Latest Odisha News

BREAKING NEWS

Browsing Category

ଖେଳ

ଏହି ଦେଶ ବିପକ୍ଷରେ ଭାରତ ଖେଳିବ ପ୍ରଥମ ଦିନିକିଆ ସିରିଜ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ ଅବସରରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏକ ବଡ ଘୋଷଣା କରିଛି । ଆଇପିଏଲ ୨୦୨୬ ପରେ ଭାରତୀୟ ଟିମ ପ୍ରଥମ ଥର ପାଇଁ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ଉଭୟ ଦେଶ ମଧ୍ୟରେ ଗୋଟିଏ ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ବିସିସିଆଇର ଏହାର…

ସତ ହେଲା ୬ ବର୍ଷ ତଳେ ଗମ୍ଭୀର କରିଥିବା ଭବିଷ୍ୟବାଣୀ

କୋଲକାତା: ସଞ୍ଜୁ ସାମସନଙ୍କ ଐତିହାସିକ ଇନିଂସ ବଳରେ ୱେଷ୍ଟଇଣ୍ଡିଜକୁ ହରାଇ ଭାରତ ଟି୨୦ ବିଶ୍ୱକପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି । ୧୯୬ ରନର ଟାର୍ଗେଟକୁ ଭାରତ ପିଛା କରିଥିଲା । ସଞ୍ଜୁ ୫୦ ବଲରେ ୧୨ ଚୌକା ଓ ୪ ଛକା ସହାୟତାରେ ୯୭ ରନର ଇନିଂସ ଖେଳିଥିଲେ । ସଞ୍ଜୁଙ୍କୁ ନେଇ ଟିମ…

ବିଜୟୀ ସ୍କ୍ରିପ୍ଟ ଲେଖିଲେ ସଞ୍ଜୁ ସାମସନ: ଭାରତ-ଇଂଲଣ୍ଡ ସେମିଫାଇନାଲ

କୋଲକାତା: ସଞ୍ଜୁ ସାମସନଙ୍କ ସ୍ମରଣୀୟ ଇନିଂସ ବଳରେ ଭାରତ ୫ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ବିନିମୟରେ ୧୯୫ ରନ କରିଥିଲା । ରୋଷ୍ଠନ ଚେଜ ୪୦ ଓ ଜାସନ ହୋଲ୍ଡର ଅପରାଜିତ ୩୭ ରନ କରିଥିଲେ । ଯଶପ୍ରୀତ…

ୱେଷ୍ଟଇଣ୍ଡିଜର ଆକର୍ଷଣୀୟ ବ୍ୟାଟିଂ

କୋଲକାତା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ସୁପର ଏଇଟ ମୁକାବିଲରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୧୯୬ ରନର ଲକ୍ଷ୍ୟ ରଖିଛି । ଟସ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ୱେଷ୍ଟଇଣ୍ଡିଜର ଟପ ଅର୍ଡର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଅଧିନାୟକ…

ଆବୁଧାବୀରେ ଫସି ଯାଇଛନ୍ତି ଇଂଲଣ୍ଡ କ୍ରିକେଟର ଜନୀ ବେୟାରଷ୍ଟୋ

ଦୁବାଇ:ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରେ ମିଡିଲ ଇଷ୍ଟରେ ଉତେଜନା ବୃଦ୍ଧି ପାଇଛି । ଏଥିଯୋଗୁ ଅନେକ ଆନ୍ତର୍ଜାତୀୟ ଏୟାରଲାଇନ୍ସ ବିମାନ ଚଳାଚଳକୁ ବନ୍ଦ କରିବା ସହ ରୁଟରେ ପରିବର୍ତନ କରିଛନ୍ତି । ଇଂଲଣ୍ଡ ଲାୟନ୍ସର କୋଚ ତଥା ଇଂଲଣ୍ଡର ପୂର୍ବତନ କ୍ରିକେଟର ଜନୀ…

