Latest Odisha News

BREAKING NEWS

Browsing Category

ଖେଳ

India vs Australia T20: ଭାରତ-ଅଷ୍ଟ୍ରେଲିଆ ପ୍ରଥମ T20 ବାତିଲ୍

କାନବେରା: ଭାରତ-ଅଷ୍ଟ୍ରେଲିଆ ପ୍ରଥମ T20 ବାତିଲ୍। ବର୍ଷାରେ ଧୋଇଗଲା ମାନୁକା ଓଭାଲର ମ୍ୟାଚ। ଭାରତ ୯୭/୧ ଥିବା ବେଳେ ବର୍ଷା ପାଇଁ ବନ୍ଦ ରହିଥିଲା ମ୍ୟାଚ। ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭରୁ ଦୁଇଥର ପ୍ରଭାବିତ…

ସାମୀଙ୍କ ସମର୍ଥନରେ ଅଗରକରଙ୍କୁ ଟାର୍ଗେଟ କଲେ ବେଙ୍ଗଲ କୋଚ

କୋଲକାତା: ବେଙ୍ଗଲ କ୍ରିକେଟ ଟିମର ମୂଖ୍ୟ କୋଚ ଲକ୍ଷ୍ମୀ ରତନ ଶୁକ୍ଲା ବୁଧବାର ମହମ୍ମଦ ସାମୀଙ୍କୁ ଖୋଲାଖୋଲି ଭାବେ ସମର୍ଥନ ଦେଇଛନ୍ତି । ସେ ଭାରତର ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କୁ ଟାର୍ଗେଟ କରି କହିଛନ୍ତି ସାମୀଙ୍କୁ କୌଣସି ସାର୍ଟିଫିକେଟର ଆବଶ୍ୟକତା ନାହିଁ । ଗୁଜରାଟ ବିପକ୍ଷ ରଣଜୀ…

ଛଠରେ ଶ୍ରେୟାଶଙ୍କ ପାଇଁ ପୂଜା କଲେ ସୂର୍ଯ୍ୟକୁମାରଙ୍କ ମାଆ

ପାଟନା: ଭାରତୀୟ ଟି୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ମାଆ ସ୍ୱପ୍ନା ଯାଦବ ଏବେ ନିଷ୍ଠାର ସହ ଛଠ ପର୍ବ କରୁଛନ୍ତି । ଏଥିରେ ସେ ନିଜ ପୁଅ ବ୍ୟତୀତ ଆଘାତପ୍ରାପ୍ତ ହୋଇ ଚିକିତ୍ସିତ ହେଉଥିବା ଶ୍ରେୟାଶ ଆୟାରଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି । ସେ ଶ୍ରେୟାଶଙ୍କ ଦ୍ରୁତ…

ରୋହିତ ହେଲେ ବିଶ୍ୱର ଏକ ନମ୍ବର ଦିନିକିଆ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଭାରତର ସିନିୟର ବ୍ୟାଟ୍ସମ୍ୟାନ ଓ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଦିିନିକିଆ କ୍ରିକେଟରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ର‌୍ୟାଙ୍କିଙ୍ଗରେ ସେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ରୋହିତ ପ୍ରଶଂସନୀୟ…

ରଣଜୀ ଟ୍ରଫି: ଓଡିଶ-ୟୁପି ମ୍ୟାଚ ଡ୍ର

କାନପୁର: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏର ଏକ ମୁକାବିଲାରେ ଓଡିଶା ଓ ଉତରପ୍ରଦେଶ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ୟୁପି ୩ ପଂଏଟ ପାଇଥିବା ବେଳେ ଓଡିଶା ୧ ପଂଏଟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୨୪୩ ରନ କରିଥିଲା । ଏହାର…

ପୁଅରୁ ଝିଅ ହୋଇଥିବା ଅନୟା ବାଙ୍ଗର ଖେଳିବେ ମହିଳା କ୍ରିକେଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା ବାଙ୍ଗର ଏବେ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ଅପରେଶନ ମାଧ୍ୟମରେ ଆର୍ଯ୍ୟନରୁ ଅନାୟା ହୋଇଥିବା ଏହି ପୂର୍ବତନ ଖେଳାଳି ଜଣଙ୍କ ପୂନର୍ବାର କ୍ରିକେଟ ପଡିଆକୁ ଫେରିବା ପାଇଁ ନିଷ୍ପତି…

ଟି୨୦ ବିଶ୍ୱକପର ଡ୍ରେସ ରିହର୍ସଲ ହେଉଛି ଭାରତ-ଅଷ୍ଟ୍ରେଲିଆ ସିରିଜ

ଅକ୍ଟୋବର ୨୯ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ । ଟି୨୦ ବିଶ୍ୱକପ ପୂର୍ବରୁ ଉଭୟ ଚାମ୍ପିୟନ ଟିମ ପାଇଁ ଏହା ଡ୍ରେସ ରହର୍ସଲ କହିଲେ ଭୁଲ ହେବନି । ୨୦୨୬ ଫେବୃୟାରୀରେ ବିଶ୍ୱକପ ଆରମ୍ଭ ହେବ । ଭାରତ ଓ ଶ୍ରୀଲଙ୍କାରେ ଏହା ଆୟୋଜିତ ହେବାକୁ ଥିବାରୁ ଟିମ…

ଟିମ ଇଣ୍ଡିଆ,ଗାଙ୍ଗୁଲିଙ୍କ ବିରୋଧରେ ବଡ ଅଭିଯୋଗ ଆଣିଲେ ବ୍ରଡ

ଲଣ୍ଡନ: ଟିମ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଏହା ଅକ୍ଟୋବର ୨୯ରୁ ଆରମ୍ଭ ହେବ । ଏହା ପୂର୍ବରୁ ଆଇସିସିର ପୂର୍ବ ମ୍ୟାଚ ରେଫରୀ କ୍ରିସ ବ୍ରଡ ଟିମ ଇଣ୍ଡିଆ ଓ ସୌରଭ ଗାଙ୍ଗୁଲି ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି…

ଶ୍ରେୟାଶଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଲେ ସୂର୍ଯ୍ୟକୁମାର

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ଅବସରରେ ଭାରତର ଉପ ଅଧିନାୟକ ଶ୍ରେୟାଶ ଆୟାର ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ । ଅକ୍ଟୋବର ୨୯ରୁ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ । ଏହା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସାଥୀ ଖେଳାଳି…

୧୪୧ ବଲରେ ଦ୍ୱିଶତକ ମାରିଲେ ପୃଥ୍ୱୀ ଶ

ନୂଆଦିଲ୍ଲୀ: ଭାରତର ପୂର୍ବତନ ୧୯ ବର୍ଷରୁ କମ କ୍ରିକେଟର ଅଧିନାୟକ ପୃଥ୍ୱୀ ଶ ଆଜି ରଣଜୀ ଟ୍ରଫିରେ ଝଡ ସୃଷ୍ଟି କରିଛନ୍ତି । ମହାରାଷ୍ଟ୍ର ପକ୍ଷରୁ ଖେଳୁଥିବା ପୃଥ୍ୱୀ ଚଣ୍ଡୀଗଡ ବିପକ୍ଷରେ ମାତ୍ର ୧୪୧ ବଲରେ ଦ୍ୱିଶତକ ହାସଲ କରିଥିଲେ । ରଣଜୀ ଟ୍ରଫି ଇତିହାସରେ ତୃତୀୟ ଦ୍ରୁତ ଦ୍ୱିଶତକ ହାସଲକାରୀ…