Latest Odisha News

BREAKING NEWS

Browsing Category

ଖେଳ

Men’s U-18 Asia Cup 2026:ରୋମାଞ୍ଚକର ସେମିଫାଇନାଲରେ ପାକିସ୍ତାନକୁ ହରାଇଲା ଭାରତ; ଫାଇନାଲରେ ଜାପନ ସହ ଫାଇଟ୍..

ନୂଆଦିଲ୍ଲୀ:୧୮ ବର୍ଷରୁ କମ୍ ଏସିଆ କପ୍ ୨୦୨୬ ର ହାଇଭୋଲଟେଜ୍ ସେମିଫାଇନାଲ ମ୍ୟାଚ୍‌ରେ ଭାରତୀୟ ୧୮ ବର୍ଷରୁ କମ୍ ପୁରୁଷ ହକି ଦଳ ରୋମାଞ୍ଚକର ପ୍ରଦର୍ଶନ କରି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରିଛି । ତୃତୀୟ କ୍ୱାର୍ଟର ଶେଷ ପର୍ଯ୍ୟନ୍ତ ୨-୩ରେ ପଛୁଆ ଥିଲା ଭାରତ ।…

ଲର୍ଡସରେ ଆୟୋଜିତ ହେଲା ୧୫୦ତମ ଟେଷ୍ଟ ମ୍ୟାଚ

ଲର୍ଡସ: ନ୍ୟୁଜିଲାଣ୍ଡ ଟିମ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯାଇଛି । ସିରିଜର ପ୍ରଥମ ମ୍ୟାଚ ଜୁନ ୪ରୁ ଲଣ୍ଡନର ଲର୍ଡସ ଗ୍ରାଉଣ୍ଡରେ ଆରମ୍ଭ ହେବ । ଏଥିସହ ଟେଷ୍ଟ କ୍ରିକେଟରେ ସର୍ବାଧିକ ୧୫୦ ମ୍ୟାଚ ଲର୍ଡସ ଗ୍ରାଉଣ୍ଡରେ ଆୟୋଜିତ ହେବ । ୧୮୮୪ରେ ଏହି ଐତିହାସିକ…

କୋହଲିଙ୍କ ଆଘାତ ସମସ୍ୟା ନେଇ ମୁହଁ ଖୋଲିଲା ଟିମ ମ୍ୟାନେଜମେଂଟ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲି ଆଘାତ ସମସ୍ୟା ଯୋଗୁ ଆଫଗାନିସ୍ତାନ ବିପକ୍ଷ ଦିିନିକିଆ ସିରିଜରୁ ଓହରି ଯାଇଛନ୍ତି । ଜୁନ ୧୩ରୁ ଏହି ସିରିଜ ଆରମ୍ଭ ହେବ । ଆଇପିଏଲ ଫାଇନାଲରେ କୋହଲି ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ପୂନର୍ବାର ଚାମ୍ପିୟନ କରାଇଥିଲେ । ତେବେ…

ଫିଫା ବିଶ୍ୱକପ: ୪ ବଡ ଟିମ ଯୋଗ୍ୟତା ହାସଲରେ ବିଫଳ

ନୂଆଦିଲ୍ଲୀ: ୧୨ ଜୁନରୁ ଫିଫ ବିଶ୍ୱକପ ଆରମ୍ଭ ହେବ । ଫୁଟବଲର ଏହି ମେଗା ଇଭେଂଟରେ ଏଥର ୪୮ ଟିମ ଅଂଶଗ୍ରହଣ କରୁଛନ୍ତି । ତେବେ ୪ଟି ବଡ ଟିମ ଏହି ବିଶ୍ୱକପରେ ଖେଳି ନ ପାରିବା ପ୍ରଶଂସକଙ୍କୁ ନିରାଶ କରିଛି । ଆମେରିକା, ମେକ୍ସିକୋ ଓ କାନାଡାରେ ବିଶ୍ୱକପ ଆୟୋଜିତ ହେଉଛି । ନାଇଜେରିଆ, ଡେନମାର୍କ,…

