Latest Odisha News

BREAKING NEWS

Browsing Category

ଖେଳ

ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବୈଭବ ସୂର୍ଯ୍ୟବଂଶୀ ୧୫ ବଲରେ ଅର୍ଦ୍ଧଶତକ ମାରି ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ସେ ଟିମ ଇଣ୍ଡିଆ ପାଇଁ ପ୍ରସ୍ତୁତ ହୋଇଗଲେଣି ପୂର୍ବତନ କ୍ରିକେଟରମାନେ ମତ ରଖିଛନ୍ତି । ନଭୋଜତ ସିଂ ସିନ୍ଧୁ, ମହମ୍ମଦ କୈଫ, ଅମ୍ବାତି ରାୟୁଡୁ ଓ ପୀୟୂଷ ଚାୱଲାଙ୍କ କହିବା…

ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ

ଗୌହାଟୀ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ୮ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ଏହି ମ୍ୟାଚରେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଛନ୍ତି । ମ୍ୟାଚ ପରେ ସେ ଖଲୀଲ ଅହମ୍ମଦଙ୍କୁ ଭେଟିଥିଲେ । ଏହି ଅବସରରେ ଖଲୀଲ ପିନ୍ଧିଥିବା…

ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ

ଗୌହାଟୀ: ୫ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଚଳିତ ଆଇପିଏଲରେ ନୈରାଶ୍ୟଜନକ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି । ଯଶସ୍ୱୀ ଜୈସୱାଲ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରାଜସ୍ଥାନ ୧୨.୧ ଓଭରରେ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ପ୍ରଥମେ ବ୍ୟାଟିଂ କରି…

ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ

ନୂଆଦିଲ୍ଲୀ: ଆଇପିଏଲରେ କୋଲକାତା ନାଇଟ ରାଇଡର୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ତାର ଅଭିଯାନ ଆରମ୍ଭ କରିଛି । ୧୪ ବର୍ଷ ପରେ ମୁମ୍ବାଇ ସିଜନର ଓପନିଂ ମ୍ୟାଚରେ ବିଜୟ ହାସଲ କରିଛି । ମ୍ୟାଚ ଶେଷ ହେବା ପରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ମୁମ୍ବାଇର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିକଟକୁ…

ଡିଆରଏସ ନିୟମରେ ବଡ ପରିବର୍ତନ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସିଜନ ଆରମ୍ଭରୁ ବିସିସିଆଇ ଅନେକ ନୂଆ ନିୟମ ଲାଗୁ କରିଛି । ଏବେ ବିସିସିଆଇ ଡିଆରଏସ ନିୟମକୁ ନେଇ ବଡ ପରିବର୍ତନ କରିଛି । ଏହା ମାଧ୍ୟମରେ ଗୋଟିଏ ଟିମର ଚାଲାକି ଧରା ପଡିବ । ଡିଆରଏସରେ ଥାର୍ଡ ଅମ୍ପାୟର ସେହି ନିଷ୍ପତି ନେଇ ଶୁଣାଣୀ କରିବ ଯାହାକୁ ନେଇ ଟିମ ଆବେଦନ…

ରାଗିଗଲେ ରାହାନେ: ମୁଁ ନିଜ ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ଆଇପିଏଲ ଖେଳୁନି

ମୁମ୍ବାଇ: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ତାର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ପରାଜିତ ହୋଇଛି । ମ୍ୟାଚ ପରେ କେକେଆର ଅଧିନାୟକ ଅଜିଙ୍କ୍ୟ ରାହାଣେ କହିଥିଲେ, ମୁଁ ମୋ ବିକାଶ ପାଇଁ କ୍ରିକେଟ ଖେଳୁଛି । ନିଜ ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ଆଇପିଏଲ ଖେଳୁନି ବୋଲି…

ଚିନ୍ତାରେ ଚେନ୍ନାଇ: ଧୋନୀଙ୍କ ପରେ ବ୍ରେଭିସ ଆଘାତପ୍ରାପ୍ତ

ଚେନ୍ନାଇ: ଆଇପିଏଲ ୨୦୨୬ ଆରମ୍ଭରୁ ଆଘାତ ସମସ୍ୟା ଚେନ୍ନାଇ ସୁପର କିଙ୍ଗସ ପିଛା ଛାଡୁନି । ଦଳର ଷ୍ଟାର ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ୨ ସପ୍ତାହ ବିଶ୍ରାମ ପରାମର୍ଶ ଦିଆଯାଇଥିବା ବେଳେ ଏବେ ଡେୱାଲ୍ଡ ବ୍ରେଭିସ ଆଘାତପ୍ରାପ୍ତ ହୋଇଛନ୍ତି । ବ୍ରେଭିସଙ୍କ ସ୍ଥାନରେ ମାଥ୍ୟୁ ଶର୍ଟ କିମ୍ବା…

ରାଗିଗଲେ ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ସ୍ପିନର ହରଭଜନ ସିଂ ଅବସର ନେବା ପରେ ଏବେ କମେଂଟ୍ରି କରୁଛନ୍ତି । ଆଇପିଏଲ ୨୦୨୬ରେ କମେଂଟ୍ରି ଅବସରରେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ହରଭଜନଙ୍କୁ ଟ୍ରୋଲ କରିଛନ୍ତି । ଯାହାକୁ ନେଇ ସେ ରାଗି ଯାଇଥିଲେ । ଜଣେ ୟୁଜର ଲେଖିଥିଲେ ଇଆନ ବିଶପଙ୍କ…

ଆମେରିକା ଟି୨୦ ଲିଗରେ ଖେଳିବେ ଅଶ୍ୱୀନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆମେରିକା ଟି୨୦ ଲିଗରେ ଖେଳିବେ । ମେଜର ଲିଗ କ୍ରିକେଟରେ ସେ ସ୍ୟାନ ଫ୍ରାନ୍ସିସ୍କୋ ୟୁନିକନର୍ସ ଟିମ ସହ ଚୁକ୍ତିବଦ୍ଧ ହୋଇଛନ୍ତି । ୨୦୨୪ରେ ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ଏହା ପରେ ୨୦୨୫ରେ ସେ ଚେନ୍ନାଇ…

ଆଇପିଏଲ: ୧୦ ରେକର୍ଡ କରିଲେ କୋହଲି

ବେଙ୍ଗାଲୁର: ଆଇପିଏଲ ୨୦୨୬ ଆରମ୍ଭ ହୋଇଯାଇଛି । ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଆରସିବି ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ସହଜରେ ପରାଜିତ କରିଛି । ଏହି ମ୍ୟାଚରେ ବିରାଟ କୋହଲି ବିସ୍ଫୋରକ ଅର୍ଦ୍ଧଶତକ କରିଥିଲେ । କୋହଲି ଏଥିସହ ୧୦…