Latest Odisha News

BREAKING NEWS

Browsing Category

ଖେଳ

ଏହି ୫ ବଡ ଖେଳାଳିଙ୍କୁ ଦଳ କଲାନି ରିଟେନ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ମେଗା ନିଲାମ ପୂର୍ବରୁ ସମସ୍ତ ଦଳ ରିଟେନ କରିଥିବା ଖେଳାଳିଙ୍କ ନାମ ପ୍ରକାଶ କରିଛି । ତେବେ ଭାରତର ଏହି ୫ ଷ୍ଟାର ଖେଳାଳିଙ୍କୁ ସେମାନଙ୍କ ଟିମ ରିଟେନ କରିନି । ୟୁଜଭେନ୍ଦ୍ର ଚହଲ: ଭାରତର ପ୍ରତିଷ୍ଠିତ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ରାଜସ୍ଥାନ ରୟାଲ୍ସ ରିଟେନ…

ଆଇପିଏଲ ରିଟେନଶନ: ଦଳ ସହିତ ରହିଲେ ଅଧିକାଂଶ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପାଇଁ ଫ୍ରାଂଚାଇଜରମାନେ ରିଟେନଶନ ଖେଳାଳିଙ୍କ ତାଲିକା ଘୋଷଣା କରିଛନ୍ତି । ଏଥିରେ ସେଭଳି ବଡ ଧରଣର ପରିବର୍ତନ ଦେଖିବାକୁ ମିଳି ନ ଥିଲା । ମହେନ୍ଦ୍ର ସିଂ ଧୋନୀ, ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି ଓ ରିଙ୍କୁ ସିଂ ସେମାନଙ୍କ ପୂର୍ବ ଦଳ…

ଅର୍ଥ ଅପେକ୍ଷା ଟିମକୁ ପ୍ରାଥମିକତା ଦେଲେ ଶୁଭମନ ଗିଲ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପାଇଁ ରିଟେନଶନ ତାଲିକା ପ୍ରକାଶ କରିବା ଶେଷ ତାରିଖ ୩୧ ଅକ୍ଟୋବର ରହିଛି । ଏଥିପାଇଁ ସମସ୍ତ ଫ୍ରାଂଚାଇଜର ରଣକୌଶଳ ପ୍ରସ୍ତୁତ କରି ସାରିଛନ୍ତି । ରିପୋର୍ଟ ମୁତାବକ ଗୁଜରାଟ ଟାଇଟାନ୍ସର ଅଧିନାୟକ ଶୁଭମନ ଗିଲଙ୍କ ପଦକ୍ଷେପ ପ୍ରଶଂସକଙ୍କ ମନ ଜିଣିଛି । ଗିଲ ଅର୍ଥ…

ରୋହିତ-ଗମ୍ଭୀରଙ୍କ ମଧ୍ୟରେ ସୃଷ୍ଟି ହୋଇଛି ମତଭେଦ

ମୁମ୍ବାଇ: ଟି୨୦ ବିଶ୍ୱକପ ୨୦୨୪ ଜିତିବା ପରେ ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ଠିକ ଲୟରେ ଆସି ଯାଇଥିବା ପ୍ରଶଂସକମାନେ ଧରି ନେଇଥିଲେ । ମାତ୍ର ଏହା ପରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଟି୨୦ରେ ଦଳର ପ୍ରଦର୍ଶନ ଠିକଠାକ ଥିଲେ ମଧ୍ୟ ଦିନିକିଆ ଏବଂ ଟେଷ୍ଟରେ ଦଳ ପ୍ରଭାବ ପକାଇ…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ଶୀର୍ଷ ସ୍ଥାନ ହରାଇଲେ ବୁମରାହ

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଶୀର୍ଷ ସ୍ଥାନ ହରାଇଛନ୍ତି । ଦକ୍ଷିଣ ଆଫ୍ରିକା ପେସ ବୋଲର କାଗିସୋ ରାବାଡା ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ବୁମରାହ ୮୪୬ ରେଟିଂ ପଂଏଟ ସହ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ରାବାଡା ୮୬୦ ପଂଏଟ ହାସଲ…

