Latest Odisha News

BREAKING NEWS

Browsing Category

ଖେଳ

ଏ ପର୍ଯ୍ୟନ୍ତ ସମସ୍ତ ଟି୨୦ ବିଶ୍ୱକପରେ ଖେଳିଛନ୍ତି ରୋହିତ

ନୂଆଦିଲ୍ଲୀ: ରୋହିତ ଶର୍ମା ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ନେତୃତ୍ୱ ନେବେ । ଦଳ ଘୋଷଣା ପରେ ରୋହିତଙ୍କ ନାମରେ ଏକ ନିଆରା ରେକର୍ଡ ଯୋଡି ହୋଇ ଯାଇଛି । ସେ ଭାରତର ପ୍ରଥମ ଖେଳାଳି ଭାବେ ୨୦୦୭ ପରଠାରୁ ସମସ୍ତ ଟି୨୦ ବିଶ୍ୱକପ ଖେଳି କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୨୪ର ପ୍ରଥମ…

ଏଥର ୩୦୦ ପାର୍‌, ବୋଲରଙ୍କ ନିଦ ହଜାଉଛନ୍ତି ବ୍ୟାଟର୍‌ !

ନୂଆଦିଲ୍ଲୀ: ନିର୍ବାଚନୀ ମାହୋଲ ଭିତରେ ‘ଅବ୍ କି ବାର୍ ୪୦୦ ପାର୍‌’ ନାରା ତ ଶୁଣିଥିବେ । ହେଲେ ଏବେ କ୍ରିକେଟ୍ ମଇଦାନରେ ବି କିଛି ଏଭଳି ଶୁଣିବାକୁ ମିଳିଲାଣି । କ୍ରିକେଟ୍‌ରେ ଏବେ ଟ୍ରେଣ୍ଡ କରୁଛି ‘ଅବ୍ କି ବାର୍ ୩୦୦ ପାର୍‌’ । ତେବେ ଏହି ୩୦୦ ପାର୍ ନାରା କ’ଣ? ୩୦୦ ପାର୍ ମାନେ ୩୦୦ ରନ୍…

ସ୍ୱପ୍ନ ସାକାର କରିବା ପାଇଁ ପନ୍ତ ଛାଡି ଦେଇଥିଲେ ରସମଲେଇ, ଚିକେନ, ବିରିୟାନୀ ଖାଇବା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଦଳରେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିଛି । ୩୦ ଡିସେମ୍ବର ୨୦୨୩ ରାତିର ଦୁର୍ଘଟଣା ପରେ ପନ୍ତଙ୍କ ଭବିଷ୍ୟତ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସେ ଲଢ଼େଇ କରି ପ୍ରଥମେ ସୁସ୍ଥ ହୋଇଥିଲେ । ଏହା ପରେ ଲୟକୁ ଫେରିବା ପାଇଁ କଠିନ ପରିଶ୍ରମ କରିଥିଲେ । ଆଇପିଏଲରେ…

ଟି୨୦ ବିଶ୍ୱକପ: ଏବେ ବି ରିଙ୍କୁ, ରାହୁଲ, ରିତୁରାଜଙ୍କ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ୧ ଜୁନରୁ ୨୯ ପର୍ଯ୍ୟନ୍ତ ଏହା ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବ । ଘୋଷିତ ଦଳରେ ରିଙ୍କୁ ସିଂ, କେଏଲ ରାହୁଲ, ରିତୁରାଜ ଗାଏକ୍ୱାଡ ଓ ଈଶାନ କିଶାନଙ୍କ ପରି ଖେଳାଳିଙ୍କୁ ସୁଯୋଗ ମିଳିନି । ତେବେ…

