Latest Odisha News

BREAKING NEWS

Browsing Category

ଖେଳ

ପୂର୍ବାଂଚଳ ସବ ଜୁନିୟର ହକି ଚାମ୍ପିୟନଶିପ : ପୁରୁଷ ବିଭାଗରେ ଓଡିଶା ଚାମ୍ପିୟନ, ମହିଳାରେ ରନର୍ସଅପ

ଭୁବନେଶ୍ୱର: ହକି ଇଣ୍ଡିଆ ପୂର୍ବାଂଚଳ ସବୁ ଜୁନିୟର ଚାମ୍ପିୟନଶିପରେ ଓଡିଶା ଟିମ ଉଭୟ ପୁରୁଷ ଓ ମହିଳା ବିଭାଗରେ ଚମତ୍କାର ପ୍ରଦର୍ଶନ କରିଛି । ପୁରୁଷ ବିଭାଗରେ ଦଳ ଚାମ୍ପିୟନ ହୋଇଥିବା ବେଳେ ମହିଳା ବିଭାଗରେ ରନର୍ସଅପ ହୋଇଛି । ପୁରୁଷ ବିଭାଗ ଫାଇନାଲ ବେଶ ରୋମାଂଚକ ପୂର୍ଣ୍ଣ ହୋଇଥିଲା ।…

ପ୍ରିକ୍ୱାର୍ଟରରେ ହାରିଲେ ମନିକା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପଦକ ଦାବୀଦାର ବିବେଚନା କରାଯାଉଥିବା ଟେବୁଲ ଟେନିସ ତାରକା ମନିକା ବାତ୍ରା ନିରାଶ କରିଛନ୍ତି । ଏଠାରେ ବୁଧବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ ମୁକାବିଲାରେ ମନିକା ଜାପାନର ହୀରାନୁ ମିଓଙ୍କ ନିକଟରୁ ଏକତରଫା ପରାଜୟବରଣ…

ସିନ୍ଧୁଙ୍କ ସମର୍ଥନରେ ବାହାରିବା ପାଇଁ ଫେକ ଆକାଂଉଟ ଖୋଲିଥିଲେ ମନୁ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଶୁଟର ମନୁ ଭାକର ୨ଟି ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । ସେ ୧୫ ମିଟର ପିସ୍ତଲ ଇଭେଂଟ ଓ ମିକ୍ସଡ ଡବଲରେ ସରବଜିତ ସିଂଙ୍କ ସହ ମିଶି ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏକ ସାକ୍ଷାତକାରରେ ସେ ମଜାଦାର ଘଟଣାର ଖୁଲାସା କରିଛନ୍ତି । ବ୍ୟାଡମିଂଟନ…

ଟେବୁଲ ଟେନିସରେ ଶ୍ରୀଜା ଆକୁଲା ରାଉଣ୍ଡ ଅଫ ୧୬କୁ, ସ୍ୱପ୍ନିଳ ଫାଇନାଲରେ

ନୂଆଦିଲ୍ଲୀ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ମହିଳା ଟେବୁଲ ଟେନିସ ଖେଳାଳି ଶ୍ରୀଜା ଆକୁଲା ରାଉଣ୍ଡ ଅଫ ୧୬ରେ ପ୍ରବେଶ କରିଛନ୍ତି । ସେ ପ୍ରଂଶସନୀୟ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଶ୍ରୀଜା ସିଙ୍ଗାପୁରର ଜେଙ୍ଗ ଜିଆନଙ୍କୁ ପରାସ୍ତ କରିଥିବା ବେଳେ ପରବର୍ତୀ…

ଦୀପିକା, ଲଭଲୀନା, ଲକ୍ଷ୍ୟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ବୁଧବାର ଭାରତର ଲକ୍ଷ୍ୟ ସେନ, ଦୀପିକା କୁମାରୀ ଓ ଲଭଲୀନା ବୋରଗେହନ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ପଦକ ଅଭିମୁଖେ ଅଗ୍ରସର ହୋଇଛନ୍ତି । ପୁରୁଷ ବ୍ୟାଡମିଂଟନ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ବିଶ୍ୱର ୩ ନମ୍ବର ଖେଳାଳି ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ…

