Latest Odisha News

BREAKING NEWS

Browsing Category

ଖେଳ

IPL 2026: ଗୁଜୁରାଟ ଟାଇଟନ୍ସ ବସରେ ନିଆଁ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ ଫାଇନାଲରେ ପରାଜୟ ପରେ ଗୁଜୁରାଟ ଟାଇଟନ୍ସ ଦଳ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ଟାଇଟଲ୍ ମ୍ୟାଚ୍ ହାରିବା ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ହୋଟେଲକୁ ଫେରୁଥିବା ସମୟରେ ଦଳର ବସରେ ହଠାତ୍ ନିଆଁ ଲାଗିଯାଇଥିଲା। ଯାହା ଫଳରେ…

ଆଇପିଏଲ ୨୦୨୬ ପୁରସ୍କାର ରାଶି ଘୋଷଣା: ଆରସିବି ଓ ଗୁଜରାଟ ଟାଇଟନ୍ସ କେତେ ଟଙ୍କା ପାଇଲେ?

ଅହମଦାବାଦ: ଆଇପିଏଲ ୨୦୨୬ର ଫାଇନାଲ ମ୍ୟାଚ ପାଇଁ କ୍ରିକେଟ ପ୍ରେମୀଙ୍କ ଉତ୍ସାହ ଜବରଦସ୍ତ ଥିଲା। ଚଳିତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରତିପକ୍ଷ ଦଳ ଗୁଜରାଟ ଟାଇଟନ୍ସକୁ ହରାଇ ଲଗାତର ଦ୍ୱିତୀୟ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି। ତେବେ ଏହି ଲଢ଼େଇ କେବଳ ଟ୍ରଫି ପାଇଁ ନୁହେଁ ବରଂ…

କୋହଲିଙ୍କ ମ୍ୟାଚ ବିଜୟୀ ଅର୍ଦ୍ଧଶତକ: ବେଙ୍ଗାଲୁରକୁ କ୍ରମାଗତ ଦ୍ୱିତୀୟ ଟାଇଟଲ

ଅହମ୍ମଦାବାଦ: ବିରାଟ କୋହଲିଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୫ ୱିକେଟରେ ଗୁଜରାଟ ଟାଇଟାନ୍ସକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆଇପିଏଲ ଟାଇଟଲ ହାସଲ କରିଛି । ଗତ ସଂସ୍କରଣରେ ଆରସିବି ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା । ଫାଇନାଲରେ ଗୁଜରାଟ ପ୍ରଥମେ…

ସିଙ୍ଗାପୁର ଓପନ: ସାତ୍ୱିକସାଇରାଜ-ଚିରାଗଙ୍କୁ ଟାଇଟଲ

ନୂଆଦିଲ୍ଲୀ: ଭାରତର ପୁରୁଷ ଡବଲ୍ସ ବ୍ୟାଡମିଂଟନ ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ବିଡବ୍ଲ୍ୟୁଏଫ ସିଙ୍ଗାପୁର ଓପନ ସୁପର ୭୫୦ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେମାନେ ଇଣ୍ଡୋନେସିଆର ଫଜର ଆଇଫାନ ଓ ମହମ୍ମଦ ଫିକିରିଙ୍କ ବିପକ୍ଷରେ ସେମାନେ ଚମତ୍କାର ପ୍ରଦର୍ଶନ ଏହି…

କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତିଙ୍କ ପରଲୋକ 

ଭୁବନେଶ୍ଵର: ପୂର୍ବତନ ଖେଳାଳି, ବିଶିଷ୍ଟ କ୍ରୀଡ଼ା ପ୍ରଶାସକ ତଥା କ୍ରୀଡ଼ା ସ୍ତମ୍ଭକାର ଅଶୋକ ମହାନ୍ତିଙ୍କ ଶନିବାର ଦେହାନ୍ତ ହୋଇଛି। ଯିଏକି ଡୁଲୁ ଭାଇ ଭାବେ ଖୁବ୍ ପରିଚିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବେଳେ ଶନିବାର…