ଇଂଲଣ୍ଡର ଏହି ଖେଳାଳି କହିଲେ ଭାରତ ସେମିକୁ ବି ଯାଇ ପାରିବନି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତର ବିଶ୍ୱକପ ଜିତିବା ସମ୍ଭାବନା ଅଧିକ ଥିବା ବେଳେ ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ କିନ୍ତୁ ଏକ ନୈରାଶ୍ୟଜନକ ଆକଳନ କରିଛନ୍ତି । ମହାନ ଖେଳାଳି ମାଇକେଲ ଭନ ଭାରତ ସେମିଫାଇନାଲକୁ…

ଟି୨୦ ବିଶ୍ୱକପ: ସମୂଦ୍ର ବାଟେ ଆମେରିକା ଆସିବ ଡ୍ରପ ଇନ ପିଚ

ନ୍ୟୁୟର୍କ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଆଉ ହାତ ଗଣତି ଦିନ ରହିଲା । ଏଥର ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଏହାକୁ ଆୟୋଜନ କରାଯାଉଛି । ଟି୨୦ ବିଶ୍ୱକପ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଏଥିପାଇଁ ପ୍ରସ୍ତୁତ ଡ୍ରପ ଇନ ପିଚ ଫ୍ଲୋରିଡାରୁ ନ୍ୟୁୟର୍କ ଅଣାଯାଉଛି । ଏହି ପିଚରେ ଜୁନ ୯ରେ…

କାହିଁକି ବାଦ୍ ପଡ଼ିଲେ ଏହି ୪ ଖେଳାଳି?

ନୂଆଦିଲ୍ଲୀ: ଠିକ ମାସକ ପରେ ଟି-୨୦ ବିଶ୍ଵକପ ଖେଳାଯିବ। ଅର୍ଥାତ୍ ଜୁନ୍ ୨ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ। ଏଥିପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। କାହାକୁ ମିଳିବ ବିଶ୍ୱକପ୍ ଟିକେଟ ସେନେଇ ଜାରି ରହିଥିଲା ସସପେନ୍ସ। ଶେଷରେ ଭାରତୀୟ କ୍ରିକେଟ ବୋର୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। ବଡ଼ କଥା ହେଉଛି…

ଟି୨୦ ବିଶ୍ୱକପ: ପାୱାର ପ୍ଲେରେ ବୋଲିଂ, ଫିନିଶରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତ ତାର ଦଳ ଘୋଷଣା କରିଛି । ୨୦୦୭ ପ୍ରଥମ ସଂସ୍କରଣରେ ଭାରତ ଟି୨୦ ବିଶ୍ୱକପ ଜିତିଥିଲା । ଏହା ପରଠାରୁ ଟିମ ଇଣ୍ଡିଆ ଆଉ ଟାଇଟଲ ହାସଲ କରିପାରି ନାହିଁ । ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ପ୍ରଶଂସକମାନେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଏଥର…

ଜନ୍ମ ଦିନରେ ରୋହିତ ଆଇପିଏଲରେ ପୂନର୍ବାର ଫେଲ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ରୋହିତ ଶର୍ମା ପୂନର୍ବାର ଜନ୍ମ ଦିନରେ ଫେଲ ମାରିଛନ୍ତି । ଏଥରକୁ ମିଶାଇ ୫ଥର ସେ ଆଇପିଏଲରେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ମଙ୍ଗଳବାର ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ସେ ୪ ରନ କରି ମୋହସିନ ଖାଁଙ୍କ ବଲରେ ଆଉଟ ହୋଇଥିଲେ ।…

ଟି୨୦ ବିଶ୍ୱକପ ଦଳ ଚୟନ: ହାର୍ଦ୍ଦିକଙ୍କୁ ନେଇ ହଜାରେ ପ୍ରଶ୍ନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଘୋଷଣା କରାଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସୁଯୋଗ ମିଳିବା ସହ ଉପ ଅଧିନାୟକ ମଧ୍ୟ କରାଯାଇଛି । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଦିନିକିଆ ବିଶ୍ୱକପରେ ଆଘାତ ପ୍ରାପ୍ତ ହେବା ପରଠାରୁ ଆଜି…