Latest Odisha News

BREAKING NEWS

Browsing Category

ଖେଳ

ଭାରତ କାହିଁକି ଖେଳିନଥିଲା ୧୯୫୦ ବିଶ୍ୱକପ୍ ?

ଭୁବନେଶ୍ବର: ୨୦୨୬ ଫିଫା ବିଶ୍ୱକପ୍‌ର ମହାକୁମ୍ଭ ଆରମ୍ଭ ହୋଇସାରିଛି। ଏଥର ପ୍ରଥମ ଥର ପାଇଁ ୩୨ ବଦଳରେ ୪୮ଟି ଦଳ ବିଶ୍ୱକପ୍ ଜିତିବା ପାଇଁ ପରସ୍ପର ସହ ଲଢ଼ୁଛନ୍ତି। ବିଶ୍ୱକପ୍ ଆସିଲେ ପ୍ରତିଥର ପ୍ରତ୍ୟେକ ଭାରତୀୟଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠେ - ଭାରତ କେବେ ଫିଫା ବିଶ୍ୱକପ୍ ଖେଳିବ? କିନ୍ତୁ…

ଫିଫା ବିଶ୍ୱକପ୍ ୨୦୨୬ ସୁପରଷ୍ଟାର୍: ଲିଓନେଲ୍ ମେସି

ଆରମ୍ଭ ହୋଇଯାଇଛି ଫୁଟବଲ୍ ଜଗତର ସବୁଠାରୁ ବଡ଼ ମହାକୁମ୍ଭ 'ଫିଫା ବିଶ୍ୱକପ୍ ୨୦୨୬ । ଏହି ସମୟରେ ଫିଫା ସ୍ପଟ୍‌ଲାଇଟ୍‌କୁ ଆସିଛନ୍ତି ଜଣେ ଏମିତି ଖେଳାଳି, ଯାହାଙ୍କୁ ଦୁନିଆ 'ଦି ଆଟୋମିକ୍ ଫ୍ଲି' ବା 'ଜାଦୁଗର' ବୋଲି କହେ। ଆମେ କହୁଛୁ ଆର୍ଜେଣ୍ଟିନାର ସେହି ଆକାଶୀ ରଙ୍ଗର ଜର୍ସି ନମ୍ବର ୧୦ -…

Jaspal Rana: ପ୍ରସିଦ୍ଧ ସୁଟର ଜସପାଲ ରାଣାଙ୍କ ପରଲୋକ, ୪୯ ବର୍ଷ ବୟସରେ ଆଖି ବୁଜିଲେ…

ନୂଆଦିଲ୍ଲୀ: ଭାରତୀୟ ସୁଟିଂ କିମ୍ବଦନ୍ତୀ ଏବଂ ପ୍ରସିଦ୍ଧ ପ୍ରଶିକ୍ଷକ ଜସପାଲ ରାଣାଙ୍କର ଶୁକ୍ରବାର ୪୯ ବର୍ଷ ବୟସରେ ପରଲୋକ ହୋଇଛି। ଏହି ସପ୍ତାହର ଆରମ୍ଭରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଭାରତର ପିସ୍ତଲ ସୁଟରମାନଙ୍କ ପାଇଁ…

ଆସନ୍ତୁ ଜାଣିବା ଦିନିକିଆ ବିଶ୍ୱକପ ୨୦୨୭ କେବେଠାରୁ ହେବ ଆରମ୍ଭ

ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଆୟୋଜିତ ହେବ । ଆଇସିସି ଗୁରୁବାର ଏହା କେବେଠାରୁ ଆରମ୍ଭ ହେବ ସ୍ପଷ୍ଟ କରିଛି । ଦକ୍ଷିଣ ଆଫ୍ରିକାର ୮ଟି ଭେନ୍ୟୁରେ ଅଧିକାଂଶ ମ୍ୟାଚ ଖେଳାଯିବ । ୪ ଅକ୍ଟୋବରରୁ ୨୧ ନଭେମ୍ବର ପର୍ଯ୍ୟନ୍ତ ବିଶ୍ୱକପ…

ଫିଫା ବିଶ୍ୱକପ ବିଜେତାଙ୍କୁ ମିଳିବ ୪୭୬ କୋଟି ଟଙ୍କା

ନୂଆଦିଲ୍ଲୀ: କ୍ରୀଡା ଜଗତର ସବୁଠାରୁ ବଡ ଇଭେଂଟ ଫୁଟବଲ ବିଶ୍ୱକପ ଆମେରିକା, କାନାଡା ଓ ମେକ୍ସିକୋରେ ଆରମ୍ଭ ହୋଇଯାଇଛି । ଏହି ମେଗା ଟୁର୍ଣ୍ଣାମେଂଟରେ ୪୮ ଟିମ ଅଂଶଗ୍ରହଣ କରୁଛନ୍ତି । ୧୬ଟି ପଡିଆରେ ଓଭରାଲ ୧୦୪ ମ୍ୟାଚ ଖେଳାଯିବ । ଏଥର ପୁରସ୍କାର ରାଶି ବହୁମାତ୍ରାରେ ବୃଦ୍ଧି କରାଯାଇଛି । ଗତ…