ପୂନର୍ବାର ବେଙ୍ଗାଲୁରର ଅଧିନାୟକ ଦାୟିତ୍ୱ ତୁଲାଇ ପାରନ୍ତି ବିରାଟ କୋହଲି

ବେଙ୍ଗାଲୁର: ଆଇପିଏଲ ୨୦୨୫ ସଂସ୍କରଣରେ ବିରାଟ କୋହଲି ପୂନର୍ବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଅଧିନାୟକ ଦାୟିତ୍ୱ ତୁଲାଇ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ୨୦୨୨ରେ କୋହଲି ଅଧିନାୟକ ଦାୟିତ୍ୱରୁ ସ୍ୱତଃ ଓହରି ଯାଇଥିଲେ । ଏହା ପରେ ଫାପ ଡୁ ପ୍ଲେସି ଦଳର ନେତୃତ୍ୱ ନେଇଥିଲେ ।…

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ: ୱାଙ୍ଖେଡରେ ମଧ୍ୟ ପ୍ରଥମ ଦିନରୁ ବଲ କରିବ ଟର୍ଣ୍ଣ

ମୁମ୍ବାଇ: ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ୩ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ କ୍ରମାଗତ ୨ଟି ଟେଷ୍ଟ ହାରି ସିରିଜ ପରାଜୟବରଣ କରିଛି । ଏବେ ତୃତୀୟ ଟେଷ୍ଟ ମୁମ୍ବାଇର ୱାଙ୍ଖେଡରେ ଖେଳାଯିବ । ପେସ ଏବଂ ସ୍ପିନ ପିଚରେ ଫେଲ ମାରିଥିବା ଟିମ ଇଣ୍ଡିଆ ଏଥର କିପରି ନ୍ୟୁଜିଲାଣ୍ଡକୁ ସାମ୍ନା କରୁଛି ତାହା…

ମାନ୍ଧାନାଙ୍କ ଶତକ, ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ସିରିଜ ବିଜୟୀ

ଅହମ୍ମଦାବାଦ: ସ୍ମୃତି ମାନ୍ଧନାଙ୍କ ଶତକ ବଳରେ ଭାରତୀୟ ମହିଳା କ୍ରିକେଟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୧ରେ ସିରିଜ ବିଜୟୀ ହୋଇଛି । ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ ୬ ୱିକେଟରେ ବିଜୟ ହାସଲ କରିଥିଲା । ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ୫୯ ରନରେ ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟରେ…

ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ: ଭାରତୀୟ ଦଳରେ ସାମିଲ ହେଲେ ହର୍ଷିତ

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆ ଯୁବ ପେସ ବୋଲର ହର୍ଷିତ ରାଣାଙ୍କୁ ଚୂଡାନ୍ତ ଦଳରେ ଆଶ୍ଚର୍ଯ୍ୟଜନକ ଭାବେ ସାମିଲ କରିଛି । ପ୍ରଥମ ୨ଟି ଟେଷ୍ଟ ହାରି ଭାରତ ସିରିଜ ହାତଛଡା କରିଛି । ଏବେ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ପାଇଁ…

ରିଲିଜ ହେଲେ ରୋହିତଙ୍କୁ ନେବା ପାଇଁ ଏହି ୩ ଫ୍ରାଂଚାଇଜଙ୍କ ଉଦ୍ୟମ ଆରମ୍ଭ

ମୁମ୍ବାଇ: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟେଇ ଦେଇଥିଲା । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିଲା । ଏହା ପରେ ରୋହିତ ଓ ମୁମ୍ବାଇ ଫ୍ରାଂଚାଇଜ ମଧ୍ୟରେ ଅଶାନ୍ତି ଉପୁଜିଥିବା ଅନୁମାନ କରାଯାଉଥିଲା । ଏବେ…