Latest Odisha News

BREAKING NEWS

Browsing Category

ଖେଳ

ଧଳା ବଲ କ୍ରିକେଟରେ ଷ୍ଟପ କ୍ଲକ ନିୟମ ଲାଗୁ

ନୂଆଦିଲ୍ଲୀ: ସୀମିତ ଓଭର ବିଶିଷ୍ଟ କ୍ରିକେଟ ଟୁର୍ଣ୍ଣାମେଂଟରେ ଷ୍ଟପ କ୍ଲକ ନିୟମ ନିୟମିତ ଭାବେ ଲାଗୁ କରିବା ପାଇଁ ନିଷ୍ପତି ନିଆଯାଇଛି । ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଦିନିକିଆ ଏବଂ ଟି୨୦ରେ ଏହାକୁ ଲାଗୁ କରିବ । ଗୋଟିଏ ଓଭର ପରେ ୬୦ ସେକେଣ୍ଡ ମଧ୍ୟରେ ପରବର୍ତୀ ଓଭର ବୋଲିଂ କରିବାକୁ…

ସଡକ ଦୁର୍ଘଟଣାରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଥିରିମାନେ ଗୁରୁତର

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଲାହିରୁ ଥିରିମାନେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ସେ ତାଙ୍କ କାରରେ ଯାଉଥିବା ବେଳେ ଏହା ଆଉ ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ତାଙ୍କ ସହ ସେହି କାରରେ ଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ…

ରଣଜୀ ଟ୍ରଫି: ମୁମ୍ବାଇକୁ ୪୨ତମ ଟାଇଟଲ

ନୂଆଦିଲ୍ଲୀ: ୮ ବର୍ଷ ପରେ ମୁମ୍ବାଇ ପୂନର୍ବାର ରଣଜୀ ଟ୍ରଫି ଟାଇଟଲ ହାସଲ କରିବାରେ ସଫଳ ହୋଇଛି । ଫାଇନାଲରେ ବିଦର୍ଭକୁ ୧୬୯ ରନରେ ହରାଇ ମୁମ୍ବାଇ ୪୨ତମ ଟାଇଟଲ ହାସଲ କରି ଇତିହାସ ରଚିଛି । ମୁମ୍ବାଇ ୫୩୮ ରନର ବିଶାଳ ଲକ୍ଷ୍ୟ ବିଦର୍ଭ ସମ୍ମୁଖରେ ରଖିଥିଲା । ପ୍ରଥମ ଇନିଂସରେ ଭଲ ବ୍ୟାଟିଂ…

ଆଇପିଏଲରେ ଅପମାନଜନକ ଢ଼ଙ୍ଗରେ ବାଦ ପଡିଥିବା ଅଧିନାୟକ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ର ସଂସ୍କରଣ ପାଇଁ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ଷ୍ଟିଭ ସ୍ମିଥ ଉପରେ ଭରୋଷା ରଖିଛି । ଆସନ୍ତୁ ନଜର ପକାଇବେ ଆଇପିଏଲରେ କିଭଳି କେତେକ ଖେଳାଳି ଅପମାନଜନକ…

କିଏ କହିଲେ ରୋହିତଙ୍କ ମୁମ୍ବାଇ ଅଧିନାୟକ ପଦରୁ ହଟାଇବା ବହୁତ ବଡ ନିଷ୍ପତି ଥିଲା

ମୁମ୍ବାଇ: ଆଉ ହାତ ଗଣତି ଦିନ ପରେ ଆରମ୍ଭ ହୋଇଯିବ ଇଣ୍ଡିଆନ ପ୍ରିମିୟର ଲିଗ । ଟୁର୍ଣ୍ଣାମେଂଟର ସବୁଠାରୁ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଏଥିପାଇଁ ଜୋରଦାର ପ୍ରସ୍ତୁତି କରିଛି । ଅବଶ୍ୟ ଦଳକୁ ୫ ଥର ଚାମ୍ପିୟନ କରାଇଥିବା ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଯିବା ଅନେକ ଗ୍ରହଣ କରିପାରି…

