Latest Odisha News

BREAKING NEWS

Browsing Category

ଖେଳ

ବୈଭବଙ୍କ ବିସ୍ଫୋରକ ଶତକରେ ହାରିଲା ୟୁଏଇ

ନୂଆଦିଲ୍ଲୀ: ଏସିଆ କପ ରାଇଜିଂ ଷ୍ଟାର ଟୁର୍ଣ୍ଣାମେଂଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ ବଳରେ ଭାରତ ସହଜରେ ୟୁଏଇକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଏ ଟିମ ୨୯୭ ରନର ବିଶାଳ ସ୍କୋର କରିଥିଲା । ଟି୨୦ କ୍ରିକେଟ ଇତିହାସରେ ଏହା ୫ମ ଦ୍ରୁତ ଶତକ । ବୈଭବ ୩୨ ବଲରେ ଶତକ ହାସଲ…

ସବଜୁନିୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଜାତୀୟ ଚାମ୍ପିଅନସିପରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଏଚପିସି ଆଥଲେଟମାନଙ୍କ…

ଭୁବନେଶ୍ୱର: ଓଡ଼ିଶା ଏଏମ୍/ଏନଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି) ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ସମ୍ପ୍ରତି ଅନୁଷ୍ଠିତ ସବ୍ ଜୁନିଅର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ନ୍ୟାସନାଲ୍ ଚାମ୍ପିଅନସିପ୍ ୨୦୨୫-୨୬ରେ ପ୍ରଭାବୀ ପ୍ରଦର୍ଶନ କରିଛି । ଯେଉଁଠାରେ ଏହାର ଯୁବ…

ନ୍ୟୁଜିଲାଣ୍ଡର ଏହି ବୋଲର ହେଲେ କେକେଆରର ବୋଲିଂ କୋଚ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ପୂର୍ବତନ ପେସ ବୋଲର ଟିମ ସାଉଦି କୋଲକାତା ନାଇଟ ରାଇଡର୍ସର ବୋଲିଂ କୋଚ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ଟିମ ପକ୍ଷରୁ ଖେଳିଛନ୍ତି । ତାଙ୍କ ବୋଲିଂ ଅଭିଜ୍ଞତା କେକେଆରକୁ ଫାଇଦାରେ ରଖିବ ବୋଲି ଆଶା…

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: ପ୍ରଥମ ଦିବସରେ ୧୧ ୱିକେଟର ପତନ

କୋଲକାତା: ସ୍ଥାନୀୟ ଇଡେନ ଗାର୍ଡେନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ୧୧ ୱିକେଟର ପତନ ଘଟିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ ହୋଇ ଯାଇଥିଲା । ଆଇଡେନ ମାର୍କରାମ ଦଳ ପକ୍ଷରୁ ସର୍ବାଧିକ ୩୧ ରନ କରିଥିଲେ…

ଆବୁଧାବିରେ ଏହି ଦିନ ହେବ ଆଇପିଏଲ ମିନି ଅକ୍ସନ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସଂସ୍କରଣ ପୂର୍ବରୁ ମିନି ନିଲାମ କେଉଁଠାରେ ହେବ ତାହା ଜଣାପଡିଛି । କ୍ରିକଇନଫୋରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡିସେମ୍ବର ୧୬ରେ ଆବୁଧାବିରେ ଏହି ନିଲାମ ଆୟୋଜିତ ହେବ । ୨୦୨୪ରେ ପ୍ରଥମ ଥର ଆଇପିଏଲ ନିଲାମ ଦୁବାଇରେ ହୋଇଥିଲା । ଏହା ପରେ ୨୦୨୫…

ଆଇପିଏଲ ଟ୍ରେଡ ଡିଲ: ଲକ୍ଷ୍ନୌର ଶାର୍ଦ୍ଦୁଳ ମୁମ୍ବାଇ ପକ୍ଷରୁ ଖେଳିବେ

ମୁମ୍ବାଇ: ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ପ୍ରଥମ ଟ୍ରେଡ ଡିଲ ହୋଇଛି । ଲକ୍ଷ୍ନୌ ସୁପର ଜ୍ୟାଂଟସର ଶାର୍ଦ୍ଦୁଳ ଠାକୁରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଏହି ଡିଲ ମାଧ୍ୟମରେ ଦଳରେ ସାମିଲ କରିଛି । ଶାର୍ଦ୍ଦୁଳ ଲକ୍ଷ୍ନୌ ଛାଡିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏହି ଟ୍ରେଡ ଡିଲରେ ଖେଳାଳି ଅଦଳ ବଦଳ…

ଇଡେନଗାର୍ଡେନରେ ପ୍ରଥମ ଥର ପାଇଁ ଟେଷ୍ଟ ଖେଳିବେ ଟିମ ଇଣ୍ଡିଆର ୯ଜଣ ଖେଳାଳି

କୋଲକାତା: ଇଡେନଗାର୍ଡେନରେ ନଭେମ୍ବର ୧୪ରୁ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଯିବ । ୬ ବର୍ଷ ପରେ ଭାରତୀୟ ଟିମ ଏଠାରେ ଟେଷ୍ଟ ମ୍ୟାଚ ଖେଳିବ । ବର୍ତମାନର ଟିମ ଇଣ୍ଡିଆରେ କେବଳ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ଏଠାରେ ଟେଷ୍ଟ ଖେଳିଛନ୍ତି । ଅନ୍ୟ…

ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଅପରାଜେୟ, ଭାରତରେ ୧୫ ବର୍ଷ ହେବ ମ୍ୟାଚ ଜିିତିନି

କୋଲକାତା: ଇଡେନଗାର୍ଡେନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ନଭେମ୍ବର ୧୪ରୁ ଖେଳାଯିବ । ଦିଲ୍ଲୀ ବିସ୍ଫୋରଣ ପରେ ଇଡେନ ଗାର୍ଡେନରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି । ଟେମ୍ବା ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା କୌଣସି ଟେଷ୍ଟ ହାରିନି । ଏହି ରେକର୍ଡ ଭ୍ରମଣକାରୀ ଦଳ…

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ଟିମରୁ ରିଲିଜ ହେଲେ ନୀତିଶ

କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପୂର୍ବରୁ ଏକ ବଡ ଖବର ସମ୍ମୁଖକୁ ଆସିଛି । ଉଦୀୟମାନ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ପ୍ରଥମ ଟେଷ୍ଟ ଟିମରୁ ରିଲିଜ କରି ଦିଆଯାଇଛି । ନଭେମ୍ବର ୧୩ରେ ରାଜକୋଟରେ ଭାରତ ଏ ଓ ଦକ୍ଷିଣ ଆଫ୍ରିକା ଏ ମଧ୍ୟରେ ଦିନିକିଆ ସିରିଜ ଖେଳାଯିବ । ସେ…

ଇଡେନ ଗାର୍ଡେନରେ କିପରି ରହିଛି ଟିମ ଇଣ୍ଡିଆର ପ୍ରଦର୍ଶନ

କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ନଭେମ୍ବର ୧୪ରୁ ଇଡେନ ଗାର୍ଡେନରେ ଖେଳାଯିବ । ୬ ବର୍ଷ ପରେ ଭାରତ ଏହି ପିଚରେ ଟେଷ୍ଟ ଖେଳିବାକୁ ଯାଉଛି । ୨୦୧୯ରେ ଟିମ ଇଣ୍ଡିଆ ଶେଷ ଥର ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳିଥିଲା । ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତ ଏହି ସିରିଜରେ ଭଲ…