ଏସିଆନ ଗେମ୍ସ: ମହିଳା କ୍ରିକେଟ ପାଇଁ ଚୂଡାନ୍ତ ହେଲା ସମସ୍ତ ଟିମ

ଟୋକିଓ: ଜାପାନରେ ଚଳିତ ବର୍ଷ ଏସିଆନ ଗେମ୍ସ ଆୟୋଜିତ ହେବ । ଦୀର୍ଘ ଦିନ ପରେ କ୍ରିକେଟକୁ ସାମିଲ କରାଯାଇଛି । ପୁରୁଷ ଟିମରେ ୧୦ ଏବଂ ମହିଳାରେ ୮ଟି ଟିମ ଅଂଶଗ୍ରହଣ କରିବେ । ଟି୨୦ ଫର୍ମାଟରେ ମୁକାବିଲା ଆୟୋଜିତ ହେବ । ରବିବାର ମହିଳା ବିଭାଗର ସମସ୍ତ ୮ଟି ଟିମ ଚୂଡାନ୍ତ ହୋଇଛନ୍ତି । ୧୭…

ଫିଲ୍ମ କରିବେ ବୈଭବ ସୂର୍ଯ୍ୟବଂଶୀ, ଏଭଳି ପୋଷ୍ଟ କଲେ ଶେଖର କପୁର

ମୁମ୍ବାଇ: ପ୍ରବୀଣ ଚଳଚ୍ଚିତ୍ର ନିର୍ମାତା ଶେଖର କପୁର ତାଙ୍କ ଆଗାମୀ ଚଳଚ୍ଚିତ୍ର "ମାସୁମ: ଦି ନ୍ୟୁ ଜେନେରେସନ" ପାଇଁ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁସାରେ କିମ୍ବଦନ୍ତୀ ସଙ୍ଗୀତଜ୍ଞ ଏ.ଆର. ରହମାନ ଏହି ଚଳଚ୍ଚିତ୍ର ପାଇଁ ସଙ୍ଗୀତ ରଚନା କରିବେ। ଏବେ ଶେଖର କପୁର ଯୁବ କ୍ରିକେଟର ବୈଭବ…

ଆଇପିଏଲକୁ ନେଇ ସଚିନ ତେନ୍ଦୁଲକରଙ୍କ ପ୍ରସ୍ତାବ ଗ୍ରହଣ କରିବ କି ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲରେ ରୋମାଂଚ କମିବାରେ ଲାଗିଛି । ଛୋଟ ଗ୍ରାଉଣ୍ଡ ଓ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବା ପିଚ ଯୋଗୁ ବୋଲରଙ୍କ ପ୍ରଭାବ କମିବାରେ ଲାଗିଛି । ବ୍ୟାଟ ଏବଂ ବଲରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ନ ମିଳିବା ପ୍ରଶଂସକଙ୍କୁ ନିରାଶ କରୁଛି । ଇତି ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ…

ଆଇପିଏଲ ଫାଇନାଲ: ହୋଟେଲରୁ ଆରମ୍ଭ କରି ସବୁ କିଛି ଆକାଶ ଛୁଆଁ

ଅହମ୍ମଦାବାଦ: ଆଇପିଏଲ୨୦୨୬ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ । ଫାଇନାଲ ମ୍ୟାଚ ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରଶଂସକ ଉତ୍କଣ୍ଠା ଏବଂ ଗହଳି ଯୋଗୁ ଅହମ୍ମଦାବାଦରେ ହୋଟେଲ ରୁମରୁ ଆରମ୍ଭ…

ଏସିଆନ ଗେମ୍ସ ଟ୍ରାଏଲରେ ହାରିଗଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ଓ ଅଲିମ୍ପିଆନ ରେସଲର ଭିନେଶ ଫୋଗଟ ଏସିଆନ ଗେମ୍ସ ଟ୍ରାୟଲ୍ସରେ ହାରି ଯାଇଛନ୍ତି । ବିବାଦୀୟ ପରିସ୍ଥିତିରେ ଭିନେଶଙ୍କୁ ଏହି ଟ୍ରାଏଲ୍ସରେ ଅଂଶଗ୍ରହଣ କରିବା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଥିଲେ । ୫୩ କିଲୋଗ୍ରାମ ମହିଳା ବିଭାଗରେ ଭିନେଶଙ୍କୁ ଏସିଆନ…