Latest Odisha News

BREAKING NEWS

Browsing Category

ଖେଳ

ଯଶସ୍ୱୀ, ଶୁଭମନଙ୍କ ଅପରାଜିତ ଅର୍ଦ୍ଧଶତକ, ସିରିଜ ଜିତିଲା ଭାରତ

ହରାରେ: ଯଶସ୍ୱୀ ଜୈସୱାଲ ଓ ଶୁଭମନ ଗିଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଏଠାରେ ଅନୁଷ୍ଠିତ ୪ର୍ଥ ଟି୨୦ରେ ଭାରତ ୧୦ ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ଭାରତ ହାତରେ ୨୮ ବଲ ବାକିଥାଇ ଏହି ବିଜୟ ହାସଲ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ମୁକାବିଲାରେ…

ଭାରତୀୟ କ୍ରିକେଟ ଟିମର ଶ୍ରୀଲଙ୍କା ଗସ୍ତ କାର୍ଯ୍ୟସୂଚୀରେ ପରବର୍ତନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଜିମ୍ବାୱେ ଗସ୍ତରେ ଯାଇଛନ୍ତି । ଏହା ପରେ ନୂତନ କୋଚ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଭାରତୀୟ ଟିମ ଶ୍ରୀଲଙ୍କା ଗସ୍ତରେ ଯିବ । ସେଠାରେ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବ । ପୂର୍ବରୁ ଏହି ସିରିଜ ୨୬…

ଆମେରିକାରେ ଟି୨୦ ବିଶ୍ୱକପ ଆୟୋଜନ କରି କ୍ଷତି ସହିଲା ବିସିସିଆଇ

ଦୁବାଇ: ଟି୨୦ ବିଶ୍ୱକପ ୨୦୨୪ ସମାପ୍ତ ହେବାର ୨ ସପ୍ତାହରୁ ଅଧିକ ସମୟ ହୋଇଗଲାଣି । ତେବେ ଏହି ବିଶ୍ୱକପରେ ଆମେରିକାରେ ଖେଳାଯାଇଥିବା ମ୍ୟାଚରେ ବିସିସିଆଇ କ୍ଷତି ସହିଛି । କଲମ୍ବୋରେ ଜୁଲାଇ ୧୯ରେ ହେବାକୁ ଥିବା ବାର୍ଷିକ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବ । ଟୁର୍ଣ୍ଣାମେଂଟ…

ୱିମ୍ବେଲଡନ ଟେନିସ: ଫାଇନାଲରେ ଜୋକୋଭିଚ-ଆଲାକାରାଜ

ଲଣ୍ଡନ: ଚଳିତ ୱିମ୍ବେଲଡନ ଟେନିସରେ ସର୍ବିୟାର ନୋଭାକ ଜୋକୋଭିଚ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ସିଙ୍ଗଲ୍ସର ଟାଇଟଲ ମୁକାବିଲାରେ ଏହି ପୂର୍ବତନ ଏକ ନମ୍ବର ଖେଳାଳି ସ୍ପେନର କାର୍ଲୋସ ଆଲକାରାଜଙ୍କୁ ଭେଟିବେ । ସେମିଫାଇନାଲରେ ଲୋରେଜ ମୁସେଟ୍ଟୀଙ୍କୁ ହରାଇ…

ଅଷ୍ଟ୍ରେଲିଆ ବିପକ୍ଷରେ ଯୁବରାଜ ସିଂହଙ୍କ ଧୂଆଁଧାର ବ୍ୟାଟିଂ, ମ୍ୟାଚ ପୂର୍ବରୁ ଟ୍ରେଲର ଦେଖି ପାକିସ୍ତାନ ଚିନ୍ତିତ

ନୂଆଦିଲ୍ଲୀ: ଓ୍ୱାର୍ଲଡ ଚାମ୍ପିୟନଶିପ୍ ଅଫ୍ ଲିଜେଣ୍ଡସ୍ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଆଜି ସନ୍ଧ୍ୟାରେ ହେବାକୁ ଥିବା ଏହି ଟାଇଟଲ ମୁକାବିଲା ପୂର୍ବରୁ ପାକିସ୍ତାନର ଅବସ୍ଥା ନିଶ୍ଚିତ ଭାବେ ଖରାପ ହୋଇଯିବ। କାରଣ ଡବ୍ଲୁସିଏଲ୍ ୨୦୨୪ର ଦ୍ୱିତୀୟ ସେମିଫାଇନାଲରେ…

