Latest Odisha News

BREAKING NEWS

Browsing Category

ଖେଳ

ଫେରିଲେ ସିନ୍ଧୁ, ଚୀନକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଆହତ କାରଣରୁ ଚାରି ମାସ ପରେ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୁଧବାର ଦିନ ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିଅନସିପ୍ (BATC) ର ମହିଳା ଇଭେଣ୍ଟରେ ଭାରତ ଶକ୍ତିଶାଳୀ ଚୀନ୍ ଦଳକୁ ୩-୨ରେ ପରାସ୍ତ କରିଛି। ସିନ୍ଧୁ ଏକ ବିଜୟରୁ…

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଭାଙ୍ଗିପାରେ ଏହି ସବୁ ରେକର୍ଡ

ରାଜକୋଟ: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ଟେଷ୍ଟ ରାଜକୋଟରେ ଖେଳାଯିବ । ସିରିଜ ଏବେ ୧-୧ ସମାନ ସ୍ଥ୍‌ିତିରେ ଥିବାରୁ ଏହି ମ୍ୟାଚରେ ବିଜୟ ହାସଲ ପାଇଁ ଉଭୟ ଦଳ ଚାହିଁବେ । ଏହି ମ୍ୟାଚରେ ବେନ ଷ୍ଟୋକ୍ସ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଏଥିସହ…

କୁସ୍ତିଯୋଦ୍ଧାଙ୍କ ପାଇଁ ଆସିଲା ଖୁସି ଖବର, ହଟିଲା ବ୍ୟାନ

ନୂଆଦିଲ୍ଲୀ: ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (UWW) ଶେଷରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ କୁସ୍ତିମାନଙ୍କ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର। ଭୁଲ ନିର୍ବାଚନ ପରିଚାଳନା କରିବାରେ…

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ କି ଭଳି ରହିବ ରାଜକୋଟ ପିଚ

ରାଜକୋଟ: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଫେବୃୟାରୀ ୧୫ରେ ରାଜକୋଟରେ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିରେ ରହିଛି । ରାଜକୋଟ ମ୍ୟାଚରେ ବିଜୟ ଉଭୟ ଟିମ ପାଇଁ ଜରୁରୀ ହୋଇ ପଡିଛି । ଏଠାକାର ପିଚ ଧୀମା ରହିବ ବୋଲି ଅନୁମାନ କରାଯାଉଛି । ଅନ୍ୟ ଅର୍ଥରେ ଏହା…

ରଣଜୀ ଟ୍ରଫି: ୪ ବଲରେ ୪ ୱିକେଟ ହାସଲ କଲେ କୁଲୱନ୍ତ ଖେଜରୋଲିୟା

ଭୋପାଳ: ରଣଜୀ ଟ୍ରଫି କ୍ରିକେଟରେ ମଧ୍ୟପ୍ରଦେଶର ବାମହାତୀ ପେସ ବୋଲର କୁଲୱନ୍ତ ଖେଜରୋଲିୟା ୪ଟି ବଲରେ ୪ଟି ୱିକେଟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରଣଜୀ ଟ୍ରଫିରେ ସେ ତୃତୀୟ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି । ସେ ମ୍ୟାଚରେ ୩୪ ରନ ଦେଇ ୫ଟି ୱିକେଟ ନେଇଥିଲେ । ତାଙ୍କ…

ରଣଜୀ ଟ୍ରଫିରେ ସାମିଲ ନ ହେବା ନେଇ ସିନିୟର ଖେଳାଳିଙ୍କୁ ବିସିସିଆଇର ଚେତାବନୀ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ସିନିୟର ଖେଳାଳି ରଣଜୀ ଟ୍ରଫିରେ ସାମିଲ ହେଉ ନ ଥିବା ନେଇ ଚେତାବନୀ ଦିଆଯାଇଛି । ବରୋଦାର କୃଣାଳ ପାଣ୍ଡ୍ୟା ଓ ରାଜସ୍ଥାନର ଦୀପକ ଚହରଙ୍କ ପରି ଖେଳାଳି ରଣଜୀରୁ ଦୂରେଇ ରହି ଆଇପିଏଲ ପାଇଁ ପ୍ରସ୍ତୁତି କରୁଥିବା ଜଣା ପଡିଥିଲା । ଏ ନେଇ…

ବକ୍ସିଂ କୁଇନ ସ୍ୱିଟୀ, କବାଡି ଖେଳାଳି ଦୀପକ ବିଜେପିରେ ସାମିଲ

ନୂଆଦିଲ୍ଲୀ: ବକ୍ସିଂ କୁଇନ ଭାବେ ପରିଚିତ ସ୍ୱିଟୀ ବୁରା ଓ ତାଙ୍କ କବାଡି ଖେଳାଳି ପତି ଦୀପକ ହୁଡ୍ଡା ବିଜେପିରେ ସାମିଲ ହୋଇଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ସେମାନେ ଏହି ନିଷ୍ପତି ନେଇଛନ୍ତି । ସ୍ୱିଟୀ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଅନେକ ପଦକ ଜିତିଛନ୍ତି । ହରିୟାଣାର ଏହି ଖେଳାଳିଙ୍କ…

କୋଚଙ୍କ ଝିଅ ପ୍ରେମରେ ପଡିଥିଲେ ସୁରେଶ ରାଇନା

ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ଭାରତର ସଫଳ ଖେଳାଳି ଭାବେ ପରିଚିତ ସୁରେଶ ରାଇନାଙ୍କ ପ୍ରେମ କାହାଣୀ ବି କିଛି କମ ନୁହେଁ । ପ୍ରିୟଙ୍କା ଚୌଧୁରୀ ଜଣେ ବିଟେକ ଛାତ୍ରୀ । ତାଙ୍କ ବାପା ତେଜପାଲ ଚୌଧୁରୀଙ୍କ ନିକଟରୁ ରାଇନା ତାଙ୍କ କ୍ୟାରିୟର ଆରମ୍ଭରେ ପ୍ରଶିକ୍ଷଣ ନେଉଥିଲେ । ରାଇନା ଓ ପ୍ରିୟଙ୍କା…

ଦିନିକିଆ ପରେ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ବେନୋନି: ଦିନିକିଆ ବିଶ୍ୱକପ କ୍ରିକେଟ ପରେ ଏଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଭାରତକୁ ୭୯ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ଟାଇଟଲ ହାସଲ କରିଛି । ୨୫୪ ରନର ରେକର୍ଡ ଟାର୍ଗେଟକୁ ପିଛା କରି ଭାରତ ୪୩.୫ ଓଭରରେ ୧୭୪ ରନ କରିବାକୁ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ବୋଲିଂ…

୮ ବର୍ଷ ପାଇଁ ବାସନ୍ଦ ହେଲେ ଭାରତୀୟ ଆଥଲେଟ ନିର୍ମଳା ଶେରନ

ନୂଆଦିଲ୍ଲୀ: ଭାରତର କ୍ୱାର୍ଟର ମାଇଲର ନିର୍ମଳା ଶେରନ ଡୋପ ଟେଷ୍ଟରେ ଧରା ପଡିବା ଯୋଗୁ ୮ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ଏହି ଦଣ୍ଡର ଶୁଣାଣୀ କରିଛି । ୨୦୧୮ରେ ମଧ୍ୟ ସେ ଡୋପ ଟେଷ୍ଟରେ ଦୋଷୀ ସାବ୍ୟସ୍ତ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଥିଲେ । ଏଥିଯୋଗୁ…