Latest Odisha News

BREAKING NEWS

Browsing Category

ଖେଳ

ଡବ୍ଲ୍ୟୁପିଏଲ: ଫ୍ରାଂଚାଇଜର ଘୋଷଣା କଲେ ରିଟେନଶନ ଖେଳାଳିଙ୍କ ତାଲିକା

ନୂଆଦିଲ୍ଲୀ: ଓମେନ୍ସ ପ୍ରିମିୟର ଲିଗ ୨୦୨୬ ପାଇଁ ଗୁରୁବାର ଫ୍ରାଂଚାଇଜରମାନେ ସେମାନଙ୍କ ରିଟେନଶନ ଖେଳାଳି ତାଲିକାଙ୍କ ନାମ ଘୋଷଣା କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ଦୀପ୍ତି ଶର୍ମା ଓ ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି ଲୌରା ଭୋଲଭର୍ଟଙ୍କୁ ସେମାନଙ୍କ…

ଅଷ୍ଟ୍ରେଲିଆକୁ ୪୮ ରନରେ ହରାଇଲା ଭାରତ, ସିରିଜରେ ୨-୧ରେ ଅଗ୍ରଣୀ

ଗୋଲ୍ଡ କୋଷ୍ଟ: ଏଠାରେ ଅନୁଷ୍ଠିତ ୪ର୍ଥ ଟି୨୦ ମ୍ୟାଚରେ ଭାରତ ୪୮ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ପ୍ରଥମ ଟି୨୦ ବର୍ଷା ଯୋଗୁ ବାତିଲ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ୱିକେଟ…

ମହିଳା କ୍ରିକେଟର ସଫଳତା ପଛରେ ରହିଛି ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଭାରତୀୟ ମହିଳା କ୍ରିକେଟ ଟିମ ବିଶ୍ୱ ଚାମ୍ପିୟନ ହୋଇଛି । ଯେଉଁ ମହିଳା ଟିମର ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମ ଫାଙ୍କା ରହୁଥିଲା ଏବେ ତାହା ପୂର୍ଣ୍ଣ ହୋଇଥିଲା । ପଡିଆରେ ସମର୍ଥକଙ୍କ ଉପସ୍ଥିତି ଖେଳାଳିଙ୍କ ମନୋବଳ ବଢ଼ାଇଥାଏ ଓ ଉତ୍ସାହିତ କରିଥାଏ । ଏହି ସବୁ ପଛରେ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଫେରିଲେ ପନ୍ତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ଟେଷ୍ଟ ସିରିଜ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଶୁଭମନ ଗିଲଙ୍କ ନେତୃତ୍ୱରେ ଘୋଷିତ ଦଳରେ ଷ୍ଟାର ୱିକେଟକିପର ରିଷଭ ପନ୍ତ ଫେରିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ ଟିମଠାରୁ ଦୂରେଇ ରହିଥିଲେ । ତାଙ୍କୁ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ହେବ ଏହି ଷ୍ଟାର ଖେଳାଳିଙ୍କ ଏଂଟ୍ରି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପରେ ଭାରତୀୟ କ୍ରିକେଟ ଟିମ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ନଭେମ୍ବର ୧୪ରୁ ଏହି ୨ ମ୍ୟାଚ ବିଶିଷ୍ଟ ସିରିଜ ଆରମ୍ଭ ହେବ । ଆଘାତପ୍ରାପ୍ତ ଷ୍ଟାର ଖେଳାଳି ରିଷଭ ପନ୍ତ ଏହି ସିରିଜରେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି ।…

