Latest Odisha News

BREAKING NEWS

Browsing Category

ଖେଳ

ଗମ୍ଭୀର-କୋହଲି ପରସ୍ପର ସହ କଥା ହେଉଛନ୍ତି କି ନାହି କହିଲେ ବ୍ୟାଟିଂ କୋଚ

ନୂଆଦିଲ୍ଲୀ: ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତର ଷ୍ଟାର ଖେଳାଳି ବିରାଟ କୋହଲି ଓ କୋଚ ଗୌତମ ଗମ୍ଭୀର ପରସ୍ପର ସହ କଥା ହେଉ ନାହାନ୍ତି ବୋଲି ଖବର ବେଶ ଭାଇରାଲ ହୋଇଛି । ଏବେ ଏହି ଖବରର ସତ୍ୟତା ନେଇ ବ୍ୟାଟିଂ କୋଚ ସୀତାଂଶୁ କୋଟାକ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହି ଖବର…

ଜୁଲାଇ ୧୯ରେ ଅବସର ନେଇପାରନ୍ତି ରୋହିତ !

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ସ୍ୱପ୍ନ ସାକାର ହୋଇ ନ ପାରେ । ଲର୍ଡସରେ ଜୁଲାଇ ୧୯ରେ ଖେଳାଯିବାକୁ ଥିବା ଦିିନିକିଆ ମ୍ୟାଚ ଅବସରରେ ସେ ଅବସର ନେଇପାରନ୍ତି ବୋଲି ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ବିସିସିଆଇ କିମ୍ବା ରୋହିତଙ୍କ ପକ୍ଷରୁ ଏ ନେଇ…

ସଚିନଙ୍କ ଆଉ ଏକ ରେକର୍ଡକୁ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥ୍‌ାପନ କରିବାରେ ଲାଗିଛନ୍ତି । ସେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ କେତେକ ରେକର୍ଡ ଧ୍ୱସ୍ତ କରିଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ସର୍ବାଧିକ ରନ ସଂଗ୍ରହରେ କୋହଲି ତୃତୀୟ…

ଜାଡେଜାଙ୍କ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ଆଶା ପ୍ରାୟତଃ ଧୂଳିସାତ

ନୂଆଦିଲ୍ଲୀ: ରବୀନ୍ଦ୍ର ଜାଡେଜା ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ଆଶା ଏବେ ବି ରଖିଛନ୍ତି । ତେବେ ତାଙ୍କର ଏହି ଆଶା ପୂରଣ ହେଲା ପରି ଲାଗୁନି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚୟନ କମିଟି ଧୀରେ ଧୀରେ ତାଙ୍କୁ ଅଣଦେଖା କରିବା ଆରମ୍ଭ କରିଛନ୍ତି । ଜାଡେଜାଙ୍କ ସ୍ଥାନରେ…

ଦ୍ୱିତୀୟ ଦିନିକିଆରେ ଖେଳି ନ ପାରନ୍ତି ଶୁଭମନ

ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ସହଜରେ ପରାସ୍ତ କରି ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟ ଦିନିକିଆ କାର୍ଡିଫରେ ଖେଳାଯିବ । ଏହି ମ୍ୟାଚରେ ଗିଲଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପ୍ରଥମ ଦିିନିକିଆରେ ବ୍ୟକ୍ତିଗତ ଭାବେ ୮୦ ରନ…

ଦିନିକିଆ ଓ ଟି୨୦ ବିଶ୍ୱକପରେ ବଡ ଧରଣର ପରିବର୍ତନ କଲା ଆଇସିସି

ନୂଆଦିଲ୍ଲୀ:ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଦିନିକିଆ ଓ ଟି୨୦ ବିଶ୍ୱକପରେ ବଡ ଧରଣର ପରିବର୍ତନ କରିଛି । ଦିନିକିଆ ବିଶ୍ୱକପ ୧୪ ଟିମ ସହିତ ଥ୍ରୀ ଷ୍ଟେଜ ଫର୍ମାଟରେ ଖେଳାଯିବ । ପ୍ରଥମ ଥର ପାଇଁ ସୁପର ୭ ରାଉଣ୍ଡ ଲାଗୁ ହେବ । ଯାହା ଟୁର୍ଣ୍ଣାମେଂଟର ମୂଖ୍ୟ ଆକର୍ଷଣ ହେବ ବୋଲି କୁହାଯାଉଛି ।…

ଭାରତ-ବାଂଲାଦେଶ ସିରିଜ ଉପରେ ସଙ୍କଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ଖେଳାଯାଉଛି । ଏହା ପରେ ଭାରତୀୟ ଟିମ ବାଂଲାଦେଶ ଗସ୍ତରେ ଯିବ । ତେବେ ଏହି ସିରିଜର ଆୟୋଜନ ଉପରେ ସଙ୍କଟ ଦେଖାଦେଇଛି । ଏହି ଗସ୍ତରେ ଟିମ ଇଣ୍ଡିଆ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବ । ବାଂଲାଦେଶ…

ଫିଫା ବିଶ୍ୱକପ ୨୦୨୬ ସେମିଫାଇନାଲ: ୨୦ ବର୍ଷ ପରେ ପରସ୍ପରକୁ ଭେଟିବେ ଫ୍ରାନ୍ସ-ସ୍ପେନ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ ଧୀରେ ଧୀରେ ସମାପନ ଆଡକୁ ଗତି କରୁଛି । ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ଓ ସ୍ପେନ ପରସ୍ପରକୁ ଭେଟିବେ । ୨୦ ବର୍ଷ ପରେ ଫିଫା ବିଶ୍ୱକପରେ ଏହି ଦୁଇ ଟିମ ସାମ୍ନାସାମ୍ନି ହେଉଛନ୍ତି । ୨୦୦୬ରେ ରାଉଣ୍ଡ ଅଫ ୧୬ରେ ଫ୍ରାନ୍ସ ୩-୧ ଗୋଲରେ ସ୍ପେନକୁ ପରାସ୍ତ କରିଥିଲା…

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବୁମରାହଙ୍କ କୀର୍ତିମାନ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ବର୍ମିଂହାମରେ ଆରମ୍ଭ ହୋଇଛି । ପ୍ରଥମ ଦିନିକିଆ ଅବସରରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ୨ଟି କୀର୍ତିମାନ କରିଛନ୍ତି । ବୁମରାହଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ସହାୟତାରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୭.୫ ଓଭରରେ…

କଥା ହେଉ ନାହାନ୍ତି ଗମ୍ଭୀର ଆଉ କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ-ଭାରତ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଯାଇଛି । ତେବେ ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଏକ ବିବାଦୀୟ ଘଟଣା ସମ୍ମୁଖକୁ ଆସିଛି । ଟାଇମ୍ସ ନାଓ ରିପୋର୍ଟ ଅନୁସାରେ କୋଚ ଗୌତମ ଗମ୍ଭୀର ଓ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ପରସ୍ପର କଥା ହେଉ ନାହାନ୍ତି । ଉଭୟ…