କୋହଲିଙ୍କ ସ୍ଥାନରେ ଖେଳିବେ କି ରିତୁରାଜ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରେ ରିତୁରାଜ ଗାଏକ୍ୱାଡଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯାଇପାରେ । ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ବିରାଟ କୋହଲିଙ୍କ ସ୍ଥାନରେ ରିତୁରାଜଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି । ଆଘାତ ସମସ୍ୟା ଯୋଗୁ କୋହଲି ଏହି ସିରିଜରୁ ଓହରି…

ସୂର୍ଯ୍ୟ କୁମାରଙ୍କୁ ଝଟ୍‌କା; କିଏ ହେବେ ଟି-୨୦ର ନୂଆ କ୍ଯାପଟେନ୍ ?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଟି-୨୦ ଦଳରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଆଗାମୀ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳକୁ ମିଳିପାରେ ଜଣେ ନୂଆ ଅଧିନାୟକ। ଖରାପ ଫର୍ମ ଦେଇ ଗତି କରୁଥିବା ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଏବେ ଜଣେ ଷ୍ଟାର୍ ଖେଳାଳିଙ୍କୁ…

ସୂର୍ଯ୍ୟକୁମାରଙ୍କ ବଦଳରେ କିଏ ହେବ ଟିମ ଇଣ୍ଡିଆର ଟି୨୦ ଅଧିନାୟକ

ନୂଆଦିଲ୍ଲୀ: ଭାରତୀୟ ଟି୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ଚୟନ କମିଟିଙ୍କ ରାଡାରରେ ଆସିଛନ୍ତି । ଆଗାମୀ ଆନ୍ତର୍ଜାତୀୟ ଟି୨୦ ମୁକାବିଲା ପୂର୍ବରୁ ସେ ଅଧିନାୟକ ପଦ ହରାଇବା ଏକପ୍ରକାର ନିଶ୍ଚିତ ହୋଇଛି । ୨୦୨୬ ଟି୨୦ ବିଶ୍ୱକପରେ ଭାରତକୁ ଚାମ୍ପିୟନ କରାଇଥିଲେ ମଧ୍ୟ ଖରାପ ଫର୍ମ…

ଦିନିକିଆ ସିରିଜ: କୋହଲି, ରୋହିତ ୯ରୁ ଆରମ୍ଭ କରିବେ ଅଭ୍ୟାସ

ନୂଆଦିଲ୍ଲୀ: ଆଇପିଏଲ ଶେଷ ହେବା ପରେ ଟିମ ଇଣ୍ଡିଆ ଆନ୍ତର୍ଜାତୀୟ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଜୁନ ୬ରୁ ଆଫଗାନିସ୍ତାନ ବିପକ୍ଷରେ ଘରୋଇ ପରିବେଶରେ ଟେଷ୍ଟ ସିରିଜ ଖେଳିବ । ଏହି ଏକମାତ୍ର ଟେଷ୍ଟ ପରେ ୧୩ ଜୁନରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏଥିପାଇଁ ଦଳର ପ୍ରମୁଖ ଖେଳାଳି…

ନ୍ୟୁଜିଲାଣ୍ଡ ବିପକ୍ଷ ମେଗା ସିରିଜର କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଚଳିତ ବର୍ଷ ଅକ୍ଟୋବରରୁ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ । ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଏହି ମେଗା ସିରିଜ ପାଇଁ କାର୍ଯ୍ୟସୂଚୀର ଘୋଷଣା କରିଛି । ଟିମ ଇଣ୍ଡିଆ ଏହି ଗସ୍ତରେ ୫ଟି ଟି୨୦, ୫ଟି ଦିିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ପ୍ରଥମେ ସୀମିତ ଓଭର…

ହାର୍ଦ୍ଦିକ, ରୋହିତଙ୍କୁ ଫିଟନେସ ଟେଷ୍ଟ ପ୍ରମାଣିତ କରିବାକୁ କହିଲା ବିସିସିଆଇ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ପୂର୍ବରୁ ବିସିସିଆଇ ଦୁଇ ଷ୍ଟାର ଖେଳାଳିଙ୍କୁ ଫିଟନେସ ପ୍ରମାଣ କରିବା ପାଇଁ କହିଛି । ଅନ୍ତିମ ଏକାଦଶରେ ସ୍ଥାନ ପାଇବାକୁ ହେଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ରୋହିତ ଶର୍ମା ସିଓଇରୁ ଫିଟନେସ କ୍ଲିୟରାନ୍ସ ପ୍ରମାଣ…