ଗମ୍ଭୀର ଯାଦୁ: ଗୋଟିଏ ଦିନରେ ୩ ବ୍ୟାଟ୍ସମ୍ୟାନ ହଠାତ ହୋଇଗଲେ ମ୍ୟାଚ ବିଜୟୀ ବୋଲର

ପାଲ୍ଲେକଲ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ କ୍ଲିନ ସୁଇପ କରିଛି । ଅନ୍ତିମ ଟି୨୦ରେ ଜଣ ନିୟମିତ ବ୍ୟାଟ୍ସମ୍ୟାନଙ୍କ ବୋଲିଂ ବଳରେ ଭାରତ ବିଜୟ ହାସଲ କରିଥିଲା । ଏହା ପଛରେ କୋଚ ଗୌତମ ଗମ୍ଭୀରଙ୍କ ରଣନୀତି ରହିଥିଲା । କୋଚ ଭାବେ…

ଶେଷ ହୋଇଗଲା ଅମିତଙ୍କ ଅଭିଯାନ, ପ୍ରି କ୍ୱାର୍ଟରରେ ପ୍ରୀତି

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ମହିଳା ବକ୍ସର ପ୍ରୀତି ପାୱାର ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ସେ ୪୫ କିଗ୍ରା ବିଭାଗରେ ଭିଏତନାମର ଭୋ ଥି କିମ ଆନହଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ଏଥିସହ ସେ ପ୍ରିକ୍ୱାର୍ଟରରେ ପ୍ରବେଶ କରିଛନ୍ତି । ପୁରୁଷ…

ହକି: ଆୟର୍ଲାଣ୍ଡକୁ ହରାଇଲା ଭାରତ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରଖିଛି । ମଙ୍ଗଳବାର ଭାରତ ୨-୦ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି । ୧୧ତମ ମିନିଟରେ ହରମନପ୍ରୀତ ସିଂ ୧୧ତମ ମିନିଟରେ ପେନାଲ୍ଟି ଷ୍ଟ୍ରୋକ ମାଧ୍ୟମରେ ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ । ୧୯ତମ…

ଭାରତ ପାଇଁ ଅଲିମ୍ପିକ୍ସରେ ଏକାଧିକ ପଦକ ଜିତିଥିବା ଆଥଲେଟ

ପ୍ୟାରିସ: ଶୁଟର ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସରେ ୨ଟି ପଦକ ଜିତି ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ମହିଳା ଭାବେ ଗୋଟିଏ ଅଲିମ୍ପିକ୍ସରେ ଏକାଧିକ ପଦକ ଜିତିଛନ୍ତି । ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ବିଭାଗ ଏବଂ ମିକ୍ସଡ ଇଭେଂଟରେ ସେ ଏହି ସଫଳତା ଅର୍ଜନ କରିଛନ୍ତି । ଭାରତ ପକ୍ଷରୁ…

ଦୁଇଟି ପଦକ, ଅନେକ ରେକର୍ଡ

ନୂଆଦିଲ୍ଲୀ: ମାତ୍ର ତିନି ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ନିରାଶ ହୋଇ ଖାଲି ହାତରେ ଫେରିଥିଲେ ସୁଟର ମନୁ ଭାକର । ମନୁଙ୍କଠାରୁ ପଦକ ଆଶା ରଖିଥିଲେ ଭାରତୀୟ କ୍ରୀଡାପ୍ରେମୀ । କିନ୍ତୁ ଭାଗ୍ୟ ସାହାରା ହେଲା ନାହିଁ । ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ଭାଗ ନେଉଥିବା ବେଳେ ଜାମ୍ ହୋଇଯାଇଥିଲା…