Latest Odisha News

BREAKING NEWS

Browsing Category

ଖେଳ

ୱିମ୍ବେଲଡନ ଟେନିସ: ଜୋକୋଭିଚଙ୍କୁ ହରାଇ ଟାଇଟଲ ବଜାୟ ରଖିଲେ ଆଲକାରାଜ

ଲଣ୍ଡନ: ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟ ପୁରୁଷ ସିଙ୍ଗଲ୍ସ ଟାଇଟଲ ସ୍ପେନର କାର୍ଲୋସ ଆଲକାରାଜ ବଜାୟ ରଖିଛନ୍ତି । ଟାଇଟଲ ମୁକାବିଲାରେ ସେ ସର୍ବିୟାର ନୋଭାକ ଜୋକୋଭିଚଙ୍କୁ ୬-୨, ୬-୨ ଓ ୭-୬ ସେଟରେ ପରାସ୍ତ କରିଥିଲେ । ଆଲକାରେଜ ଷଷ୍ଠ ଖେଳାଳି ଭାବେ ଉଭୟ ଫ୍ରେଂଚ ଓପନ ଓ ୱିମ୍ବେଲଡନ ଟାଇଟଲ…

ଜିମ୍ବାୱେ ବିପକ୍ଷରେ ଭାରତ ୪-୧ରେ ସିରିଜ ବିଜୟୀ

ହରାରେ: ଏଠାରେ ଅନୁଷ୍ଠିତ ଜିମ୍ବାୱେ ବିପକ୍ଷ ୫ମ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୪୨ ରନରେ ବିଜୟ ହାସଲ କରିଛି । ଏଥିସହ ଟିମ ଇଣ୍ଡିଆ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୪-୧ରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ବିନିମୟରେ ୧୬୭ ରନ ସଂଗ୍ରହ କରିଥିଲା । ସଞ୍ଜୁ ସାମସନ…

ପାକିସ୍ତାନ ଉପରେ ଲାଇଭ୍ ସୋ’ରେ ବର୍ଷିଲେ ହରଭଜନ

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ। ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ହରଭଜନ ସିଂଙ୍କ ଏକ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନା ଅନୁଯାୟୀ, ହରଭଜନ ସିଂ ପାକିସ୍ତାନର ଲାଇଭ୍ ସୋ’ରେ ଜୋରଦାର…

ପୂର୍ବତନ ଖେଳାଳିଙ୍କ ଉଦ୍ୟମ ଯୋଗୁ ଗାଏକ୍ୱାଡଙ୍କୁ ଆର୍ଥୀକ ସହାୟତା ଯୋଗାଇଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବ ଖେଳାଳି ଓ ଟିମ ଇଣ୍ଡିଆର ପୂର୍ବତନ କୋଚ ଅଂଶୁମାନ ଗାଏକ୍ୱାଡଙ୍କୁ ଶେଷରେ ଆର୍ଥୀକ ସହାୟତା ବିସିସିଆଇ ଯୋଗାଇଛି । ଗାଏକ୍ୱାଡ ଦୀର୍ଘ ଦିନ ହେବ ବ୍ଲଡ କ୍ୟାନ୍ସରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ସହଯୋଗ କରିବା…

ଅଲିମ୍ପିକ୍ସର ଫ୍ରେଞ୍ଚ କନେକସନ

ନୂଆଦିଲ୍ଲୀ: ଅଲିମ୍ପିକ କ୍ରୀଡା ହେଉଛି ଗ୍ରୀସର ଅବଦାନ । ପ୍ରାଚୀନ ଗ୍ରୀସ ଥିଲା ଅଲିମ୍ପିକ କ୍ରୀଡାର ଉତ୍ପତ୍ତି ସ୍ଥଳ । କିନ୍ତୁ ଜଣେ ଫରାସୀ ଭଦ୍ରଲୋକ ଯଦି ଉଦ୍ୟମ କରିନଥାନ୍ତେ, ତାହା ହେଲେ ଅଲିମ୍ପିକ କ୍ରୀଡା ହୁଏତ ଇତିହାସ ପୃଷ୍ଠାରେ ହିଁ ରହିଯାଆନ୍ତା। ଅଲିମ୍ପିକ କ୍ରୀଡା ପୁନଃ ଆରମ୍ଭ…

