Latest Odisha News

BREAKING NEWS

Browsing Category

ଖେଳ

ଭାବପ୍ରବଣ ହୋଇ ପଡିଛନ୍ତି ଭେଙ୍କେଟେଶ ଆୟାର

କୋଲକାତା: କୋଲକୋତା ନାଇଟ ରାଇଡର୍ସ ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ରିଟେନ କରିଥିବା ଖେଳାଳିଙ୍କ ନାମ ଘୋଷଣା କରି ସାରିଛି । ଦଳକୁ ଗତ ସଂସ୍କରଣରେ ଚାମ୍ପିୟନ କରାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା ଭେଙ୍କେଟେଶ ଆୟାରଙ୍କୁ ରିଟେନ କରି ନାହିଁ । ଯାହାକୁ ନେଇ ସେ ଭାବପ୍ରବଣ ହୋଇ ପଡିଛନ୍ତି…

ୱାଙ୍ଖେଡରେ ଇତିହାସ ରଚି ପାରିବ ତ ଟିମ ଇଣ୍ଡିଆ

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଛି । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୯ ୱିକେଟ ବିନିମୟରେ ୧୭୧ ରନ କରି ୧୪୩ ରନର ଅଗ୍ରଣୀ ହାସଲ କରିଛି । ହାତରେ ବାକି ଥିବା ଗୋଟିଏ ୱିକେଟରେ ନ୍ୟୁଜିଲାଣ୍ଡ ଅଧିକରୁ…

ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳି ପାରନ୍ତି ଅଶ୍ୱୀନ

ଚେନ୍ନାଇ: ଆଇପିଏଲ ୨୦୨୫ ମେଗା ନିଲାମରେ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ନେବା ପାଇଁ ଚେନ୍ନାଇ ସୁପର କିଙ୍ଗସ ଉଦ୍ୟମ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ନିକଟରେ ଜାରୀ କରାଯାଇଥିବା ରିଟେନଶନ ତାଲିକାରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ରିଲିଜ କରିଥିଲା । ୨୦୧୫ ପର୍ଯ୍ୟନ୍ତ ଅଶ୍ୱୀନ ଚେନ୍ନାଇ ପକ୍ଷରୁ…

ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ, ଭାରତ ନିକଟରେ ସୁଯୋଗ

ମୁମ୍ବାଇ: ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୧୪୩ ରନର ଅଗ୍ରଣୀ ହାସଲ କରିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ୯ ୱିକେଟ ହରାଇ ୧୭୧ ରନ…

ଗିଲ, ପନ୍ତଙ୍କ ଅର୍ଦ୍ଧଶତକ: ଭାରତ ୨୮ ରନରେ ଅଗ୍ରଣୀ

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତ ପ୍ରଥମ ଇନିଂସରେ ୨୮ ରନର ଅଗ୍ରଣୀ ହାସଲ କରିଛି । ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ୨୩୫ ରନ ଜବାବରେ ଭାରତ ୨୬୩ ରନ କରି ଅଲଆଉଟ ହୋଇଯାଇଛ । ଶୁଭମନ ଗିଲ ଓ ରିଷଭ ପନ୍ତଙ୍କ ଆକର୍ଷଣୀୟ ବ୍ୟାଟିଂ ଯୋଗୁ ଭାରତ…

ମେଗା ନିଲାମରେ ଏହି ୨୫ ଖେଳାଳିଙ୍କ ଉପରେ ରହିବ ନଜର

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ପୂର୍ବରୁ ସମସ୍ତ ଟିମ ରିଟେନ କରିଥିବା ଖେଳାଳିଙ୍କ ନାମ ଜାରୀ କରିଛନ୍ତି । ଏହି ତାଲିକାରୁ ୪ ପୂର୍ବତନ ଅଧିନାୟକ ବାଦ ପଡିଛନ୍ତି । ସେମାନେ ହେଲେ ଶ୍ରେୟାଶ ଆୟାର, ରିଷଭ ପନ୍ତ, କେଏଲ ରାହୁଲ ଓ ଫାପ ଡୁ ପ୍ଲେସି । ମହମ୍ମଦ ସାମି ଓ ମହମ୍ମଦ ସିରାଜଙ୍କୁ ସେମାନଙ୍କ ଦଳ…

ଚେନ୍ନାଇ ଟିମ ପକ୍ଷରୁ ଖେଳି ପାରନ୍ତି ରିଷଭ ପନ୍ତ

ନୂଆଦିଲ୍ଲୀ: ଆଇପିଏଲର ଆଗାମୀ ସଂସ୍କରଣ ପୂର୍ବରୁ ମେଗା ନିଲାମ ଆୟୋଜିତ ହେବ । ଏହା ପୂର୍ବରୁ ସମସ୍ତ ଫ୍ରାଂଚାଇଜ ରିଟେନ କରିଥିବା ଖେଳାଳିଙ୍କ ନାମ ଘୋଷଣା କରି ସାରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ରିଷଭ ପନ୍ତଙ୍କୁ ରିଲିଜ କରିବା ସମସ୍ତଙ୍କୁ ଚକିତ କରିଥିଲା । ପୂର୍ବ କ୍ରିକେଟର ସୁରେଶ ରାଇନା…

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ କ୍ରିକେଟ ଟେଷ୍ଟ: ପ୍ରଥମ ଦିନ ସ୍ପିନରଙ୍କ ପ୍ରାଧାନ୍ୟ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଶୁକ୍ରବାରଠାରୁ ତୃତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ସ୍ପିନରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଉଭୟ ଟିମର ୧୪ଟି ୱିକେଟ ପଡିଥିବା ବେଳେ ସ୍ପିନରମାନେ ୧୧ଟି ଅକ୍ତିଆର କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୩୫…

ବର୍ଡର-ଗାଭସ୍କର ଟ୍ରଫି: ୱାର୍ମଅପ ମ୍ୟାଚ ଖେଳିବନି ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଆଉ ୩ ସପ୍ତାହରୁ କମ ସମୟ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଶେଷ ହେବା ପରେ ନଭେମ୍ବର ୫ ପରେ ଭାରତ ଏହି ଗସ୍ତରେ ଯିବ । ନଭେମ୍ବର ୨୨ରୁ ଏହି ସିରିଜ ଆରମ୍ଭ ହେବ । ଏହା ପୂର୍ବରୁ ଭାରତ ପର୍ଥରେ ଏକ…

ହଠାତ ଅଲୋଡା ହୋଇ ପଡୁଛନ୍ତି ଚହଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଜଣେ ଭଲ ଲେଗ ସ୍ପିନର ଭାବେ ୟୁଜଭେନ୍ଦ୍ର ଚହଲ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ବ୍ୟାଟ୍ସମ୍ୟାନଙ୍କୁ ଫସାଇବାରେ ମାହିର ଚହଲ ଏବେ ହଠାତ ଅଲୋଡା ହୋଇ ପଡୁଛନ୍ତି । ଏପରିକି ତାଙ୍କ ଟି୨୦ କ୍ୟାରିୟରରେ ଯବନିକ ପଡିବା ନେଇ ସନ୍ଦେହ ସୃଷ୍ଟି ହେଉଛି…