Latest Odisha News

BREAKING NEWS

Browsing Category

ଖେଳ

ମୁମ୍ବାଇ କ୍ରିକେଟ୍ ଆସୋସିଏସନର ବଡ଼ ନିଷ୍ପତ୍ତି: ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ

ମୁମ୍ବାଇ: ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ସ୍ଥାନୀୟ ଏବଂ ତୃଣମୂଳ ସ୍ତରରୁ କ୍ରିକେଟର ବିକାଶ ତଥା କ୍ଲବଗୁଡ଼ିକର ଆର୍ଥିକ ସୁଦୃଢ଼ୀକରଣ ପାଇଁ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛି। ଏଥିପାଇଁ ଏମସିଏ ପକ୍ଷରୁ ୫୦୦ କୋଟି ଟଙ୍କାର ଏକ ବିଶାଳ ଅନୁଦାନ ପାଣ୍ଠି ବା କର୍ପସ ଫଣ୍ଡ ଗଠନ କରାଯିବ।…

ଟି ସର୍ଟ ମାଧ୍ୟମରେ ଅଗରକରଙ୍କୁ ଟାର୍ଗେଟ କରିଛନ୍ତି କି ରୋହିତ

ମୁମ୍ବାଇ: ହିଟମ୍ୟାନ ଭାବେ ପରିଚିତ ଭାରତର ଷ୍ଟାର କ୍ରିକେଟର ରୋହିତ ଶର୍ମା ଟି ସର୍ଟ ମାଧ୍ୟମରେ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି । ରୋହିତ ଏକ ଟି ସର୍ଟ ପିନ୍ଧିଥିଲେ ଯେଉଁଥିରେ ନନ କମିଟାଲ ଲେଖା ଯାଇଥିଲା । ପ୍ରଶଂସକଙ୍କ ନଜର ଏହି ଲେଖା ଉପରେ ପଡିବା ପରେ…

ପ୍ରଶଂସକଙ୍କୁ ନିରାଶ କରିଛି ବିଶ୍ୱକପ ଖେଳିବା ନେଇ ରୋହିତଙ୍କ ବୟାନ

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଗାମୀ ଦିନିକିଆ ବିଶ୍ୱକପ କ୍ରିକେଟ ଖେଳିବେ କି ନାହିଁ ସସ୍ପେନ୍ସ ଲାଗି ରହିଛି । ନିକଟରେ ଏକ ସାକ୍ଷାତକାରରେ ରୋହିତଙ୍କୁ ଏ ସମ୍ପର୍କରେ ପଚରାଯାଇଥିଲା, ସେ କହିଥିଲେ ଏଥିପାଇଁ ଆହୁରି ବହୂତ ସମୟ ରହିଛି । ସେତେବେଳେ କଣ ପରିସ୍ଥିତି…

ଦୀର୍ଘ ୧୪ ବର୍ଷ ପରେ ଦୁଲୀପ ଟ୍ରଫି ଚାମ୍ପିୟନ୍ ହେଲା ଇଷ୍ଟ ଜୋନ୍

ଚେନ୍ନାଇ: ଦୁଲୀପ ଟ୍ରଫି ୨୦୨୬-୨୭ର ଫାଇନାଲ୍ ମ୍ୟାଚ୍ ସେପ୍ଟେମ୍ବର ୬ ରୁ ୧୦ ମଧ୍ୟରେ ଚେନ୍ନାଇର ଏମ୍. ଏ. ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଇଷ୍ଟ ଜୋନ୍ ଏବଂ ସାଉଥ୍ ଜୋନ୍ ମଧ୍ୟରେ ଖେଳାଯାଇଥିଲା । ଏହି ୫-ଦିନିଆ ଫାଇନାଲ୍ ମ୍ୟାଚ୍ ଡ୍ର  ଭାବେ ଶେଷ ହୋଇଥିଲେ ମଧ୍ୟ ପ୍ରଥମ ଇନିଂସରେ ବୃହତ୍ ଅଗ୍ରଣୀ …

ପାକିସ୍ତାନକୁ ୧୯-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ଭାରତ

ନୂଆଦିଲ୍ଲୀ: ମହିଳା ଜୁନିୟର ଏସିଆ କପ୍‌ରେ ଭାରତୀୟ ଜୁନିୟର ମହିଳା ହକି ଦଳ ଐତିହାସିକ ବିଜୟ ହାସଲ କରିଛି । କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଦଳ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୯-୦ ଗୋଲର ବୃହତ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ମହିଳା…

