Latest Odisha News

BREAKING NEWS

Browsing Category

ଖେଳ

ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ: ଇତିହାସ ରଚିଲେ ମନୁ, ମନିକା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ଶୁଟର ମନୁ ଭାକର । ୧୦ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଂଟରେ ଭାରତୀୟ ଯୋଡି ମନୁ ଭାକର ଓ ସରବଜିତ ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେମାନେ ଦକ୍ଷିଣ କୋରିଆକୁ ୧୬-୧୦ରେ ପରାସ୍ତ କରିଛନ୍ତି । ଏଥିସହ ମନୁ ପ୍ରଥମ…

ଗୋଟିଏ ପଟେ ଦିଆଯାଉଛି କଣ୍ଡୋମ, ଅନ୍ୟ ପଟେ ରୁମରେ ରହିଛି କାର୍ଡବୋର୍ଡ ବେଡ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଏକ ନୂଆ ବିବାଦ ସମ୍ମୁଖକୁ ଆସିଛି । ଏହି ମେଗା ଇଭେଂଟରେ ୧୧୦୦୦ରୁ ଅଧିକ ଆଥଲେଟ ୩୨ଟି କ୍ରୀଡାରେ ଅଂଶଗ୍ରହଣ କରୁଛନ୍ତି । ଆଥଲେଟମାନେ ଯେତେବେଳେ କ୍ରୀଡା ଭିଲେଜରେ ପଂହଚିଲେ ତାଙ୍କୁ ସ୍ୱାଗତ କରାଯିବା ସହ ସ୍ୱତନ୍ତ୍ର ପ୍ୟାକେଟ ପ୍ରଦାନ କରାଯାଇଥିଲା ।…

ଦିନିକିଆ ସିରିଜ ପାଇଁ ଶ୍ରୀଲଙ୍କାରେ ପଂହଚିଲେ କୋହଲି, ରୋହିତ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପରେ ଭାରତ ଘରୋଇ ଦଳ ସହ ଦିନିକିଆ କ୍ରିକେଟ ସିରିଜ ଖେଳିବ । ଏହି ସିରିଜରେ ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇତି ମଧ୍ୟରେ ଶ୍ରୀଲଙ୍କାରେ ପଂହଚିଛନ୍ତି । ସୂଚନାଯୋଗ୍ୟ, ରୋହିତ ଏବଂ କୋହଲି ଆନ୍ତର୍ଜାତୀୟ ଟି୨୦ରୁ…

କ୍ୱାର୍ଟରରେ ପ୍ରବେଶ କରି ଇତିହାସ ରଚିଲେ ସାଇରାଜ-ଚିରାଗ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଂଟନ ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଇତିହାସ ରଚିଛନ୍ତି । ପୁରୁଷ ଡବଲ୍ସ ବିଭାଗର କ୍ୱାର୍ଟରରେ ପ୍ରବେଶ କରି ସେମାନେ ଏହି ସଫଳତା ହାସଲ ରଚିଛନ୍ତି । ବିଶ୍ୱର ୩ ନମ୍ବର ଯୋଡି ଲୁକାସ କୋର୍ଭି ଓ ରୋନାନ…

ଭାରତରେ ହେବ ୨୦୨୫ ଟି୨୦ ପୁରୁଷ ଏସିଆ କପ କ୍ରିକେଟ

ନୂଆଦିଲ୍ଲୀ: ଭାରତ ୨୦୨୫ ଟି୨୦ ପୁରୁଷ ଏସିଆ କପ କ୍ରିକେଟ ଆୟୋଜନ କରିବ । ବାଂଲାଦେଶ ୨୦୨୭ରେ ଏହାର ୫୦ ଓଭାର ଫର୍ମାଟ ମୁକାବିଲାର ଆୟୋଜକ ହେବ । ପାକିସ୍ତାନ ଓ ଶ୍ରୀଲଙ୍କା ୨୦୨୩ ଏସିଆ କପ ମିଳିତ ଭାବେ ଆୟୋଜନ କରିଥିଲେ । ଏଥିରେ ଭାରତ ଚାମ୍ପିୟନ ହୋଇଥିଲା । ୧୯୯୦ରେ ଭାରତ ଏସିଆ କପ ଆୟୋଜନ…