ଶେଷ ହେଲା ଜେମ୍ସ ଆଣ୍ଡରସନଙ୍କ ସ୍ୱର୍ଣ୍ଣିମ କ୍ୟାରିୟର

ଲଣ୍ଡନ: ୱେଷ୍ଟଇଣ୍ଡିଜକୁ ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଏକ ଇନିଂସ ଓ ୧୧୪ ରନରେ ପରାଜିତ କରିଛି । ଏଥିସହ ଇଂଲଣ୍ଡର ମହାନ ବୋଲର ଜେମ୍ସ ଆଣ୍ଡରସନଙ୍କ ସ୍ୱର୍ଣ୍ଣିମ କ୍ୟାରିୟର ଶେଷ ହୋଇଛି । କ୍ୟାରିୟରର ଅନ୍ତିମ ଟେଷ୍ଟରେ ଏହି ମହାନ ବୋଲର ୪ଟି ୱିକେଟ ହାସଲ କରିଥିଲେ । ଓଭରାଲ ୭୦୪ ୱିକେଟ ସହ…

ସମୀର ଦେ ‘ଫାଓ’ ର ନୂଆ ସଭାପତି

ଭୁବନେଶ୍ବର: ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା (ଫାଓ)ର ସଭାପତି ହେଲେ ସମୀର ଦେ । କୌଣସି ପ୍ରତିଦ୍ବନ୍ଦି ନଥିବାରୁ ନିର୍ବାଚନ ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସମୀର ଦେ । ଏହା ସହିତ ସମ୍ପାଦକ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଆଶୀର୍ବାଦ ବେହେରା । ଆଗାମୀ ୨୧ରେ…

ହାର୍ଦ୍ଦିକଙ୍କ ସହ ରହସ୍ୟମୟ ଯୁବତୀଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ: ଟି୨୦ ବିଶ୍ୱକପ ପରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଶଂସକଙ୍କ ମନ ପୂନର୍ବାର ଜିଣିବାରେ ସହାୟ ହୋଇଛନ୍ତି । ହାର୍ଦ୍ଦିକଙ୍କ ବୈବାହିତ ଜୀବନରେ ଏବେ ଅଶାନ୍ତି ଲାଗି ରହିଛି । ଏପରିକି ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିବାକୁ ଯାଉଥିବା ଆଶଙ୍କା କରାଯାଉଛି । ହାର୍ଦ୍ଦିକ ଓ ନତାଶା…

କୋଚ ହେବା ପରେ ଗମ୍ଭୀର ପାଇବେ କେତେ ଟଙ୍କା

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଟିମର କୋଚ ନିଯୁକ୍ତ କରାଯାଇଛି । ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । ଚଳିତ ବର୍ଷ ଶ୍ରୀଲଙ୍କା ଗସ୍ତରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ ଏବଂ ଏହା ୨୦୨୭ ପର୍ଯ୍ୟନ୍ତ ରହିବ । ବିଶ୍ୱର ସବୁଠାରୁ ଧନୀ ବୋର୍ଡ ଭାବେ ପରିଚିତ…

ଭାରତ-ଶ୍ରୀଲଙ୍କା ସୀମିତ ଓଭର ବିଶିଷ୍ଟ ସିରିଜ: ୨୬ ଜୁଲାଇରୁ ଟି୨୦, ଅଗଷ୍ଟ ୧ରୁ ଦିନିକିଆ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଜିମ୍ବାୱେ ଗସ୍ତରେ ଅଛି । ଏହି ସିରିଜ ସମାପ୍ତି ପରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବ । ସେଠାରେ ୩ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ୨୬ ଜୁଲାଇରୁ ଟି୨୦ ଏବଂ ଅଗଷ୍ଟ ୧ରୁ ଦିନିକିଆ ସିରିଜ ଆରମ୍ଭ ହେବ…