Latest Odisha News

BREAKING NEWS

Browsing Category

ଖେଳ

ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆଇନ ପରିସରକୁ BCCI ଏବଂ ରାଜ୍ୟ ସଂଘଗୁଡ଼ିକ କାହିଁକି ଆସିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଏବଂ ସମସ୍ତ ରାଜ୍ୟ କ୍ରିକେଟ ସଂଘଗୁଡ଼ିକୁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି। ଦେଶରେ କାର୍ଯ୍ୟକାରୀ ହୋଇଥିବା 'ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆଇନ, ୨୦୨୫' ପରିସରଭୁକ୍ତ ବିସିସିଆଇଏବଂ ରାଜ୍ୟ କ୍ରିକେଟ…

ନାଗୋୟାରେ ପ୍ରବଳ ବନ୍ୟା: ଏସୀୟ କ୍ରୀଡ଼ା ଉପରେ ପଡ଼ିବ ନାହିଁ କୌଣସି ପ୍ରଭାବ

ନାଗୋୟା: ଏସୀୟ କ୍ରୀଡ଼ା ଆରମ୍ଭ ହେବାର ମାତ୍ର ୧୦ ଦିନ ପୂର୍ବରୁ ଜାପାନର ନାଗୋୟା ସହରରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରର ରାସ୍ତାଘାଟ ଓ ଘରଦ୍ୱାର ଜଳମଗ୍ନ ହୋଇପଡ଼ିଛି । ତେବେ ଏହି ବନ୍ୟା ସତ୍ତ୍ୱେ ଏସୀୟ କ୍ରୀଡ଼ା ନିର୍ଦ୍ଧାରିତ ସମୟ ଅନୁସାରେ…

ଏସୀୟ କ୍ରୀଡ଼ା ୨୦୨୬: ପୁଣି ନୀଳ ଜର୍ସି ପିନ୍ଧି ଓହ୍ଲାଇବ ଭାରତୀୟ ହକି ଦଳ

ନୂଆଦିଲ୍ଲୀ:ପାନର ଆଇଚି-ନାଗୋୟାଠାରେ ଅନୁଷ୍ଠିତ ହେବାକୁ ଥିବା ୨୦ତମ ଏସୀୟ କ୍ରୀଡ଼ାରେ ଭାରତୀୟ ହକି ଦଳ (ପୁରୁଷ ଓ ମହିଳା) ପୁଣି ଥରେ ନିଜର ପାରମ୍ପରିକ ନୀଳ ଜର୍ସି ପିନ୍ଧି ଖେଳିବ । ନିକଟରେ ନେଦରଲ୍ୟାଣ୍ଡସ ଓ ବେଲଜିୟମରେ ଅନୁଷ୍ଠିତ ବିଶ୍ୱକପ୍‌ରେ ଭାରତୀୟ ଦଳ କମଳା ରଙ୍ଗର ଜର୍ସି…

ନୂଆ ସ୍ପନଶର ଡିଲରେ ବିସିସିଆଇ ମାଲାମାଲ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଘରୋଇ ଆନ୍ତର୍ଜାତୀୟ ମ୍ୟାଚ୍‌ଗୁଡ଼ିକ ପାଇଁ କ୍ୟାମ୍ପା କୋଲା , ଏସ୍‌ବିଆଇ ଲାଇଫ୍  ଏବଂ ଚାଟ୍‌ଜିପିଟି କୁ ନୂଆ ଆସୋସିଏଟ୍ ପାର୍ଟନର ଭାବେ ଚୟନ କରିଛି । ଏହି ଚୁକ୍ତି ମାର୍ଚ୍ଚ ୨୦୨୮ ପର‌୍ୟ୍ୟନ୍ତ ବଳବତ୍ତର…

ଜୁନିୟର ଏସିଆ କପ : ଦକ୍ଷିଣ କୋରିଆକୁ ହରାଇ ସେମିଫାଇନାଲ୍ ଦ୍ୱାରଦେଶରେ ଭାରତ

ମୋକି (ଚୀନ୍): ଚୀନ୍‌ର ମୋକିଠାରେ ଆୟୋଜିତ ଏଏଚ୍‌ଏଫ୍ ଜୁନିୟର ଏସିଆ କପ୍ ୨୦୨୬ରେ ଭାରତୀୟ ଜୁନିୟର ପୁରୁଷ ହକି ଦଳ ନିଜର ଦମଦାର ପ୍ରଦର୍ଶନ ବଜାୟ ରଖିଛି । ମଙ୍ଗଳବାର ଅନୁଷ୍ଠିତ ଏକ କଡ଼ା ମୁକାବିଲାରେ ଭାରତୀୟ ଟିମ୍ ଦକ୍ଷିଣ କୋରିଆକୁ ୭-୩ ଗୋଲ୍‌ରେ ପରାସ୍ତ କରି ପୁଲ୍-ଏ’ର ଶୀର୍ଷ ସ୍ଥାନ…

