Latest Odisha News

BREAKING NEWS

Browsing Category

ଖେଳ

ରୋହିତ ହେଲେ ବିଶ୍ୱର ଏକ ନମ୍ବର ଦିନିକିଆ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଭାରତର ସିନିୟର ବ୍ୟାଟ୍ସମ୍ୟାନ ଓ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଦିିନିକିଆ କ୍ରିକେଟରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ର‌୍ୟାଙ୍କିଙ୍ଗରେ ସେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ରୋହିତ ପ୍ରଶଂସନୀୟ…

ରଣଜୀ ଟ୍ରଫି: ଓଡିଶ-ୟୁପି ମ୍ୟାଚ ଡ୍ର

କାନପୁର: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏର ଏକ ମୁକାବିଲାରେ ଓଡିଶା ଓ ଉତରପ୍ରଦେଶ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ୟୁପି ୩ ପଂଏଟ ପାଇଥିବା ବେଳେ ଓଡିଶା ୧ ପଂଏଟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୨୪୩ ରନ କରିଥିଲା । ଏହାର…

ପୁଅରୁ ଝିଅ ହୋଇଥିବା ଅନୟା ବାଙ୍ଗର ଖେଳିବେ ମହିଳା କ୍ରିକେଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା ବାଙ୍ଗର ଏବେ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ଅପରେଶନ ମାଧ୍ୟମରେ ଆର୍ଯ୍ୟନରୁ ଅନାୟା ହୋଇଥିବା ଏହି ପୂର୍ବତନ ଖେଳାଳି ଜଣଙ୍କ ପୂନର୍ବାର କ୍ରିକେଟ ପଡିଆକୁ ଫେରିବା ପାଇଁ ନିଷ୍ପତି…

ଟି୨୦ ବିଶ୍ୱକପର ଡ୍ରେସ ରିହର୍ସଲ ହେଉଛି ଭାରତ-ଅଷ୍ଟ୍ରେଲିଆ ସିରିଜ

ଅକ୍ଟୋବର ୨୯ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ । ଟି୨୦ ବିଶ୍ୱକପ ପୂର୍ବରୁ ଉଭୟ ଚାମ୍ପିୟନ ଟିମ ପାଇଁ ଏହା ଡ୍ରେସ ରହର୍ସଲ କହିଲେ ଭୁଲ ହେବନି । ୨୦୨୬ ଫେବୃୟାରୀରେ ବିଶ୍ୱକପ ଆରମ୍ଭ ହେବ । ଭାରତ ଓ ଶ୍ରୀଲଙ୍କାରେ ଏହା ଆୟୋଜିତ ହେବାକୁ ଥିବାରୁ ଟିମ…

ଟିମ ଇଣ୍ଡିଆ,ଗାଙ୍ଗୁଲିଙ୍କ ବିରୋଧରେ ବଡ ଅଭିଯୋଗ ଆଣିଲେ ବ୍ରଡ

ଲଣ୍ଡନ: ଟିମ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଏହା ଅକ୍ଟୋବର ୨୯ରୁ ଆରମ୍ଭ ହେବ । ଏହା ପୂର୍ବରୁ ଆଇସିସିର ପୂର୍ବ ମ୍ୟାଚ ରେଫରୀ କ୍ରିସ ବ୍ରଡ ଟିମ ଇଣ୍ଡିଆ ଓ ସୌରଭ ଗାଙ୍ଗୁଲି ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି…

ଶ୍ରେୟାଶଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଲେ ସୂର୍ଯ୍ୟକୁମାର

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ଅବସରରେ ଭାରତର ଉପ ଅଧିନାୟକ ଶ୍ରେୟାଶ ଆୟାର ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ । ଅକ୍ଟୋବର ୨୯ରୁ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ । ଏହା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସାଥୀ ଖେଳାଳି…

୧୪୧ ବଲରେ ଦ୍ୱିଶତକ ମାରିଲେ ପୃଥ୍ୱୀ ଶ

ନୂଆଦିଲ୍ଲୀ: ଭାରତର ପୂର୍ବତନ ୧୯ ବର୍ଷରୁ କମ କ୍ରିକେଟର ଅଧିନାୟକ ପୃଥ୍ୱୀ ଶ ଆଜି ରଣଜୀ ଟ୍ରଫିରେ ଝଡ ସୃଷ୍ଟି କରିଛନ୍ତି । ମହାରାଷ୍ଟ୍ର ପକ୍ଷରୁ ଖେଳୁଥିବା ପୃଥ୍ୱୀ ଚଣ୍ଡୀଗଡ ବିପକ୍ଷରେ ମାତ୍ର ୧୪୧ ବଲରେ ଦ୍ୱିଶତକ ହାସଲ କରିଥିଲେ । ରଣଜୀ ଟ୍ରଫି ଇତିହାସରେ ତୃତୀୟ ଦ୍ରୁତ ଦ୍ୱିଶତକ ହାସଲକାରୀ…

ସୁସ୍ଥ ହେଉଛନ୍ତି ଶ୍ରେୟସ ଆୟର, ଆଇସିୟୁରୁ ବାହାରିଲେ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ ଦଳର ଉପ-ଅଧିନାୟକ ଶ୍ରେୟସ ଆୟର ଆଇସିୟୁରୁ ବାହାରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଫିଲ୍ଡିଂ କରିବା ସମୟରେ ଆହତ ହେବା ପରେ ତାଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ…

ବିଶ୍ୱକପ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ନିକଟରେ ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଟି୨୦ରେ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ଦିନିକିଆ ପରେ ଏବେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଆଗକୁ ବିଶ୍ୱକପ ଥିବାରୁ ଏହି ସିରିଜ ପ୍ରତି ସମସ୍ତଙ୍କ ନଜର ରହିଛି । ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏହି…

ସାମୀଙ୍କ ସହ ଆଲୋଚନା କଲେ ଚୟନ କମିଟି ସଦସ୍ୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପେସ ବୋଲର ମହମ୍ମଦ ସାମୀ ଅଷ୍ଟ୍ରେଲିଆ ବିପକ୍ଷରେ ଚୟନ ନ ହେବା ଆଲୋଚନାର ବିଷୟ ହୋଇଛି । ଆଘାତ ସମସ୍ୟା ଯୋଗୁ ସେ ଇଂଲଣ୍ଡ ବିପକ୍ଷ ସିରିଜରେ ଖେଳି ନ ଥିଲେ । ପରେ ସେ ଫିଟ ହେବା ସତ୍ୱେ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରି ନ ଥିଲେ । ଚୟନ କମିଟି ମୂଖ୍ୟ ଅଜିତ…