ବିସିସିଆଇ ସହ ଗୌତମଙ୍କ ‘ଗମ୍ଭୀର’ ସମସ୍ୟା

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ମହଲରେ ଗୌତମ ଗମ୍ଭୀର ଟିକେ ଅଲଗା ମିଜାଜର ବ୍ୟକ୍ତି । ଲଢୁଆ ଓ ସ୍ପଷ୍ଟବାଦୀ । ଭାରତର ଏହି ପୂର୍ବତନ ଟେଷ୍ଟ କ୍ରିକେଟର ଜଣକ ଏବେ ଟିମ୍ ଇଣ୍ଡିଆ ହେଡ୍ କୋଚ୍ । ଗମ୍ଭୀର ଟିମ୍ ଇଣ୍ଡିଆ ନୂଆ କୋଚ୍ ଘୋଷିତ ହେଲା ପରେ ଦଳର ସପୋର୍ଟ ଷ୍ଟାଫ୍ ନେଇ ସେ ଦେଇଥିବା…

ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ୨୭ ପଦକ 

ଭୁବନେଶ୍ୱର: ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା (ଜୋନ୍ ଏ) ଉଦଯାପିତ ହୋଇଯାଇଛି। କଳିଙ୍ଗ ଷ୍ଟାଡ଼ିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ରରେ ୧୧ ତାରିଖରୁ ଆରମ୍ଭ ହୋଇଥିଲା ଏହି ପ୍ରତିଯୋଗିତା। ଯୁବ ବର୍ଗରେ ଓଡ଼ିଶା ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୩ଟି…

ଅଲିମ୍ପିକ୍ସରେ ଏହି ଆଥଲେଟମାନଙ୍କ ରେକର୍ଡ ଭାଙ୍ଗିବା ପ୍ରାୟତଃ ଅସମ୍ଭବ

ଅଲିମ୍ପିକ୍ସରେ ଅନେକ ଆଥଲେଟ ଏ ଭଳି କୀର୍ତିମାନ ସ୍ଥାପନ କରିଛନ୍ତି ଯେ, ଯାହାକୁ ଭାଙ୍ଗିବା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ସଦୃଶ । ଆମେରିକାର ମହାନ ସନ୍ତରଣକାରୀ ମାଇକେଲ ଫେଲପ୍ସ ୨୮ ଅଲିମ୍ପିକ୍ସ ପଦକ ସହ ଏବେ ବି ପୁରୁଷ ବିଭାଗର ଶ୍ରେଷ୍ଠ ଅଲିମ୍ପିଆନ ହେବାର ଗୌରବ ଅର୍ଜନ କରିଛନ୍ତି । ସର୍ବାଧିକ…

ଆଇଟା ୧୬ ବର୍ଷରୁ କମ ଜାତୀୟ ସିରିଜରେ ଅଭୀପ୍ସାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ

ଭୁବନେଶ୍ୱର: ହାଇଦ୍ରାବାଦର ସାନିଆ ମିର୍ଜା ଟେନିଏ ଏକାଡେମୀରେ ଖେଳା ଯାଉଥିବା ୧୬ ବର୍ଷରୁ କମ ଆଇଟା ଜାତୀୟ ସିରିଜରେ ଓଡିଶାର ଅଭୀପ୍ସା ଦେହୁରୀ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ସେ ଏହି ସିରିଜରେ ୨ଟି ଟାଇଟଲ ହାସଲ କରିଛନ୍ତି । ସେ ବାଳିକା ସିଙ୍ଗଲ୍ସ ଓ ଡବଲ୍ସରେ ଏହି କୀର୍ତିମାନ…

ଯଶସ୍ୱୀ, ଶୁଭମନଙ୍କ ଅପରାଜିତ ଅର୍ଦ୍ଧଶତକ, ସିରିଜ ଜିତିଲା ଭାରତ

ହରାରେ: ଯଶସ୍ୱୀ ଜୈସୱାଲ ଓ ଶୁଭମନ ଗିଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଏଠାରେ ଅନୁଷ୍ଠିତ ୪ର୍ଥ ଟି୨୦ରେ ଭାରତ ୧୦ ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ଭାରତ ହାତରେ ୨୮ ବଲ ବାକିଥାଇ ଏହି ବିଜୟ ହାସଲ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ମୁକାବିଲାରେ…