Latest Odisha News

BREAKING NEWS

Browsing Category

ଖେଳ

ସେଣ୍ଟ୍ରାଲ ଏସିଆନ ହ୍ୟାଣ୍ଡବଲରେ ଭାରତକୁ ବ୍ରୋଞ୍ଜ

ଭୁବବେଶ୍ବର: ଉଜବେକି ସ୍ଥାନର ସମରକାନ୍ଦରେ ୩୦ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସେଣ୍ଟ୍ରାଲ ଏସିଆନ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଭାରତ ବ୍ରୋଞ୍ଜ ପଦକ ସଫଳତା ହାସଲ କରିଛି । ପଦକ ଲଢେଇରେ ଭାରତ ୨୫-୨୦ ଗୋଲରେ କାଜାକିସ୍ଥାନକୁ ପରାଜିତ କରି ତୃତୀୟ ସ୍ଥାନ ହାସଲ କରିଥିଲା । ଏହି…

ଚେନ୍ନାଇର ହ୍ୟାଟ୍ରିକ ପରାଜୟ: ଟିମ ଡେଭିଡ, ପାଡିକଲଙ୍କ ବିସ୍ଫୋରକ ବ୍ୟାଟିଂ

ବେଙ୍ଗାଲୁର: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ରବିବାର ରୟାଲ ଚ୍ୟାଲେଞ୍ଜର୍ସ ନିକଟରୁ ଚେନ୍ନାଇ ୪୩ ରନରେ ପରାଜିତ ହୋଇଛି । ଚଳିତ ସଂସ୍କରଣରେ ଚେନ୍ନାଇର ଏହା ହ୍ୟାଟ୍ରିକ ପରାଜୟ । ଅପରପକ୍ଷରେ ବେଙ୍ଗାଲୁର କ୍ରମାଗତ ୨ଟି ମ୍ୟାଚରେ ବିଜୟୀ ହୋଇଛି ।…

ଧୋନୀ କେବେ ଖେଳିବେ କହିଲେ ରିତୁରାଜ

ଚେନ୍ନାଇ: ଆଇପିଏଲ ୨୦୨୬ର ରୋମାଂଚ ବଢ଼ିବାରେ ଲାଗିଛି । ଚେନ୍ନାଇ ସୁପର କିଙ୍ଗସ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଛି । ରିତୁରାଜ ଗାଏକ୍ୱାଡଙ୍କ ନେତୃତ୍ୱରେ ଦଳ ଏ ପର୍ଯ୍ୟନ୍ତ ବିଜୟ ହାସଲ କରିପାରିନି । ଅପରପକ୍ଷରେ ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତି ଦଳକୁ ଅସୁବିଧାରେ ପକାଇଛି । ଧୋନୀ…

ହାଇଦ୍ରାବାଦକୁ ହରାଇଲା ଲକ୍ଷ୍ନୌ: ପନ୍ତଙ୍କ ଅର୍ଦ୍ଧଶତକ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ପ୍ରଥମ ବିଜୟ ହାସଲ କରିଛି । ରବିବାର ଅନୁଷ୍ଠିତ ମ୍ୟାଚରେ ରିଷଭ ପନ୍ତଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ଲକ୍ଷ୍ନୌ ୫ ୱିକେଟରେ ହାଇଦ୍ରାବାଦକୁ ପରାସ୍ତ କରିଛି । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ବିନିମୟରେ ୧୫୬ ରନ…

୧୪ ମ୍ୟାଚରେ ୬ ଥର ଶୂନରେ ଆଉଟ ହେଲେଣି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: କ୍ରିକେଟରେ ଜଣେ ଖେଳାଳିଙ୍କ ଫର୍ମ କ୍ୟାରିୟରକୁ ପ୍ରଭାବିତ କରିଥାଏ । ଭଲ ଖେଳାଳି ହେବା ସତ୍ୱେ ଖରାପ ଫର୍ମ ଅନେକ ବଡ କ୍ରିକେଟରଙ୍କ କ୍ୟାରିୟର ଶେଷ କରି ଦେଇଛି । ଭାରତର ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମାଙ୍କ ଫର୍ମ ଭଲ ରହୁ ନାହିଁ । ଟି୨୦ କ୍ରିକେଟରେ ସେ ଏବେ ୧୪…

ରିଜଭିଙ୍କ ବିସ୍ଫୋରକ ବ୍ୟାଟିଂ: ମୁମ୍ବାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ମ୍ୟାଚରେ ସମୀର ରିଜଭିଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୬୨ ରନ କରିଥିଲା । ରୋହିତ ଶର୍ମା ୩୫ ଓ…

ଫିଟନେସ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଯିବେ କୁମିନ୍ସ

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପ୍ୟାଟ କୁମିନ୍ସ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଅଷ୍ଟ୍ରେଲିଆର ଏହି ଷ୍ଟାର ଖେଳାଳି ଆଘାତ ସମସ୍ୟା ଯୋଗୁ ଏବେ ଆଇପିଏଲର କେତେକ ମ୍ୟାଚରୁ ଓହରି ଯାଇଛନ୍ତି । ଏପ୍ରିଲର ତୃତୀୟ ସପ୍ତାହ ଆଡକୁ ସେ ଭାରତ ଆସିବେ । ଅଷ୍ଟ୍ରେଲିଆର ତାଙ୍କ ଫିଟନେସ…

ଯୁବିଙ୍କ ବଡ ଖୁଲାସା: ଅଧିନାୟକ, କୋଚ ସ୍ପଷ୍ଟ କରି ନ ଥିଲେ ମୋତେ ଟିମରେ ନିଆଯିବ କି ନାହିଁ

ନୂଆଦିଲ୍ଲୀ: ୨୦୧୧ ବିଶ୍ୱକପ ହୀରୋ ଯୁବରାଜ ସିଂ ଏକ ସାକ୍ଷାତକାରରେ କେତେକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି । ମୁଁ ଜଣେ ସିନିୟର ଖେଳାଳି ହେବା ସତ୍ୱେ କ୍ୟାରିୟରର ଶେଷ ଭାଗରେ ଟିମରେ ନିଆଯିବ କି ନାହିଁ ସେ ନେଇ କୋଚ କିମ୍ବା ଅଧିନାୟକ ଖୁଲାସା କରି ନ ଥିଲେ । ଯୁବରାଜଙ୍କ ଏହି ବୟାନ ଏବେ ବେଶ…

ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ

ଚେନ୍ନାଇ: ଚଳିତ ଆଇପିଏଲରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଶ୍ରେୟାଶ ଆୟାର ଓ ପ୍ରଭସିମ୍ରନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗସ ୫ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ଚେନ୍ନାଇର ଏହା କ୍ରମାଗତ ଦ୍ୱିତୀୟ ପରାଜୟ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୫…

ଅଧିନାୟକ ପଦ ହରାଇବେ କି ରାହାଣେ

କୋଲକାତା: କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଅଜିଙ୍କ୍ୟ ରାହାଣେ ତାଙ୍କ ଅଧିନାୟକ ପଦ ହରାଇବା ନେଇ ସୋସିଆଲ ମିଡିଆରେ ବିଭିନ୍ନ ରିପୋର୍ଟମାନ ପ୍ରକାଶ ପାଇବାରେ ଲାଗିଛି । ରାହାଣେଙ୍କ ବଦଳରେ ରିଙ୍କୁ ସିଂଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯିବା ନେଇ ଆଲୋଚନା ହେଉଛି । ମୁମ୍ବାଇ ବିପକ୍ଷ…