Latest Odisha News

BREAKING NEWS

Browsing Category

ଖେଳ

ଦ୍ୱିତୀୟ ଥର ବର ସାଜିବେ ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଦିନ ବିବାହ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା IPL ୨୦୨୬ ପରେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଉ ଏବେ ସେ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ସେ ଅଭିନେତ୍ରୀ ତଥା ମଡେଲ ମାହିକା ଶର୍ମାଙ୍କୁ ଡେଟ୍ କରୁଥିଲେ। ଗଣମାଧ୍ୟମ ରିପୋର୍ଟ…

ଥାଇଲାଣ୍ଡ ଓପନରୁ ସିନ୍ଧୁ ବିଦା, ସେମିରେ ସାତ୍ୱିକ-ଚିରାଗ

ନୂଆଦିଲ୍ଲୀ: ୨ ଥର ଅଲିମ୍ପିକ ପଦକ ଜିତିଥିବା ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁଙ୍କ ଅଭିଯାନ ଚଳିତ ଥାଇଲାଣ୍ଡ ଓପନ ସୁପର ସିରିଜ ବ୍ୟାଡମିଂଟନର ଶେଷ ହୋଇଛି । ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ସେ ବିଶ୍ୱର ୩ ନମ୍ବର ଖେଳାଳି ଅକାନେ ୟାମାଗୁଚୀଙ୍କ ନିକଟରୁ ୨୧-୧୯, ୧୮-୨୧ ଓ ୧୫-୨୧ରେ…

ଟେଷ୍ଟରୁ ଅବସର କଣ ପାଇଁ ନେଲେ କହିଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ୨୦୨୫ରେ ଟେଷ୍ଟ କ୍ରିକେଟରୁ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । ଦୀର୍ଘ ଦିନ ପରେ କୋହଲି କଣ ପାଇଁ ଟେଷ୍ଟରୁ ଅବସର ନେଲେ ସେ ନେଇ ଖୁଲାସା କରିଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ସେ ୯ ଇନିଂସରେ ୧୯୦ ରନ…

ଚେନ୍ନାଇ, ଆରସିବି ଘୋଷଣା କଲେ ବଦଳ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ପ୍ଲେ ଅଫ ପ୍ରବେଶ ପାଇଁ ଏବେ କେତୋଟି ଟିମ ମଧ୍ୟରେ ସଂଘର୍ଷ ଜାରୀ ରହିଛି । ଇତି ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସ ଓ ଆରସିବି ବଦଳ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ଚେନ୍ନାଇ ଖଲୀଲ ଅହମ୍ମଦଙ୍କ ସ୍ଥାନରେ କୂଲଦୀପ ଯାଦବଙ୍କୁ…

ପୂନର୍ବାର ଆଉ ଏକ ବିବାଦରେ ଅର୍ଶଦୀପ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପେସ ବୋଲର ଅର୍ଶଦୀପ ସିଂ ପୂନର୍ବାର ଆଉ ଏକ ବିବାଦରେ ଫସିଛନ୍ତି । ନିକଟରେ ସେ ଚଳିତ ଆଇପିଏଲରେ ତିଳକ ବର୍ମାଙ୍କୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଯାହାକୁ ପ୍ରଶଂସକମାନେ ଟ୍ରୋଲ କରିଛନ୍ତି । ଜଣେ ପ୍ରଶଂସକ ଲେଖିଥିଲେ ପଞ୍ଜାବ କିଙ୍ଗସ ଆଇପିଏଲରୁ…

ଆଇପିଏଲ: ବିପଦରେ ଏହି ୩ କ୍ରିକେଟେରଙ୍କ ଅଧିନାୟକ ପଦ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ, କୋଲକତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏହି ୩ ଦଳର ଅଧିନାୟକ ଆଇପିଏଲର ଆଗାମୀ ସଂସ୍କରଣ ସେମାନଙ୍କ ପଦ ହରାଇବା ଏକ ପ୍ରକାର ନିଶ୍ଚିତ ହୋଇଛି । ସେମାନେ ହେଲେ ରିଷଭ ପନ୍ତ, ଅଜିଙ୍କ୍ୟ ରାହାନେ…

ଈଶାନ କିଶାନ ଦିନିକିଆ ଦଳକୁ ଫେରିବା ଏକପ୍ରକାର ନିଶ୍ଚିତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଗୋଟିଏ ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଆସନ୍ତା ସପ୍ତାହରେ ବିସିସିଆଇ ଦଳ ଘୋଷଣା କରିବ । ଆଇପିଏଲ ପରେ ଏହି ସିରିଜ ଆରମ୍ଭ ହେବ । ମୁଲ୍ଲାପୁରରେ ଏକମାତ୍ର ଟେଷ୍ଟ ଖେଳାଯିବା ପରେ ୧୪, ୧୭ ଓ ୨୦ ଜୁନରେ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ଏହି ସିରିଜ ପାଇଁ…

ଭାଇରାଲ ହେଉଛି କୋହଲିଙ୍କ ମାଇକ ମୋଂମେଟ

ବେଙ୍ଗାଲୁରୁ: ଆଇପିଏଲ ୨୦୨୬ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ବିରାଟ କୋହଲି ଆକର୍ଷଣୀୟ ଶତକ ହାସଲ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ବିଜୟୀ କରାଇଛନ୍ତି । କ୍ରମାଗତ ୨ଟି ମ୍ୟାଚରେ ଶୂନରେ ଆଉଟ ହେବା ପରେ କୋହଲି ଶତକ ମାଧ୍ୟମରେ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ଏହି ମ୍ୟାଚରେ…

ପଞ୍ଜାବ କିଙ୍ଗସ ବିପକ୍ଷରେ ଦଳର ନେତୃତ୍ୱ ନେଇ ପାରନ୍ତି ବୁମରାହ

ମୁମ୍ବାଇ: ଆଇପିଏଲ ୨୦୨୬ର ୫୮ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚକୁ ନେଇ ଏକ ବଡ ଖବର ସମ୍ମୁଖକୁ ଆସିଛି । ଧର୍ମଶାଳାରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ ଖେଳିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ…

ଭାରତ ଏ ଦଳରେ ତିଳକଙ୍କ ନେତୃତ୍ୱରେ ଖେଳିବେ ବୈଭବ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପରେ ଭାରତ ଏ ଟିମ ଶ୍ରୀଲଙ୍କା ଗସ୍ତରେ ଯିବ । ଏଠାରେ ଭାରତ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଟିମ ମଧ୍ୟରେ ତ୍ରିରାଷ୍ଟ୍ରୀୟ ଦିନିକିଆ ସିିରିଜ ଖେଳାଯିବ । ବିସିସିଆଇ ତିଳକବର୍ମାଙ୍କ ନେତୃତ୍ୱରେ ଭାରତ ଏ ଦଳର ଘୋଷଣା କରିଛି । ଏଥିରେ ଅଧିକାଂଶ ଯୁବ ଖେଳାଳିଙ୍କୁ ସୁଯୋଗ…