Latest Odisha News

BREAKING NEWS

Browsing Category

ଖେଳ

୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା; ଦ୍ୱିତୀୟ ସ୍ଥାନ ଅଧିକାର କଲା ଓଡ଼ିଶା ପୋଲିସ

ଭୁବନେଶ୍ବର: ଗୁରୁଗ୍ରାମ ସ୍ଥିତ ସଆରପିଏଫ୍ ଠାରେ ଆୟୋଜିତ ହୋଇଛି ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା । ମାର୍ଚ୍ଚ ୨୨ରୁ ୩୦ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟ ପୋଲିସ ବାହିନୀମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଓଡ଼ିଶା ପୋଲିସ ଦ୍ୱିତୀୟ ସ୍ଥାନ…

ଆଇପିଏଲ୍ ୨୦୨୬: ଆରସିବି ରଚିଲା ଇତିହାସ, ଏସ୍‌ଆର୍‌ଏଚ୍‌କୁ ୬ ୱିକେଟ୍‌ରେ ଦେଲା ମାତ୍

ବେଙ୍ଗାଳୁରୁ: ଆଇପିଏଲ୍ ୨୦୨୬ର ପ୍ରଥମ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ (ଆରସିବି) ଏକ ବଡ଼ ବିଜୟ ହାସଲ କରିଛି। ଡିଫେଣ୍ଡିଙ୍ଗ୍ ଚାମ୍ପିୟନ୍ ଆରସିବି ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌)କୁ ୬ ୱିକେଟ୍‌ରେ ପରାଜିତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ଚିନ୍ନାସ୍ୱାମୀ…

ଧୋନୀ ୨ ସପ୍ତାହ ଆଇପିଏଲରୁ ଓହରିଲେ

ଚେନ୍ନାଇ: ଆଇପିଏଲ ୨୦୨୬ ଆରମ୍ଭରୁ ଚେନ୍ନାଇ ସୁପର କି୍‌ଗସକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଖେଳାଳି ମହେନ୍ଦ୍ର ସିଂ ଧୋନୀ ଆଘାତ ସମସ୍ୟା ଯେଗୁ ୨ ସପ୍ତରାହ ପର୍ଯ୍ୟନ୍ତ ଓହରି ଯାଇଛନ୍ତି । ସିଏସକେ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ପ୍ରଶଂସକଙ୍କୁ ଜଣାଇଛନ୍ତି । ମାଂସପେଶୀଜନିତ ସମସ୍ୟା…

ବାଂଲାଦେଶରେ ଆଇପିଏଲ ପ୍ରସାରଣ ଉପରୁ ହଟିଲା ବ୍ୟାନ

ଢ଼ାକା: ବାଂଲାଦେଶର ନୂଆ ସରକାର ଶନିବାର ଏକ ବଡ ନିଷ୍ପତି ନେଇଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜାହୀର ଉଦ୍ଦୀନ ସ୍ୱାପନ ଆଇପିଏଲ ପ୍ରସାରଣ ଉପରୁ ବ୍ୟାନ ହଟେଇ ଦେଇଛନ୍ତି । ଖେଳକୁ ରାଜନୀତି ସହିତ ଯୋଡିବା ଠିକ ନୁହେଁ ବୋଲି ସେ କହିଛନ୍ତି । ପ୍ରସାରଣ ପାଇଁ ଆମେ ଅବଶ୍ୟ କୌଣସି ଚ୍ୟାନେଲ ସହିତ…

ବୈଭବ ସୂର୍ଯ୍ୟବଂଶୀଙ୍କ ନୂଆ ଇତିହାସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର 'ୱଣ୍ଡର ବୟ' କୁହାଯାଉଥିବା ବୈଭବ ସୂର୍ଯ୍ୟବଂଶୀ ଏକ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଶୁକ୍ରବାର ବୈଭବଙ୍କୁ ୧୫ ବର୍ଷ ପୂରିବା ସହିତ ସେ ବିଧିବଦ୍ଧ ଭାବେ ଭାରତୀୟ ସିନିୟର ଦଳ ପାଇଁ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ,…

ଆଜିଠୁ ଆଇପିଏଲ ମ୍ୟାଚ୍‌: ଆରସିବି-ହାଇଦ୍ରାବାଦ ମୁହାଁମୁହିଁ; ନୂଆ ନିୟମରେ କ’ଣ ସବୁ ପରିବର୍ତ୍ତନ?

