Latest Odisha News

BREAKING NEWS

Browsing Category

ଖେଳ

୧୩ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟର ଶେଷ କଲେ ଏହି ୱିକେଟ କିପର

ସିଡନୀ: ଅଷ୍ଟ୍ରେଲିଆର ୱିକେଟକିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ୱାଡେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ଦୀର୍ଘ ୧୩ ବର୍ଷ କ୍ୟାରିୟରର ଅନ୍ତ ଘଟିଛି । ସେ ତାଙ୍କ କ୍ୟାରିୟରରେ ଅଷ୍ଟ୍ରେଲିଆ ପକ୍ଷରୁ ୨୨୫ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଟି୨୦ ବିଶ୍ୱକପର ୩ଟି ସଂସ୍କରଣରେ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି : ସଲୀମାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳର ଘୋଷଣା

ପାଟନା: ବିହାରର ନବ ନିର୍ମିତ ରାଜଗୀର ହକି ଷ୍ଟାଡିୟମରେ ୧୧ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଏସିଆନ ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେବ । ଏଥିପାଇଁ ସଲୀମା ଟେଟେଙ୍କ ନେତୃତ୍ୱରେ ୧୮ ସଦସ୍ୟା ବିଶିଷ୍ଟ ଭାରତୀୟ ଦଳର ଘୋଷଣା କରାଯାଇଛି । ନବନୀତ କୌରଙ୍କୁ ଉପ ଅଧିନାୟିକା ନିଯୁକ୍ତ କରାଯାଇଛି ।…

ଏବେ ଟିମ ଇଣ୍ଡିଆର କଣ ରହିବ ରଣନୀତି

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ହାତଛଡା କରିବା ପରେ ଭାରତୀୟ କ୍ରିକେଟ ଟିମ କିପରି ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ସେ ନେଇ ଉଦ୍ୟମ ଆରମ୍ଭ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ନଭେମ୍ବର ୧ରୁ ମୁମ୍ବାଇରେ ଖେଳାଯିବ । ଏବେ ଏହି ଟେଷ୍ଟ ପାଇଁ…

ଲକ୍ଷ୍ନୌ ସୁପର ଜ୍ୟାଂଟସରୁ ବିଦା ହୋଇ ପାରନ୍ତି ରାହୁଲ

ଲକ୍ଷ୍ନୌ: ଆଇପିଏଲ ମେଗା ନିଲାମ ପ୍ରକ୍ରିୟା ପୂର୍ବରୁ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ନେଇ ବଡ ଖବର ଆସିଛି । ରିପୋର୍ଟ ମୁତାବକ ଲକ୍ଷ୍ନୌ ଟିମ ମ୍ୟାନେଜମେଂଟ ନିକୋଲସ ପୂରନ, ମୟଙ୍କ ଯାଦବ ଓ ରବି ବିଶ୍ନୋଇଙ୍କୁ ରିଟେନ କରିବ ବୋଲି ଏକପ୍ରକାର ନିଷ୍ପତି ନେଇସାରିଛି । ଏପରିକି ୨୦୨୫ ଆଇପିଏଲରେ ପୂରନ…

ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେନି ଗମ୍ଭୀର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଟିମ ପ୍ରଥମ ୨ଟି ମୁକାବିଲାରେ ଶୋଚନୀୟ ଭାବେ ପରାଜୟବରଣ କରିଛି । ସିରିଜ ହାତଛଡା କରିବା ପରେ କ୍ରିକବିଜର ଏକ ରିପୋର୍ଟ ଅନୁସାରେ ଟିମ ଇଣ୍ଡିଆର ମୂଖ୍ୟ କୋଚ ଗୌତମ ଗମ୍ଭୀର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେନି ।…

ରଣଜୀ ଟ୍ରଫି କ୍ରିକେଟ: ବରୋଦା ନିକଟରୁ ଓଡିଶାର ଇନିଂସ ପରାଜୟ

ଭଦୋଦରା:ଏଠାରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପର ଏକ ମୁକାବିଲାରେ ବରୋଦା ନିକଟରୁ ଓ ଓଡିଶା ଶୋଚନୀୟ ଭାବେ ଇନିଂସ ପରାଜୟବରଣ କରିଛି । ଓଡିଶା ପ୍ରଥମ ଇନିଂସରେ ୧୯୩ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ବରୋଦା ୪୫୬ ରନ କରିଥିଲା । ଅଧିନାୟକ କୃଣାଳ ପାଣ୍ଡ୍ୟା ୧୧୯,…

ରଣଜୀ ଟ୍ରଫି: ଓଡିଶାର ୧୯୩ ରନ ଜବାବରେ ବରୋଦା ୩୫୪/୬

ଭଦୋଦରା: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବରୋଦା ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ବିପକ୍ଷରେ ଭଲ ସ୍ଥିତିରେ ରହିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୧୯୩ ରନ ଜବାବରେ ବରୋଦା ୬ ୱିକେଟ ହରାଇ ୩୫୪ ରନ ସଂଗ୍ରହ କରି ନେଇଛି । ଦଳ ଏବେ ଓଡିଶା ସ୍କୋରଠାରୁ ୧୬୧ ରନ ଆଗରେ ରହିଛି । ଅଧିନାୟକ…

କ୍ଷମା ମାଗିଲେ ମହମ୍ମଦ ସାମୀ

ମୁମ୍ବାଇ: ଆସନ୍ତା ମାସରେ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସେଠାରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭସ୍କର ଟ୍ରଫି ଟେଷ୍ଟ ସିରିଜ ଖେଳାଯିବ । ଏଥିପାଇଁ ଟିମ ଇଣ୍ଡିଆ ତାର ଦଳ ଘୋଷଣା କରିସାରିଛି । ଆଘାତ ସମସ୍ୟା ଯୋଗୁ ପେସ ବୋଲର ମହମ୍ମଦ ସାମୀଙ୍କୁ ଏହି ଗସ୍ତରୁ ବାଦ ଦିଆଯାଇଛି…

କ୍ୟାରିୟରର ଖରାପ ଫର୍ମରେ କିଙ୍ଗ କୋହଲି

ପୁଣେ: ବିରାଟ କୋହଲି ୨୦୦୮ରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେବେଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି । ତେବେ କିଙ୍ଗ କୋହଲି ଆଖ୍ୟା ପାଇଥିବା ଏହି ମହାନ ବ୍ୟାଟ୍ସମ୍ୟାନ ଏବେ କ୍ୟାରିୟରର ସବୁଠାରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତିଚ ୨୦୦୮ରେ କୋହଲି ୫ଟି ମ୍ୟାଚ ଖେଳି ୩୧.୮୦…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇନାଲରେ ପ୍ରବେଶ ପାଇଁ ଭାରତ ନିକଟରେ ଏବେ ବି ରହିଛି ସୁଯୋଗ

ପୁଣେ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଟିମ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିବା ଏବେ ଭାରତ ପାଇଁ କିଛି ମାତ୍ରାରେ କଷ୍ଟକର ହୋଇପଡିଛି । ପରାଜୟ ଯୋଗୁ ଭାରତୀୟ ଟିମର ବିଜୟ ପ୍ରତିଶତ ୬୨.୮୨କୁ ଖସି…