୧୯ ବର୍ଷରୁ କମ ଭାରତୀୟ ଦଳରେ ସ୍ଥାନ ପାଇଲେ ରାହୁଲ ଡ୍ରାଭିଡଙ୍କ ପୁଅ

ନୂଆଦିଲ୍ଲୀ: ବିସିସିଆଇ ଚୟନ କମିଟି ଶ୍ରୀଲଙ୍କା ଗସ୍ତ ପାଇଁ ୧୯ ବର୍ଷରୁ କମ ଭାରତୀୟ ଦଳର ଘୋଷଣା କରିଛି । ଯଶବର୍ଦ୍ଧନ ସିଂଙ୍କ ନେତୃତ୍ୱରେ ଘୋଷିତ ଦଳରେ ରାହୁଲ ଡ୍ରାଭିଡଙ୍କ ପୁତ୍ର ଅନବୟ ଡ୍ରାଭିଡ ସ୍ଥାନ ପାଇଛନ୍ତି । ସେ ୱିକେଟକିପର ଦାୟିତ୍ୱ ତୁଲାଇବେ । ଏହି ଅବସରରେ ମଲ୍ଟି ଡେ ଟିମ ମଧ୍ୟ…

ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ଏକୁ ହରାଇଲା ଆଫଗାନିସ୍ତାନ ଏ

ଡାମ୍ବୁଲା: ଶ୍ରୀଲଙ୍କାର ଡାମ୍ବୁଲାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଦିନିକିଆ ସିରିଜରେ ଗୁରୁବାର ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଆଫଗାନିସ୍ତାନ ଏ ଟିମକୁ ଭାରତ ଏକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଏ ଟିମ ୪୯ ଓଭରରେ ୯ ୱିକେଟ ହରାଇ ୩୪୯ ରନ କରିଥିଲା । ପ୍ରଭସିମ୍ରନ ସିଂ(୮୪),…

୩୭ ବର୍ଷ ତଳର ଅମରନାଥଙ୍କ ରେକର୍ଡ ଭାଙ୍ଗିବେ ରୋହିତ

ନୂଆଦିଲ୍ଲୀ: ଜୁନ ୧୩ରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦିିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ । ଏଥିସହ ଟିମଇଣ୍ଡିଆର ଦିନିକିଆ ବିଶ୍ୱକପ ପ୍ରସ୍ତୁତି ଆରମ୍ଭ ହେବ । ଏହି ସିରିଜରେ ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏକ ବଡ ରେକର୍ଡ କରିବାକୁ ଯାଉଛନ୍ତି । ସେ ପ୍ରଥମ ମ୍ୟାଚ ଖେଳିବା ପାଇଁ…

ଆଜିଠାରୁ ଫୁଟବଲ୍‌ର ମହାକୁମ୍ଭ: ଫିଫା ବିଶ୍ୱକପ୍ ୨୦୨୬

ନୂଆଦିଲ୍ଲୀ: ସାରା ବିଶ୍ୱର ଫୁଟବଲ୍ ପ୍ରେମୀଙ୍କ ପାଇଁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଦୁନିଆର ସବୁଠାରୁ ବଡ଼ କ୍ରୀଡ଼ା ମହୋତ୍ସବ—ଫିଫା ବିଶ୍ୱକପ୍ ୨୦୨୬ ! ଏଥର ଆମେରିକା, ମେକ୍ସିକୋ ଏବଂ କାନାଡାର ମଇଦାନରେ ଧମାଲ୍ କରିବେ ବିଶ୍ୱର ସବୁଠାରୁ ବଡ଼ ଫୁଟବଲ୍ ତାରକା।…

ସିଏମ ଟ୍ରଫି ୨.୦: ରେକର୍ଡ ସଂଖ୍ୟକ ଖେଳାଳିଙ୍କ ଅଂଶଗ୍ରହଣ, ଓଡ଼ିଶାର ତୃଣମୂଳ ସ୍ତରର କ୍ରୀଡ଼ା ପରିବେଶ ହେବ ସୁଦୃଢ଼

ଭୁବନେଶ୍ୱର: ସିଏମ ଟ୍ରଫି ୨.୦ର ଦ୍ୱିତୀୟ ସଂସ୍କରଣ ଆଜି ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି, ଯାହା ତୃଣମୂଳ ସ୍ତରରେ ଏକ ସୁଦୃଢ଼ କ୍ରୀଡ଼ା ପରିବେଶ ଗଢ଼ିବା ଏବଂ ରାଜ୍ୟରେ ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଦିଗରେ ଓଡ଼ିଶାର ବଡ଼ ପ୍ରୟାସରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…