Latest Odisha News

BREAKING NEWS

Browsing Category

ଖେଳ

ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ସସପେଣ୍ଡ

ନୂଆଦିଲ୍ଲୀ: ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ସସପେଣ୍ଡ। ୧୮ ମାସ ପାଇଁ ସସପେଣ୍ଡ କଲା ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦ ଭଗତ୍‌ଙ୍କୁ ନିଲମ୍ବିତ କରାଯାଇଛି । ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରମୋଦ ଭାଗ ନେଇପାରିବେନି।…

ନତାସାଙ୍କୁ ଧୋକା ଦେଇଥିଲେ କି ହାର୍ଦ୍ଦିକ? 

ନୂଆଦିଲ୍ଲୀ: ନତାସା ଷ୍ଟାନକୋଭିକ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗତ ମାସରେ ନିଜର ପରସ୍ପରଠୁ ଅଲଗା ହେବା ନେଇ ଘୋଷଣା କରିଥିଲେ। ଦୁହେଁ ମେ ୨୦୨୦ରେ ବିବାହ କରିଥିବା ବେଳେ ଏହି ଦମ୍ପତି ଜୁଲାଇ ୨୦୨୪ରେ ପରସ୍ପରଠୁ ଅଲଗା ହେବା ନେଇ ସ୍ପଷ୍ଟ କରିଥିଲେ। ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ…

ପ୍ୟାରିସ ଅଲମ୍ପିକ୍ସ ୨୦୨୪: ପ୍ୟାରିସର ପରିସଂଖ୍ୟାନ

ପ୍ୟାରିସ: ସିଟି ଅଫ୍ ଲଭ୍ ଆଣ୍ଡ୍ ଲାଇଟ୍ସ ପ୍ୟାରିସରେ ୩୩ତମ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ କ୍ରୀଡାର ହୋଇଛି ଭବ୍ୟ ଉଦଯାପନୀ । ଏବେ ଆଉ ଚାରିବର୍ଷ ଅପେକ୍ଷା । ୨୦୨୮ରେ ଲସଆଞ୍ଜେଲସ ଆୟୋଜନ କରିବ ବିଶ୍ୱକ୍ରୀଡାର ମହାକୁମ୍ଭ । ପ୍ୟାରିସରେ ଏଥର ଅନେକ କିିଛି ନୂଆ ଦେଖିବାକୁ ମିଳିଥିଲା । ସୃଷ୍ଟି…

ଛୋଟ ଦେଶ, ବଡ ସଫଳତା

ନୂଆଦିଲ୍ଲୀ: ଅନେକ ଦୃଷ୍ଟିରୁ ବେଶ୍ ସ୍ମରଣୀୟ ହୋଇ ରହିବ ପ୍ୟାରିସ ଅଲିମ୍ପିକ୍ସ । ଏଥର ଅଲିମ୍ପିକ୍ସରେ କିଛି ଘଟଣା ପ୍ରଥମ ଥର ପାଇଁ ଘଟିଛି । କିଛି ଆଥଲେଟ ପ୍ରଥମ ଥର ପାଇଁ ପଦକ ଜିତ ନିଜ ନିଜ ଦେଶ ପାଇଁ ଐତିହାସିକ ସଫଳତା ହାସଲ କରିଛନ୍ତି । ବିଶେଷକରି ଏଥର ବିଶ୍ୱର କିଛି ଛୋଟ ଛୋଟ ଓ କମ୍…

ନୀରଜଙ୍କୁ ଭେଟିଲେ ମନୁ ଭାକରଙ୍କ ମା’; ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା !

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଦେଶ ପାଇଁ ଦୁଇଟି ପଦକ ଆଣି ଇତିହାସ ସୃଷ୍ଟି କରିଥିବା ମନୁ ଭାକରଙ୍କ ମାତା ଏବଂ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଉଭୟ ପରସ୍ପର ସହ କଥାବାର୍ତ୍ତା ହେଉଥିବାର ଦେଖାଯାଉଛି। ଏହି…

ଜୁନିୟର ସନ୍ତରଣ ଚାମ୍ପିୟନଶିପରେ ଇତିହାସ ରଚିଲେ ମନ୍ନତ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ମହିଳା ସନ୍ତରଣକାରୀ ମନ୍ନତ ମିଶ୍ର ଇତିହାସ ରଚିଛନ୍ତି । ସେ ଓଡିଶାର ପ୍ରଥମ ସନ୍ତରଣକାରୀ ଭାବେ ଜାତୀୟ ଜୁନିୟର ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ଗ୍ରୁପ ୧ ବାଳିକା ବ୍ରେଷ୍ଟଷ୍ଟ୍ରୋକରେ ଏହି ସଫଳତା ହାସଲ କରିଛନ୍ତି । ଓଡିଶା ଆଇଆଇଏସ ସନ୍ତରଣ…

ଚମତ୍କାର ପ୍ରଦର୍ଶନ ସତ୍ୱେ ଅଳ୍ପକେ ହାତଛଡା ହୋଇଯାଇଥିଲା ପଦକ

ପ୍ୟାରିସ: ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ୬ ପଦକ ହାସଲ କରିଥିଲେ ମଧ୍ୟ ଅଳ୍ପକେ ଆଉ କେତେକ ସୁଯୋଗ ହାତଛଡା କରିଥିଲା । ଆସନ୍ତୁ ନଜର ପକାଇବା କେଉଁ ଇଭେଂଟରେ ପଦକ ହାତଛଡା ହୋଇଥିଲା । ରେସଲିଂରେ ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଥିଲେ ମଧ୍ୟ ମୁକାବିଲା ପୂର୍ବରୁ…

ରେଡକାର୍ଡ ପାଇବା ପରେ ରାତି ଯାକ ଶୋଇପାରି ନ ଥିଲେ ଅମିତ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ୬ ପଦକ ସହ ତାର ଅଭିଯାନ ଶେଷ କରିଛି । ତେବେ ହକିରେ ପଦକ ଧାରା ବଜାୟ ରଖିବାକୁ କ୍ରୀଡାପ୍ରେମୀ ବେଶ ପସନ୍ଦ କରିଛନ୍ତି । ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ପକ୍ଷରୁ ଖେଳୁଥିବା ଓଡିଶାର ଅମିତ ରୋହୀଦାସଙ୍କୁ ରେଡକାର୍ଡ…

ଆଶା ଦେଇଛି ଯୁବ ପ୍ରତିଭାଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଶେଷ ହୋଇଛି ଭାରତର ଅଭିଯାନ । ଏଥର ଭାରତ ମୋଟ ୬ଟି ପଦକ ପାଇଛି । ଓଜନ ଅଧିକ ଯୋଗୁଁ  ମହିଳା କୁସ୍ତିରେ ଅଯୋଗ୍ୟ ଘୋଷିତ ଭିନେଶ ଫୋଗାଟଙ୍କ ସପକ୍ଷରେ ଯଦି କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟସର ରାୟ ଆସେ,ତାହା ହେଲେ ଭାରତକୁ ରୌପ୍ୟ ମିଳିବ । ଆଉ ଯଦି…

ଏଥର ବିନା ସ୍ୱର୍ଣ୍ଣ ସହ ପ୍ୟାରିସ ଅଲିମ୍ପିକ୍ସ ଅଭିଯାନ ଶେଷ କଲା ଭାରତ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ୬ ପଦକ ସହ ତାର ଅଭିଯାନ ଶେଷ କରିଛି । ଭାରତ ପକ୍ଷରୁ ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏଥର ଟିମ ଇଣ୍ଡିଆ ବିନା ସ୍ୱର୍ଣ୍ଣରେ ଅଭିଯାନ ଶେଷ କରିଛି । ମନୁ ଭାକର ୧୦ ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ଓ ମିକ୍ସଡ…