ଟି୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକାର କ୍ରମାଗତ ୭ମ ବିଜୟ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଦକ୍ଷିଣ ଆଫ୍ରିକା କ୍ରମାଗତ ୭ଟି ମ୍ୟାଚରେ ବିଜୟ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିଛି । ସେମିରେ ନ୍ୟୁଜିଲାଣ୍ଡକୁ ଦକ୍ଷିଣ ଆଫ୍ରିକା ଭେଟିବ । ଗ୍ରୁପ ଷ୍ଟେଜର ସମସ୍ତ ୪ଟି ଏବଂ ସୁପର ଏଇଟର ୩ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରିଛି…

ମହିଳା ଦିନିକିଆ: ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର କ୍ଲିନ ସୁଇପ, ଶତକ ସହ ବିଦାୟ ନେଲେ ହୀଲେ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲିଆ ସମସ୍ତ ୩ଟି ଯାକ ମ୍ୟାଚ ଜିତି କ୍ଲିନ ସୁଇପ କରିଛି । କ୍ୟାରିୟରର ଶେଷ ମ୍ୟାଚ ଖେଳୁଥିବା ଅଷ୍ଟ୍ରେଲିଆର ଏଲିସ ହୀଲେ ଚମତ୍କାର ଶତକ ମାରି ସମ୍ପୂର୍ଣ୍ଣ ଷ୍ଟାଇଲରେ କ୍ରିକେଟକୁ…

ପାକିସ୍ତାନ ବିଦା: ଫରହାନଙ୍କ ଶତକ ବ୍ୟର୍ଥ, ନାକେଦମ କଲା ଶ୍ରୀଲଙ୍କା

କାଣ୍ଡି: ଟି୨୦ ବିଶ୍ୱକପ ୨୦୨୬ରେ ପାକିସ୍ତାନର ଅଭିଯାନ ଶେଷ ହୋଇଛି । ପାକିସ୍ତାନ ଶନିବାର ସୁପର ଏଇଟରେ ତାର ଶେଷ ମୁକାବିଲାରେ ଶ୍ରୀଲଙ୍କାକୁ ୫ରନରେ ହରାଇଥିଲେ ମଧ୍ୟ ତାହା ସେମିରେ ପ୍ରବେଶ କରିବା ପାଇଁ ଯଥେଷ୍ଟ ହୋଇନି । ସେମିକୁ ଉନ୍ନୀତ ହେବା ପାଇଁ ପାକିସ୍ତାନକୁ ୬୫ ରନ ବ୍ୟବଧାନରେ…

କୋଲକାତାରେ ଟିମ ସହିତ ଯୋଗ ଦେବେ ରିଙ୍କୁ ସିଂ

କୋଲାକାତା: ଚଳିତ ଟି୨୦ ବିଶ୍ୱକପରେ ଭାରତ ତାର ଶେଷ ସୁପର ଏଇଟ ମ୍ୟାଚ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ । ଏହା ଟିମ ଇଣ୍ଡିଆ ପାଇଁ କ୍ୱାର୍ଟର ଫାଇନାଲ ସଦୃଶ ମ୍ୟାଚ । ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କ ବାପାଙ୍କ ଦେହାନ୍ତ ହୋଇଯିବାରୁ ସେ ଗ୍ରେଟର ନୋଏଡା ଯାଇଥିଲେ । ତାଙ୍କ…

ଚର୍ଚ୍ଚାରେ ଆକ୍ୱିବ ନବୀ, ଏବେ ଆଇପିଏଲ ପ୍ରଦର୍ଶନ ଉପରେ ରହିବ ନଜର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଦୀର୍ଘ ୬୭ ବର୍ଷ ପରେ ରଣଜୀ ଟ୍ରଫି ଟାଇଟଲ ହାସଲ କରିଛି । ପେସ ବୋଲର ଆକ୍ୱିବ ନବୀଙ୍କ ବୋଲିଂ ପ୍ରଦର୍ଶନ ଏହି ବିଜୟର ମୂଖ୍ୟ କାରଣ ଭାବେ ବିବେଚନା କରାଯାଉଛି । ସମ୍ପୂର୍ଣ୍ଣ ରଣଜୀ ଟ୍ରଫିରେ ସେ ଭଲ ପ୍ରଦର୍ଶନ କରିଥିଲେ । ଆଇପିଏଲର ଆଗାମୀ ସିଜନରେ ୨୯ ବର୍ଷୀୟ ନବୀ…