ପାକିସ୍ତାନ ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍‌କୁ ଘେରିଲେ ବିକ୍ଷୋଭକାରୀ: ହୋଟେଲ ଆଗରେ ହଙ୍ଗାମା

ଲଣ୍ଡନ : ବ୍ରିଟେନ ଗସ୍ତରେ ଥିବା ପାକିସ୍ତାନର ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳକୁ ନେଇ ଗୋଟିଏ ଅଜବ ଓ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋର୍ଟସମାଉଥ୍ ସହରର ଏକ ହୋଟେଲରେ ରହୁଥିବା ପାକିସ୍ତାନୀ ଖେଳାଳିମାନଙ୍କୁ ବେଆଇନ ଶରଣାର୍ଥୀ ବା ଅନୁପ୍ରବେଶକାରୀ ଭାବି ପ୍ରାୟ ୩୦ ରୁ ୪୦ ଜଣ…

ରୁଟ ସୃଷ୍ଟି କଲେ ନୂଆ ଇତିହାସ: ପଛରେ ପଡ଼ିଲେ ପଣ୍ଟିଂ, ୱ

ଲଣ୍ଡନ : ପାକିସ୍ତାନ ବିପକ୍ଷରେ ତୃତୀୟ ଟେଷ୍ଟ  ମ୍ୟାଚ୍‌ରେ  ଇଂଲଣ୍ଡର ତାରକା ବ୍ୟାଟର୍ ଜୋ ରୁଟ୍ ଟେଷ୍ଟ କ୍ରିକେଟ୍ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ସେ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବା ବିଶ୍ୱର ତୃତୀୟ ଖେଳାଳି ହେବାର ଗୌରବ ହାସଲ କରିଛନ୍ତି । ସଚିନ ତେନ୍ଦୁଲକର…

ହର୍ଷିତଙ୍କ ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ରମେଶ

ନୂଆଦିଲ୍ଲୀ:ପୂର୍ବତନ ଭାରତୀୟ ଓପନର ସଦଗୋପନ ରମେଶ ଟିମ୍ ଇଣ୍ଡିଆର ଚୟନ ପ୍ରକ୍ରିୟା ଏବଂ ନିୟମକୁ ନେଇ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି । ହର୍ଷିତ ରାଣା ଆଘାତରୁ ଫେରିବା ପରେ ସିଧାସଳଖ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।…

ଅଷ୍ଟ୍ରେଲିଆ ଏ ବିପକ୍ଷ ସିରିଜ ପାଇଁ ଇଣ୍ଡିଆ ଏ ଦଳ ଘୋଷଣା: ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ 

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ  ଅଷ୍ଟ୍ରେଲିଆ-ଏ ବିପକ୍ଷ ଆଗାମୀ ସିରିଜ୍ ପାଇଁ ଇଣ୍ଡିଆ-ଇ ଦଳ ଘୋଷଣା କରିଛି । ଏହି ସିରିଜ୍‌ର ସମସ୍ତ ମ୍ୟାଚ୍ ପୁଡୁଚେରୀରେ ଖେଳାଯିବ । ଏଥିରେ ୨ଟି ମଲ୍ଟି-ଡେ (୪-ଦିନିଆ) ଏବଂ ୩ଟି ଦିନିକିଆ  ମ୍ୟାଚ୍ ସାମିଲ ରହିଛି । ଆଘାତ କାରଣରୁ ପ୍ରାୟ ୫…

ଦୁଲୀପ ଟ୍ରଫି ଫାଇନାଲ : ୫୮୪ ରନ୍‌ର ବିଶାଳ ଅଗ୍ରଣୀ ସହ ବିଜୟ ଦ୍ୱାରଦେଶରେ ଇଷ୍ଟ ଜୋନ

ଚେନ୍ନାଇ: ଏମ୍. ଏ. ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଚାଲିଥିବା ଦୁଲେପ୍ ଟ୍ରଫି ଫାଇନାଲ୍‌ର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଇଷ୍ଟ ଜୋନ ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ହରାଇ ୨୧୨ ରନ୍ ସଂଗ୍ରହ କରିଛି ।  ପ୍ରଥମ ଇନିଂସର ୩୭୨ ରନ୍‌ର ବିଶାଳ ଅଗ୍ରଣୀକୁ ମିଶାଇ ଦଳ ଏବେ ୫୮୪ ରନ୍‌ରେ ଆଗୁଆ ରହି ଟାଇଟଲ୍…