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ସାରା ବିଶ୍ୱରେ ସବୁଠୁ ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୯ତମ ସଂସ୍କରଣର ଆଜି ଅର୍ଥାତ୍ ମାର୍ଚ୍ଚ ୨୮ ତାରିଖରେ ଆରମ୍ଭ ହେବ। ବର୍ତ୍ତମାନର ଚାମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ (ଆରସିବି) ଏବଂ…

ଇତିହାସ ରଚିବା ପାଇଁ ଭୁବନେଶ୍ୱରଙ୍କୁ ଆବଶ୍ୟକ ୨ ୱିକେଟ

ନୂଆଦିଲ୍ଲୀ: ବେଙ୍ଗାଲୁରରେ ଶନିବାର ଆଇପିଏଲ ୨୦୨୬ର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ଆରସିବିର ସିନିୟର ପେସ ବୋଲର ଭୁବନେଶ୍ୱର କୁମାର ଏକ ବଡ ଉପଲବ୍ଧି ହାସଲ କରି ପାରନ୍ତି । ଏହି ମ୍ୟାଚରେ ସେ ୨ଟି ୱିକେଟ ନେଲେ…

ଆଇପିଏଲ ୨୦୨୬ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀର ଘୋଷଣା କରାଯାଇଛି । ୧୩ ଏପ୍ରିଲରୁ ୨୪ ମେ ପର୍ଯ୍ୟନ୍ତ ୧୨ଟି ଭେନ୍ୟୁରେ ୫୦ ମ୍ୟାଚ ଖେଳାଯିବ । ଏଥିରେ ୮ଟି ଡବଲ ହେଡର ରହିବ । ଚାମ୍ପିୟନ ରୟାଲ ଚ୍ୟାଲେର୍ଞ୍ଜ ବେଙ୍ଗାଲୁର ରାୟପୁରକୁ ଦ୍ୱିତୀୟ ହୋମଗ୍ରାଉଣ୍ଡ…

ବାରବାଟୀରେ ହେବ ଭାରତ-ଶ୍ରୀଲଙ୍କା ଟି୨୦ ମ୍ୟାଚ

କଟକ: ଓଡିଶାର କ୍ରିକେଟପ୍ରେମୀଙ୍କ ପାଇଁ ଖୁସୀ ଖବର । ପୂନର୍ବାର ବାରବାଟୀକୁ ଫେରୁଛି କ୍ରିକେଟ । ଡିସେମ୍ବର ୨୪ରେ ଏଠାରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି୨୦ ମ୍ୟାଚ ଆୟୋଜିତ ହେବ । ବିିସିସିଆଇ ୨୦୨୬-୨୭ ଘରୋଇ ସିଜନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ…

ଆଇପିଏଲ: ଆୟୋଜିତ ହେବନି ଉଦଘାଟନୀ ସମାରୋହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଇପିଏଲ ୨୦୨୬ ଉଦଘାଟନୀ ସମାରୋହକୁ ନେଇ ଏକ ବଡ ନିଷ୍ପତି ନେଇଛି । ଗତ ବର୍ଷ ଆରସିବି ଚାମ୍ପିୟନ ହେବା ପରେ ବିଜୟ ଉତ୍ସବ ପାଳନ ଅବସରରେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ୧୧ ପ୍ରଶଂସକଙ୍କ ପ୍ରାଣ ଯାଇଥିଲା । ପୀଡିତଙ୍କୁ…