Latest Odisha News

BREAKING NEWS

Browsing Category

ଖେଳ

ଏବି ଡିଭିଲର୍ସଙ୍କୁ ହଠାତ ସାହାଯ୍ୟ ମାଗିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଭାରତୀୟ ଟି୨୦ କ୍ରିକେଟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବ୍ୟସ୍ତ ଅଛନ୍ତି । ୫ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିରେ ରହିଛି । ଇତି ମଧ୍ୟରେ ହଠାତ ସୂର୍ଯ୍ୟକୁମାର ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ…

ରଣଜୀ ଟ୍ରଫି: ଆନ୍ଧ୍ର ବିପକ୍ଷରେ ଓଡିଶାର ଇନିଂସ ପରାଜୟ

କଟକ: ଚଳିତ ରଣଜୀ ଟ୍ରଫିରେ ମଧ୍ୟ ଓଡିଶା କ୍ରିକେଟ ଟିମର ପ୍ରଦର୍ଶନରେ ସେଭଳି ସୁଧାର ଦେଖିବାକୁ ମିଳିନି । ଘରୋଇ ପରିବେଶରେ ଓଡିଶା ଇନିଂସ ଓ ୫୦ ରନରେ ଆନ୍ଧ୍ରପ୍ରଦେଶ ନିକଟରୁ ପରାଜିତ ହୋଇଛି । ଆନ୍ଧ୍ରପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୪୭୫ ରନ କରିବା ପରେ ଇନିଂସ ଘୋଷଣା…

ବିଶ୍ୱକପ ଶ୍ରେଷ୍ଠ ଏକାଦଶରେ ସ୍ଥାନ ପାଇଲେନି ହରମନପ୍ରୀତ

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମ ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ ଟାଇଟଲ ହାସଲ କରିଛି । ମହିଳା ବିଶ୍ୱକପ ୨୦୨୫ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ନେଇ ଆଇସିସି ଶ୍ରେଷ୍ଠ ଏକାଦଶ ଚୟନ କରିଛି । ଲୌରା ଭୋଲଭର୍ଟଙ୍କୁ ଅଧିନାୟିକା କରାଯାଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ…

ରାଇଜିଂ ଷ୍ଟାର୍ସ ଏସିଆ କପ : ଭାରତୀୟ ଦଳରେ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ:ନଭେମ୍ବର ୧୪ରୁ ରାଇଜିଂ ଷ୍ଟାର୍ସ ଏସିଆ କପ କ୍ରିକେଟ ଆରମ୍ଭ ହେବ । ଏଥିପାଇଁ ଭାରତୀୟ ଏ ଦଳର ଘୋଷଣା କରାଯାଇଛି । ଏହି ଟୁର୍ଣ୍ଣାମେଂଟର ସମସ୍ତ ମ୍ୟାଚ ଦୋହାରେ ଖେଳାଯିବ । ଭାରତର ଏହି ଟିମ ଗ୍ରୁପ ବିରେ ଓମାନ, ୟୁଏଇ ଓ ପାକିସ୍ତାନ ସହ ରହିଛି । ତେଶ ଶର୍ମାଙ୍କ ନେତୃତ୍ୱରେ ଘୋଷିତ…

ICC Women’s ODI World Cup: ମହିଳା ଦଳଙ୍କୁ ପ୍ରଶଂସା କଲେ ଏହି ପୂର୍ବତନ ଖେଳାଳୀ, କହିଲେ, “ପୁରୁଷ ଦଳ ଏମିତି କେବେ…

ନୂଆଦିଲ୍ଲୀ: ରବିବାର ଭାରତ ଆଉ ଏକ ଇତିହାସ ରଚିଛି । ଐତିହାସିକ ପ୍ରଥମ ICC ମହିଳା ଏକଦିବସୀୟ ବିଶ୍ୱକପ୍ ବିଜୟ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳ । ଯାହା ପରେ ମହିଳା ଟିମକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମହିଳା ଟିମଙ୍କ ପ୍ରଦର୍ଶନ…

