Latest Odisha News

BREAKING NEWS

Browsing Category

ଖେଳ

ହାଇଦ୍ରାବାଦକୁ ୭ ୱିକେଟରେ ହରାଇଲା ଗୁଜରାଟ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ରବିବାର ପ୍ରଥମ ମୁକାବିଲାରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଡେଭିଡ ମିଲର ଶେଷ ଓଭରରେ ଛକା ମାରି ଦଳକୁ ବିଜୟୀ କରାଇଥିଲେ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୮ ୱିକେଟ ବିନିମୟରେ ୧୬୨ ରନ କରିଥିଲା । କୌଣସି…

ଆଇପିଏଲରେ ଦ୍ରୁତ ବଲ ପକାଇଥିବା ୫ ବୋଲର

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ଯୁବ ପେସ ବୋଲର ମୟଙ୍କ ଯାଦବ ଦ୍ରୁତ ବଲ ପକାଇ ଚହଳ ସୃଷ୍ଟି କରିଛନ୍ତି । ପଦାର୍ପଣ ଆଇପିଏଲରେ ସେ ପଞ୍ଜାବ କିଙ୍ଗସ ବିପକ୍ଷରେ ୧୫୫.୮ ପ୍ରତି ଘଂଟା ବେଗରେ ବଲ ପକାଇଥିଲେ । ଆଇପିଏଲ ଇତିହାସରେ ଏହା ୫ମ ଦ୍ରୁତ ବଲ ।…

୪୪ ବର୍ଷ ବୟସରେ ଏଟିପି ମାଷ୍ଟର୍ସ ଟାଇଟଲ ଜିତି ଇତିହାସ ରଚିଲେ ବୋପାନ୍ନା

ମାୟାମି: ଭାରତର ଟେନିସ ଷ୍ଟାର ରୋହନ ବୋପାନ୍ନା ମାୟାମି ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତି ଇତିହାସ ରଚିଛନ୍ତି । ୪୪ ବର୍ଷ ବୟସରେ ଏଟିପି ମାଷ୍ଟର୍ସ ୧୦୦୦ ଜିତିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି । ନିଜ ରେକର୍ଡ ସେ ନିଜେ ଭାଙ୍ଗିଛନ୍ତି । ଗତ ବର୍ଷ ଇଣ୍ଡିଆନ ୱେଲ୍ସ ଜିତି ସେ ଏହି ରେକର୍ଡ…

ରୋହିତଙ୍କୁ ହାତୀ ସହିତ ତୁଳନା କଲେ ସିଦ୍ଧୁ

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ନଭଜୋତ ସିଂ ସିଦ୍ଧୁ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କୂ ଭୂୟସୀ ପ୍ରଶଂସା କରିଛନ୍ତି । ଚଳିତ ଆଇପିଏଲରେ ରୋହିତଙ୍କୁ ହଟେଇ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି । ତେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୋହିତଙ୍କ…

ଟି୨୦ ବିଶ୍ୱକପ: ଏପ୍ରିଲ ଶେଷ ଭାଗରେ ଘୋଷଣା ହୋଇପାରେ ଭାରତୀୟ ଦଳ

ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଟିମର ଘୋଷଣା ଏପ୍ରିଲ ଶେଷ ଭାଗରେ ହୋଇପାରେ । ୧୫ ସଦସ୍ୟ ବିଶିଷ୍ଟ ଟିମ ତାଲିକା ଆଇସିସି ନିକଟରୁ ମେ ୧ ମଧ୍ୟରେ ପଠାଇବାକୁ ହେବ । ମେ ୨୫ ସୁଦ୍ଧା ପ୍ରତ୍ୟେକ ଟିମକୁ ଖେଳାଳି ପରିବର୍ତନ କରିବା…

ରିଙ୍କୁଙ୍କୁ ବ୍ୟାଟ ଉପହାର ଦେଲେ କୋହଲି

ବେଙ୍ଗାଲୁର: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି କୋଲକାତା ନାଇଟ ରାଇଡର୍ସର ବିସ୍ଫୋଟକ ଯୁବ ଖେଳାଳି ରିଙ୍କୁ ସିଂଙ୍କୁ ବ୍ୟାଟ ଉପହାର ଦେଇଛନ୍ତି । କୋହଲି ତାଙ୍କୁ ନିଜର ୱିଲୋ ବ୍ୟାଟ ଦେବା ମାତ୍ରେ ରିଙ୍କୁ ଖୁସୀରେ ଗଦଗଦ ହୋଇ ଯାଇଥିଲେ । ଶୁକ୍ରବାର…

ଯାହା ଭାବୁଥିଲେ ତାର ବୀପରିତ ହେଲା: ଗମ୍ଭୀର-କୋହଲି ବନ୍ଧୁ ହୋଇଗଲେ ପୂନର୍ବାର

ବେଙ୍ଗାଲୁର: ଆଇପିଏଲର ଗତ ସଂସ୍କରଣରେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ବିବାଦ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ନବୀନ ଉଲ ହକଙ୍କୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସାଥୀ ଖେଳାଳି ଓ ଅମ୍ପାୟର ସେମାନଙ୍କୁ ଅଲଗା କରିଥିଲେ । ଚଳିତ ସଂସ୍କରଣରେ ଭାରତର ଏହି ଦୁଇ ମହାନ ଖେଳାଳି ପରସ୍ପରକୁ…

ଛକାରେ ଧୋନୀଙ୍କୁ ପଛରେ ପକାଇଲେ କୋହଲି

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଷ୍ଟାର ଖେଳାଳି ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଅଧିକ ଛକା ମାରିବାରେ ସେ ଏମଏସ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି । ଧୋନୀ ୨୫୨ ମ୍ୟାଚରେ ୨୩୯ ଛକା ମାରିଥିବା ବେଳେ କୋହଲି ୨୪୦ ମୁକାବିଲାରେ ଏହାକୁ…

ମାୟାମି ଓପନ: ଟାଇଟଲ ସହ ଶୀର୍ଷ ସ୍ଥାନ ହାତେଇବା ଲକ୍ଷ୍ୟରେ ବୋପାନ୍ନା

ମାୟାମି: ଭାରତର ଷ୍ଟାର ଟେନିସ ଖେଳାଳି ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ଏଠାରେ ଅନୁଷ୍ଠିତ ମିୟାମି ଓପନ ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ସେମିଫାଇନାଲରେ ବୋପାନ୍ନା-ଏବଡେନ ୬-୧, ୬-୪ ସେଟରେ ସ୍ପେନର ମାର୍ସେଲ ଗ୍ରେନଲୋର୍ସ ଓ ଆର୍ଜେଂଟିନାର ହୋରେସିୟା ଜେବାଲୋସ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସମ୍ମାନ ଦେବା ପାଇଁ କହିଲେ ସୋନୁ ସୁଦ

ମୁମ୍ବାଇ:ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଉଥିବା ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବିଭିନ୍ନ କାରଣରୁ ସମାଲୋଚିତ ହେବାରେ ଲାଗିଛନ୍ତି । ରୋହିତ ଶର୍ମା ଅଧିନାୟକ ପଦରୁ ହଟିବା ପରେ ପ୍ରଶଂସକଙ୍କ ଟାର୍ଗେଟରେ ସେ ରହିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲା ପରେ…