟି ମ୍ୟାଚ ଖେଳିବ । ଗତ ସଂସ୍କରଣରେ ଆରସିବି ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଥିଲା । ବିଜୟ ଉତ୍ସବ ପାଳନ ଅବସରରେ ଏଠାରେ…

ଟି୨୦ ବିଶ୍ୱକପ: ଭାରତରେ ଫସି ରହିଛନ୍ତି ଜିମ୍ବାୱେ, ୱେଷ୍ଟଇଣ୍ଡିଜ ଟିମ

ନୂଆଦିଲ୍ଲୀ: ଆମେରିକା, ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଛନ୍ତି । ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡିବାରେ ଲାଗିଛି । ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଏଥିଯୋଗୁ ଭାରତ ଓ ଶ୍ରୀଲଙ୍କାରେ ଖେଳା ଯାଉଥିବା ଟି୨୦ ବିଶ୍ୱକପରୁ ୱେଷ୍ଟଇଣ୍ଡିଜ ଓ ଜିମ୍ବାୱେ…

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ସିନ୍ଧୁ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଦୁବାଇରୁ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଇରାନର ଡ୍ରୋନ ଆକ୍ରମଣ ଯୋଗୁ ସିନ୍ଧୁ ୨ ଦିନ ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସେ ଫସି ରହିଥିଲେ । ୩୦ ବର୍ଷୀୟା ସିନ୍ଧୁ ସୋସିଆଲ ମିଡିଆରେ ସେଠାକାର ସ୍ଥିତି…

ସେମି ଫାଇନାଲ ପୂର୍ବରୁ ଟିମ ଇଣ୍ଡିଆକୁ ସୁଧାରିବାକୁ ପଡିବ ଏହି ସବୁ ତ୍ରୁଟି

ମୁମ୍ବାଇ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ । ଚାମ୍ପିୟନ ହେବା ପାଇଁ ଭାରତକୁ ୨ଟି ସୁଯୋଗ ମିଳିବ । ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଟିମ ଇଣ୍ଡିଆ ଆଶାନୁରୂପ ଦଳଗତ ପ୍ରଦର୍ଶନ କରିପାରି ନାହିଁ ।…

ରେକର୍ଡ କହୁଛି, ଇଂଲଣ୍ଡକୁ ସେମିରେ ହରାଇଲେ ଭାରତ ହେବ ଚାମ୍ପିୟନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଏ ପର୍ଯ୍ୟନ୍ତ ଆଇସିସି ଟୁର୍ଣ୍ଣାମେଂଟରେ ଉଭୟ ଟିମ ୪ଥର ସେମିଫାଇନାଲରେ ସାମ୍ନା ସାମ୍ନି ହୋଇଛନ୍ତି । ଭାରତ ୨ ଓ ଇଂଲଣ୍ଡ ୨ ଥର ବିଜୟ ହାସଲ କରିଛି । ସବୁଠାରୁ ମଜା କଥା ହେଲା ଭାରତ ସେମିଫାଇନାଲରେ…

ନୂଆଦିଲ୍ଲୀରେ ଏସ୍‌ଜେଏଫ୍‌ଆଇ ସ୍ବର୍ଣ୍ଣ ଜୟନ୍ତୀ ଜାତୀୟ ସମ୍ମିଳନୀ: ଓଡ଼ିଶାରୁ ଭାଗନେବେ ୫ ଜଣିଆ ପ୍ରତିନିଧି ଦଳ

ଭୁବନେଶ୍ବର: ଦୁଇ ଦଶନ୍ଧି ପରେ ନୂଆଦିଲ୍ଲୀରେ ଏସ୍‌ଜେଏଫଆଇ (ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ)ର ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ସଂଯୋଗବଶତଃ ଦେଶର ରାଜଧାନୀରେ ମଧ୍ୟ ଏସ୍‌ଜେଏଫ୍‌ଆଇ ନିଜର ୫୦ତମ ବାର୍ଷିକୀ ପାଳନ କରିବ। ନୂଆଦିଲ୍ଲୀରେ ୨୩ ବର୍ଷ ପରେ ଏହି ଗୁରୁତ୍ବପୂର୍ଣ୍ଣ…

ଜାହୀର ଖାଁଙ୍କୁ ବିସିସିଆଇ ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଚଳିତ ଟି୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ ଜାରୀ ରଖିଛି । ତେବେ ଦଳର ପେସ ବୋଲରଙ୍କ ଫର୍ମ ଏବଂ ଫିଟନେସ ସର୍ବଦା ଏକ ସମସ୍ୟା ହୋଇ ରହି ଆସିଛି । ଏବେ ଏହାର ସମାଧାନ ପାଇଁ ବିସିସିଆଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଜାହୀର ଖାଁଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ରିଙ୍କୁ ସିଂ ବାପାଙ୍କ ନିଧନ ନେଇ ସୀତାଂଶୁଙ୍କୁ ଅମାନବୀୟ ପ୍ରଶ୍ନ କଲେ ସାମ୍ବାଦିକ

କୋଲକାତା: ଭାରତ ଟି୨୦ ବିଶ୍ୱକପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିବା ପ୍ରଶଂସକମାନଙ୍କୁ ବେଶ ସନ୍ତୋଷ ପ୍ରଦାନ କରିଛି । ତେବେ ଏହା ମଧ୍ୟରେ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ ଓ ବିରକ୍ତ କରାଇଛି । ମ୍ୟାଚ ପରେ ଜଣେ କୋଲକାତାର ଜଣେ ସାମ୍ବାଦିକ ଭାରତର ବ୍ୟାଟିଂ କୋଚ ସୀତାଂଶୁ କୋଟାକଙ୍କୁ…

ଖରାପ ପ୍ରଦର୍ଶନ ନେଇ ଜରିମାନା ଦେବେ ପାକିସ୍ତାନ ଖେଳାଳି

କରାଚୀ: ଟି୨୦ ବିଶ୍ୱକପରେ ପାକିସ୍ତାନ ସୁପରଏଇଟରୁ ବିଦାୟ ନେଇଛି । ରିପୋର୍ଟ ମୁତାବକ ଖେଳାଳିଙ୍କ ପ୍ରଦର୍ଶନ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ କ୍ଷୁବ୍ଧ ଅଛି । ଦଳର ପ୍ରତ୍ୟେକ ଖେଳାଳିଙ୍କ ଉପରେ ୧୬.୨୮ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ବୋର୍ଡ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଏଥର କେବଳ…