ଆଶେସ ସିରିଜ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଦଳ

ପର୍ଥ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୧ରୁ ଆଶେସ କ୍ରିକେଟ ସିରିଜ ଆରମ୍ଭ ହେବ । ଷ୍ଟିଭ ସ୍ମିଥଙ୍କ ନେତୃତ୍ୱରେ ପ୍ରଥମ ଟେଷ୍ଟ ପାଇଁ ୧୫ ଜଣିଆ ଦଳର ଘୋଷଣା କରାଯାଇଛି । ନଭେମ୍ବର ୨୧ରୁ ପର୍ଥରେ ପ୍ରଥମ ଟେଷ୍ଟ ଖେଳାଯିବ । ଏହା ପରେ ବ୍ରିସବେନ, ଆଡିଲେଡ, ମେଲବୋର୍ଣ୍ଣ ଓ ସିଡନୀରେ…

ଖାଲିରେ କୋହଲିଙ୍କୁ କିଙ୍ଗ କୁହାଯାଏନି

ନୂଆଦିଲ୍ଲୀ: ୨୦୦୮ ଅଗଷ୍ଟରେ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଏହି ମ୍ୟାଚ ଦାମ୍ବୁଲାରେ ଖେଳା ଯାଇଥିଲା । ସେତେବେଳେ କୋହଲିଙ୍କୁ ୨୦ ବର୍ଷ ହୋଇଥିଲା । ଏବେ କୋହଲି ନିଜ ପ୍ରଦର୍ଶନ ବଳରେ ବିଶ୍ୱ କ୍ରିକେଟରେ କିଙ୍ଗ ଭାବେ ପରିଚିତ ।…

ଅଭିଷେକ, ଶୁଭମନଙ୍କ ଉପରେ ରାଗିଲେ ଯୁବରାଜ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟି୨୦ କ୍ରିକେଟ ମ୍ୟାଚ ନଭେମ୍ବର ୬ରେ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିରେ ରହିଛି । ଏହା ମଧ୍ୟରେ ଭାରତୀୟ କ୍ରିକେଟର ଦୁଇ ଯୁବ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଓ ଶୁଭମନ ଗିଲ ଗୋଲ୍ଡ କୋଷ୍ଟ ସମୂଦ୍ର କୂଳରେ ମଜା କରୁଥିବା…

ଏସିଆ କପ ବିବାଦ: ବାସନ୍ଦ ହେଲେ ହ୍ୟାରିଶ ରୌଫ, ସୂର୍ଯ୍ୟକୁମାରଙ୍କୁ ଜରିମାନା

ଦୁବାଇ: ଏସିଆ କପ ବିବାଦ ନେଇ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପାକିସ୍ତାନର ପେସ ବୋଲର ହ୍ୟାରିସ ରୌଫଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହ୍ୟାରିଶଙ୍କୁ ୨ଟି ମ୍ୟାଚରୁ ବାସନ୍ଦ କରାଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେୁ ନଭେମ୍ବର ୪ ଓ ୬ରେ ହେବାକୁ ଥିବା ମ୍ୟାଚରେ ସେ…

ଏଲଏ ୨୦୨୮ ଅଲିମ୍ପିକ୍ସ: ୱେଟଲିଫ୍ଟିଂରୁ ହଟିଲା ୪୯ କିଗ୍ରା ୱେଟ କାଟାଗୋରୀ, ମୀରାବାଇ ନିରାଶ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ପଦକ ବିଜେତା ୱେଟଲିଫ୍ଟର ମୀରାବାଈ ଚାନୁଙ୍କୁ ଶକ୍ତ ଝଟକା ଲାଗିଛି । ଏଲଏ ୨୦୨୮ ଅଲିମ୍ପିକ୍ସ ଗେମ୍ସରେ ୱେଟଲିଫ୍ଟିଂର ୪୯ କିଗ୍ରା କାଟାଗୋରୀକୁ ହଟେଇ ଦିଆଯାଇଛି । ମଙ୍ଗଳବାର ଆୟୋଜକ କମିଟି ପକ୍ଷରୁ ଅପଡେଟ ବଡିୱେଟ କାଟାଗୋରୀ ଜାରୀ କରାଯାଇଥିଲା । ମୀରବାଇ ଏହି…