Latest Odisha News

BREAKING NEWS

Browsing Category

ଖେଳ

ସଞ୍ଜୁ ସାମସନଙ୍କ ପାଇଁ ଶେଷ ସୁଯୋଗ ? ବେଞ୍ଚରେ ବସିଛନ୍ତି ବୈଭବ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ରେ ବଡ ସ୍କୋର କରି ନ ପାରିବା ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଚାପରେ ପକାଇଛି । ଜବରଦସ୍ତ ଫର୍ମରେ ଥିବା ବୈଭବ ସୂର୍ଯ୍ୟବଂଶୀ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ଗୋଡ କାଢ଼ି ବସିଛନ୍ତି । ଦ୍ୱିତୀୟ ଟି୨୦ରେ ସଞ୍ଜୁଙ୍କୁ ଯଦି ସୁଯୋଗ…

ଏସୀୟ କ୍ରୀଡ଼ା,ଏଫ୍ଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଶାର ୩ ଜିମ୍ନାଷ୍ଟ

ଭୁବନେଶ୍ୱର : ବିଶ୍ୱ ଜିମ୍ନାଷ୍ଟିକ୍ସ କ୍ଷେତ୍ରରେ ଭାରତର ସ୍ଥିତିକୁ ଆହୁରି ସୁଦୃଢ଼ କରି ଭୁବନେଶ୍ୱରସ୍ଥିତ ଓଡ଼ିଶା ଏଏମ୍ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟରର ତିନି ଜଣ ତାରକା ଆଥଲେଟ୍ଆ ନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଅଲମ୍ପିଆନ୍ ପ୍ରଣତି ନାୟକ…

ଆଫଗାନିସ୍ତାନ ଟି୨୦ ସିରିଜରୁ ବାଦ୍ ପଡ଼ିଲେ ବରୁଣ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ : ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ଚମତ୍କାର ବୋଲିଂ କରିଥିବା ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ସିରିଜର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ ବାଦ୍ ପଡ଼ିଛନ୍ତି । ପ୍ରଥମ ମ୍ୟାଚରେ ସେ ୪ ଓଭରରେ ମାତ୍ର ୧୬ ରନ୍ ଦେଇ ୧ଟି ୱିକେଟ୍ ନେଇ ଭାରତର ୭ ୱିକେଟ୍ ବିଜୟରେ ପ୍ରମୁଖ…

ଏସୀୟ ଚାମ୍ପିୟନ୍ସ ଟ୍ରଫି ହକି: ପାକିସ୍ତାନ ଦଳ ଆସିବ ଭାରତ

ମୋହାଲି: କ୍ରିକେଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ବନ୍ଦ ରହିଥିଲେ ବି ହକିରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ପୁଣିଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ପଞ୍ଜାବରେ ଆୟୋଜିତ ହେବାକୁ ଥିବା ପୁରୁଷ ଏସୀୟ ଚାମ୍ପିୟନ୍ସ ଟ୍ରଫି ୨୦୨୬ର ହକି ଟୁର୍ନାମେଣ୍ଟରେ ଭାଗ ନେବା ପାଇଁ…

ଭାରତୀୟ କ୍ରିକେଟ ପାଇଁ ଗର୍ବର ମୁହୂର୍ତ୍ତ; ପ୍ରଶଂସା କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୁବାଇରେ ଅନୁଷ୍ଠିତ ମହିଳା ଟି-୨୦ ଏସିଆ କପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଦମଦାର ବିଜୟ ହାସଲ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏହି…

Women Asia Cup 2026: ନକଭିଙ୍କ ହାତରୁ ଟ୍ରଫି ନେବାକୁ ସିଧାସଳଖ ମନା କଲା ଟିମ୍ ଇଣ୍ଡିଆ, ଷ୍ଟେଜ୍ ଉପରେ ହାଇଡ୍ରାମା

ଦୁବାଇ: ରବିବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ଏସିଆ କପ୍ ଫାଇନାଲରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୭୨ ରନର ବଡ଼ ବ୍ୟବଧାନରେ ପରାସ୍ତ କରି ରେକର୍ଡ ଅଷ୍ଟମ ଥର ପାଇଁ ଟାଇଟଲ୍ ହାତେଇଛି । ଫାଇନାଲ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ: ପ୍ରଥମ ଟି୨୦ରେ ଭାରତର ସହଜ ବିଜୟ

ନୂଆଦିଲ୍ଲୀ: ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ  ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ୍ ଆଫଗାନିସ୍ତାନକୁ ସହଜରେ ପରାସ୍ତ କରି ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି । ୧୫୭ ରନ୍‌ର ଲକ୍ଷ୍ୟକୁ ପିଛା କରି ଭାରତ ପକ୍ଷରୁ ଓପନର୍ ଅଭିଷେକ ଶର୍ମା ମାତ୍ର ୩୨…

କ୍ଷମା କରିଦେବି, କିନ୍ତୁ ଭୁଲିବି ନାହିଁ: ସ୍ମୃତି ମାନ୍ଧାନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ଷ୍ଟାର୍ ବ୍ୟାଟର ଏବଂ ଉପ-ଅଧିନାୟିକା ସ୍ମୃତି ମାନ୍ଧାନା ନିଜ ଜୀବନର କଠିନ ସମୟ ଓ ବ୍ୟକ୍ତିଗତ ସ୍ୱଭାବକୁ ନେଇ ଏକ ସାକ୍ଷାତକାରରେ କହିଛନ୍ତି ।  ଜୀବନର ସବୁଠାରୁ କଷ୍ଟକର ରାତି ବିଷୟରେ ପଚରାଯିବାରୁ ସେ ବ୍ୟକ୍ତିଗତ ଜୀବନ ଅପେକ୍ଷା କ୍ରିକେଟ୍…

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ରାହୁଲ ହୋଇ ପାରନ୍ତି ଉପ ଅଧିନାୟକ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ଇରାନୀ କପ୍ ପାଇଁ ସେପ୍ଟେମ୍ବର ୧୬ରେ ନୂଆଦିଲ୍ଲୀରେ ଭାରତୀୟ ଦଳ ଚୟନ ହେବ ।  ଶୁଭମନ ଗିଲ୍‌ଙ୍କ କପ୍ତାନୀରେ ଖେଳାଯିବାକୁ ଥିବା ଏହି ସିରିଜରେ ନିୟମିତ ଉପଅଧିନାୟକ…

ଭାରତୀୟ ଜୁନିୟର ମହିଳା ହକି ଟିମ୍ ଜିତିଲା ଏସିଆ କପ୍ ୨୦୨୬ ଟାଇଟଲ

ହୁଲୁନବୁଇ: ଚୀନ୍‌ର ହୁଲୁନବୁଇରଠାରେ ଖେଳାଯାଇଥିବା ଏଏଚ୍‌ଏଫ୍ ମହିଳା ଜୁନିୟର ଏସିଆ କପ୍ ୨୦୨୬ ଫାଇନାଲରେ ଭାରତୀୟ ଜୁନିୟର ମହିଳା ହକି ଟିମ୍ ଘରୋଇ ଚୀନ୍‌କୁ ୧-୦ ଗୋଲରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତ କ୍ରମାଗତ ତୃତୀୟ ଥର ପାଇଁ ଏସିଆ କପ୍ ଜିତି ହାଟ୍ରିକ…