ଏସୀୟ କ୍ରୀଡ଼ା : ସ୍ୱର୍ଣ୍ଣ ପଦକ, ଅଲିମ୍ପିକ୍ସ ଯୋଗ୍ୟତା ଲକ୍ଷ୍ୟରେ ଜାପାନ ଗସ୍ତ କଲା ଭାରତୀୟ ମହିଳା ହକି

ଟିମ୍ବେଙ୍ଗାଲୁରୁ, : ମହିଳା ହକି ବିଶ୍ୱକପ୍‌ରେ ଐତିହାସିକ ୫ମ ସ୍ଥାନ ହାସଲ କରିବା ପରେ ଭାରତୀୟ ମହିଳା ହକି ଟିମ୍ ଜାପାନର ଆଇଚି-ନାଗୋୟାଠାରେ ଆୟୋଜିତ ହେବାକୁ ଥିବା ୨୦ତମ ଏସୀୟ କ୍ରୀଡ଼ା ଅଂଶଗ୍ରହଣ କରିବା ପାଇଁ ଗସ୍ତ କରିଛି । ଏଥର ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି ସ୍ୱର୍ଣ୍ଣ ପଦକ ଜିତିବା ସହ…

ଓଡ଼ିଶା ଟି୨୦ ଲିଗ୍ ୨୦୨୬ ସିଏମ ଟ୍ରଫି: ଚୂଡ଼ାନ୍ତ ଦଳ ଘୋଷଣା, ରାଇନା ଓ ଦେବାଶିଷ ବ୍ରାଣ୍ଡ୍ ଆମ୍ବାସାଡର

କଟକ:ଐତିହାସିକ ବାରବାଟୀ ଷ୍ଟେଡିୟମ୍‌ରେ ଖେଳାଯିବାକୁ ଥିବା ଓଡ଼ିଶା ଟି୨୦ ଲିଗ୍ ୨୦୨୬ (ସିଏମ ଟ୍ରଫି) ର ଦ୍ୱିତୀୟ ସଂସ୍କରଣ ପାଇଁ ସମସ୍ତ ୬ଟି ଫ୍ରାଞ୍ଚାଇଜ୍ ନିଜ ନିଜର ୧୬ ଜଣିଆ ଖେଳାଳି  ଚୂଡ଼ାନ୍ତ କରିଛନ୍ତି । ସେପ୍ଟେମ୍ବର ୨୦ ରୁ ୨୯ ପର‌୍ୟ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଏହି…

କ୍ରିକେଟ: ଗୋଟିଏ ଦିନରେ ଦୁଇଟି ଅଲଗା ସ୍ଥାନରେ ମ୍ୟାଚ୍ ଖେଳିପାରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ବେଞ୍ଚ୍ ଷ୍ଟ୍ରେନ୍ଥ ବିଷୟରେ ସାରା ବିଶ୍ୱ ଜାଣିଛି । କୁହାଯାଏ ଯେ ଭାରତ ପାଖରେ ଏତେ ସଂଖ୍ୟକ ଗୁଣାତ୍ମକ ଖେଳାଳି ଅଛନ୍ତି ଯେ ଦଳ ଏକାଦିନକେ ଦୁଇଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର କ୍ଷମତା ରଖେ । ଏଭଳି ଏକ ରୋମାଞ୍ଚକର ସମୀକରଣ ୩ ଅକ୍ଟୋବର ୨୦୨୬ରେ…

 ୨୦୨୭ ସାଉଥ୍ ଏସିଆନ  ଗେମ୍ସରେ ଭାଗ ନେବେ ଭାରତୀୟ ଆଥଲେଟ୍

ନୂଆଦିଲ୍ଲୀ: ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୨୭ରେ ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ସାଉଥ୍ ଏସିଆନ୍ ଫେଡେରେସନ୍ ଗେମ୍ସରେ ଭାଗ ନେବା ପାଇଁ ଭାରତ ସମ୍ମତି ପ୍ରଦାନ କରିଛି । ଏହି କ୍ରୀଡ଼ା ପ୍ରତିଯୋଗିତା ୨୦୨୭ ଏପ୍ରିଲ୍ ୪ ରୁ ୧୧ ମଧ୍ୟରେ ପାକିସ୍ତାନରେ ଅନୁଷ୍ଠିତ ହେବ । ଏହି…

ପିଟରସନ ଇଂଲଣ୍ଡ ହ୍ବାଇଟ୍-ବଲ୍ ଟିମ୍‌ର ମେଣ୍ଟର ନିଯୁକ୍ତ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ୍ ପିଟରସନ୍‌ଙ୍କୁ ଇଂଲଣ୍ଡ ପୁରୁଷ ହ୍ବାଇଟ୍-ବଲ୍ (ସୀମିତ ଓଭର) କ୍ରିକେଟ୍ ଦଳର ସ୍ପେଶାଲିଷ୍ଟ ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି । ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ସେ ଦଳ ସହିତ…