ମନୁ ଭାକର: ଟୋକିଓ ନିରାଶାରୁ ପୋଡିୟମ ଫିନିସ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଖାତା ଖୋଲି ଐତିହାସିକ ସଫଳତା ହାସଲ କରିଛନ୍ତି ମନୁ ଭାକର । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ବ୍ରୋଞ୍ଜ ମନୁଙ୍କ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ସଫଳତା। ମନୁଙ୍କ ବ୍ରୋଞ୍ଜ ହେଉଛି ଦୀର୍ଘ ୧୨ ବର୍ଷ ପରେ ଅଲିମ୍ପିକ୍ସ ସୁଟିଂରେ ଭାରତର…

ମୋର୍କେଲ ହୋଇ ପାରନ୍ତି ଭାରତୀୟ କ୍ରିକେଟ ଟିମର ବୋଲିଂ କୋଚ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ସିରିଜ ପରେ ଭାରତୀୟ କ୍ରିକେଟ ଟିମକୁ ନୂଆ ବୋଲିଂ କୋଚ ମିଳିବେ । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ମୋର୍ଣ୍ଣେ ମୋର୍କେଲଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯିବ ବୋଲି କ୍ରିକବଜରେ ରିପୋର୍ଟ ପ୍ରକାଶ ପାଇଛି । କୋଚ ଗୌତମ ଗମ୍ଭୀରଙ୍କ ଅନୁରୋଧ ରକ୍ଷା…

ହକିରେ ରିଓ ଗେମ୍ସ ଚାମ୍ପିୟନ ସହ ମ୍ୟାଚ ଡ୍ର ରଖିଲା ଭାରତ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ ଦ୍ୱିତୀୟ ମୁକାବିଲାରେ ଆର୍ଜେଂଟିନା ସହ ମ୍ୟାଚ ଡ୍ର ରଖିଛନ୍ତି । ରିଓ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଂଟିନା ଓ ଭାରତ ମଧ୍ୟରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ୧-୧ରେ ଡ୍ର ରହିଥିଲା । ପ୍ରଥମରୁ ଆର୍ଜେଂଟିନା…

ବଲିଉଡ୍ ଷ୍ଟାର– କ୍ରିକେଟରଙ୍କ ଲଭ୍ ଷ୍ଟୋରି

ମୁମ୍ବାଇ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ଏବେ ବଲିଉଡ୍ ଡିଭା ଅନନ୍ୟା ପାଣ୍ଡେଙ୍କ ସହ ଯୋଡାଯାଉଛି । ଉଭୟଙ୍କ ମଧ୍ୟରେ ଲଭ୍ ଓ ରୋମାନ୍ସ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରସୋର । ତେବେ ଏହା ପ୍ରଥମ ନୁହେଁ । ବଲିଉଡ୍ ସୁନ୍ଦରୀଙ୍କ ସହ କ୍ରିକେଟରଙ୍କ ପ୍ରେମ ଓ ପ୍ରଣୟର ଉଦାହରଣ ଅନେକ…

ମେଡାଲ୍ ହାତେଇବାରୁ ଅଳ୍ପକେ ବର୍ତ୍ତିଲେ ଅର୍ଜୁନ ବବୁତା

ପ୍ୟାରିସ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ସୋମବାର ଦିନ ସୁଟିଂରେ ଭାରତର ପଦକ ପାଇବା ଆଶା ମଉଳି ଯାଇଛି। ଭାରତର ଅର୍ଜୁନ ବବୁତା ପୁରୁଷ ୧୦ମିଟର ଏୟାର ରାଇଫଲରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଅର୍ଜୁନ କ୍ରମାଗତ ଭାବରେ ଟପ୍ -୩ ରେ ରହିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ସେ ନିଜର ଲକ୍ଷ୍ଯ…