ପନ୍ତଙ୍କୁ ଅଧିନାୟକ କରିବା ନେଇ ଦ୍ୱନ୍ଦ୍ୱରେ ଦିଲ୍ଲୀ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ୱିକେଟକିପର ରିଷଭ ପନ୍ତ ଏବେ ଫିଟ ହୋଇ ଯାଇଛନ୍ତି । ସେ ଇଣ୍ଡିଆନ ପ୍ରିମିୟର ଲିଗ ଖେଳିବା ନିଶ୍ଚିତ ମଧ୍ୟ ହୋଇଯାଇଛି । ତେବେ ଦିଲ୍ଲୀ କ୍ୟାପିଟାଲ୍ସର ଟିମ ମ୍ୟାନେଜମେଂଟ ତାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି…

ଆଇପିଏଲରେ ଲଜ୍ଜ୍ୱାଜନକ ରେକର୍ଡ

ମୁମ୍ବାଇ: ଆଇପିଏଲର ଆଗାମୀ ସିଜନ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏଥର ୧୦ଟି ଟିମ ପୂନର୍ବାର ଟ୍ରଫି ପାଇଁ ସଂଘର୍ଷ କରିବେ । ମାର୍ଚ୍ଚ ୨୨ରେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦଘାଟନୀ ମୁକାବିଲା ହେବ । ଆଇପିଏଲରେ ଅନେକ ରେକର୍ଡ ସୃଷ୍ଟି ହୋଇଛି । ତେବେ ଏ ଭଳି…

ଅଶ୍ୱିନୀ ହେଲେ ବିଶ୍ୱର ଏକ ନମ୍ବର ବୋଲର

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ଭାରତର ରବିଚନ୍ଦ୍ରନ ଅଶ୍ୱୀନ ବିଶ୍ୱର ଏକ ନମ୍ବର ବୋଲର ମାନ୍ୟତା ପାଇଛନ୍ତି । ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ସେ ଶୀର୍ଷରେ ରହିଛନ୍ତି । ଇଂଲଣ୍ଡ ବିପକ୍ଷ ଧର୍ମଶାଳା ଟେଷ୍ଟରେ ୯ ୱିକେଟ ଅକ୍ତିଆର କରି ଅଶ୍ୱିନୀ ଗୋଟିଏ ସ୍ଥାନ ଉନ୍ନୀତ…

ବିସିସିଆଇ ମହିଳା ଆନ୍ତଃଜୋନ ଟ୍ରଫି: ଓଡିଶାରୁ ଏକମାତ୍ର ଖେଳାଳି ଭାବେ ସୁଯୋଗ ପାଇଲେ ସୁଶ୍ରୀ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଅଲରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶନୀ ବିସିସିଆଇ ସିନିୟର ମହିଳା ଆନ୍ତଃଜୋନ ମଲ୍ଟି ଡେ ଟ୍ରଫି ପାଇଁ ଚୟନ ହୋଇଛନ୍ତି । ସେ ଏକମାତ୍ର ଓଡିଆ ଖେଳାଳି ଭାବେ ପୂର୍ବାଂଚଳ ଟିମରେ ସୁଯୋଗ ପାଇଛନ୍ତି । ପୁଣେରେ ଏହା ମାର୍ଚ୍ଚ ୨୮ରୁ ଏପ୍ରିଲ ୧୧ ପର୍ଯ୍ୟନ୍ତ ଖେଳାଯିବ ।…

ଟି୨୦ ବିଶ୍ୱକପ ପୂର୍ବରୁ ଆଇପିଏଲ ଭାରତୀୟ ଟିମର ମୁଣ୍ଡ ବ୍ୟଥାର କାରଣ ସାଜିପାରେ

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ ଇଂଲଣ୍ଡକୁ ୪-୧ରେ ଟେଷ୍ଟ ସିରିଜ ହରାଇବା ପରେ ଏବେ ସମସ୍ତଙ୍କ ନଜର ଆଇପିଏଲ ଉପରେ ରହିଛି । ଏହାର ମୂଖ୍ୟ କାରଣ ହେଲା ଟି୨୦ ବିଶ୍ୱକପ ପାଇଁ କିଛି ଖେଳାଳିଙ୍କ ଭାଗ୍ୟ ଏହି ଆଇପିଏଲ ଉପରେ ନିର୍ଭର କରୁଛି । ଆଇପିଏଲ ବିଶ୍ୱକପ ଚୟନର ମାପଦଣ୍ଡ ହେବ କେହି…