ରଣଜୀ ଟ୍ରଫି: ଇନିଂସ ପରାଜୟ ଏଡାଇବା ପାଇଁ ଓଡିଶାର ସଂଘର୍ଷ ଜାରୀ

କଟକ:ଆନ୍ଧ୍ରପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ ଇନିଂସ ପରାଜୟ ଏଡାଇବା ପାଇଁ ଓଡିଶାର ସଂଘର୍ଷ ଜାରୀ ରହିଛି । ଆନ୍ଧ୍ରପ୍ରଦେଶ ପ୍ରଥମ ଇନିଂସରେ ୭ ୱିକେଟ ବିନିମୟରେ ୪୭୫ ରନ କରିବା ପରେ ଇନିଂସ ଘୋଷଣା କରିଥିଲା । ଏହାର ଜବାବରେ ଓଡିଶା ଘରୋଇ ପିଚରେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ପ୍ରଥମ…

ଟ୍ରଫି ସହିତ ଶୋଇବା ଫଟୋ ଛାଡି ଚର୍ଚ୍ଚାରେ ହରମନପ୍ରୀତ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ବିଶ୍ୱ ଚାମ୍ପିୟନ ହେବା ପରେ ଖେଳାଳିମାନଙ୍କ ପାଦ ଖୁସୀରେ ତଳେ ଲାଗୁନି । ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ରାତିସାରା ଟ୍ରଫି ଜିତିବା ଖୁସୀ ଖେଳାଳିମାନେ ମନେଇଥିଲେ । ପ୍ରତ୍ୟେକ ଖେଳାଳି ଟ୍ରଫି ସହ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ । କେତେକ…

ମହିଳା ବିଶ୍ୱକପ କ୍ରିକେଟ: ଅମୋଲ ଭାରତକୁ ଦେଲେ ମୂଲ୍ୟବାନ ଉପହାର

ଭାରତୀୟ ମହିଳା କ୍ରିକେଟ ଟିମ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ହରାଇବା ପରେ ପ୍ରତ୍ୟେକ ଖେଳାଳିଙ୍କ ଆଖିରେ ଖୁସୀର ଲୁହ ଥିଲା । ତେବେ ଭାରତକୁ ବିଶ୍ୱ ବିଜୟୀ କରାଇବାରେ ଅମୋଲ ମଜମୁଦାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଚମତ୍କାର ପ୍ରଥମ…

ଟି୨୦ ସିରିଜ ଅଧାରୁ ସ୍ୱଦେଶ ଫେରିବେ କୁଲଦୀପ

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ଅଧାରୁ ଭାରତର ଷ୍ଟାର ସ୍ପିନର କୂଲଦୀପ ଯାଦବ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ୩ଟି ମୁକାବିଲା ଖେଳାଯାଇଛି । ସିରିଜ ୧-୧ ସମାନ ସ୍ଥିତିରେ ରହିଛି । କୁଲଦୀପ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ…

Women’s ODI World Cup: ମହିଳା ବିଶ୍ୱକପ ଜିତିବା ପରେ ଗ୍ରାଉଣ୍ଡରେ କାନ୍ଦିଲେ ଏହି ପୂର୍ବତନ…

ମୁମ୍ବାଇ:କାନ୍ଦିଲେ ପୂର୍ବତନ ଭାରତୀୟ ମହିଳା କ୍ରିକେଟ ଦଳର କିମ୍ବଦନ୍ତୀ ଝୁଲଣ ଗୋସ୍ୱାମୀ । ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ଥର ପାଇଁ ମହିଳା ଏକଦିବସୀୟ ବିଶ୍ୱକପ୍ ୨୦୨୫ ଟାଇଟଲ ଜିତିଲା, ସେତେବେଳେ ପୂର୍ବତନ ଭାରତୀୟ ମହିଳା କ୍ରିକେଟ ଦଳର କିମ୍ବଦନ୍ତୀ  ଖେଳାଳି ଝୁଲଣ…