Latest Odisha News

BREAKING NEWS

Browsing Category

ଖେଳ

ରଣନୀତି ଅନୁସାରେ ଧୋନୀ ଖେଳୁଛନ୍ତି ନାଁ ଅଛନ୍ତି ଅନଫିଟ

ଚେନ୍ନାଇ: ଭାରତୀୟ କ୍ରିକେଟର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚଳିତ ଆଇପିଏଲରେ ଲୋୟର ଅର୍ଡରରେ ବ୍ୟାଟିଂ କରୁଛନ୍ତି । ଏହା ଚେନ୍ନାଇ ସୁପର କିଙ୍ଗସର ରଣନୀତି ନାଁ ଧୋନୀ ସମ୍ପୂର୍ଣ୍ଣ ଫିଟ ନ ଥିବା ଯୋଗୁ ଏ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ଖରାପ ସ୍ଥିତିରେ ଦଳ ରହିଥିଲେ ମଧ୍ୟ ଧୋନୀ ୮ମ,…

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ କୃତ୍ରିମ ପିଚ୍ ?

ଭୁବନେଶ୍ବର : ପିଚ୍ ତ ପିଚ୍। ସେଥିରେ ପୁଣି କୃତ୍ରିମ ପିଚ୍ କଣ? ଆଇପିଏଲର ୨୦୨୪ ସଂସ୍କରଣ ପରେ ଆମେରିକା ଓ ୱେଷ୍ଟଇଣ୍ଡିଜର ମିଳିତ ଆୟୋଜନରେ ଟି-୨୦ ବିଶ୍ୱକପ୍ ଖେଳାଯିବ । ଆଉ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। କିନ୍ତୁ ଏହାରି ଭିତରେ ନ୍ୟୁୟର୍କରେ ଯେଉଁ ପିଚ୍ ପ୍ରସ୍ତୁତ କରାଯାଇଛି,…

ଟି୨୦ ବିଶ୍ୱକପରେ ଆତଙ୍କବାଦୀ ଆକ୍ରମଣ ଧମକ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ଏଥର ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ । ତେବେ ଏହା ଆରମ୍ଭ ହେବା ପୂର୍ବରୁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଆକ୍ରମଣ ଧମକ ଦେଇଛି । ରିପୋର୍ଟ ମୁତାବକ ଆଇଏସ ଖୁରାସନ ୱେଷ୍ଟଇଣ୍ଡିଜକୁ ଏହି ଧମକ ଦେଇଛି । କ୍ରିକେଟ ୱେଷ୍ଟଇଣ୍ଡିଜ କିନ୍ତୁ ଏଥିରେ ବିଚଳିତ…

ଆଇସିସି ମହିଳା ଟି୨୦ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷିତ: ଗୋଟିଏ ଗ୍ରୁପରେ ଭାରତ, ପାକିସ୍ତାନ

ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ବର୍ଷ ହେବାକୁ ଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହା ଅକ୍ଟୋବର ୩ରୁ ୨୦ ପର୍ଯ୍ୟନ୍ତ ଖେଳାଯିବ । ଏହି ମେଗା ଟୁର୍ଣ୍ଣାମେଂଟରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ୧୦ଟି ଟିମକୁ ୨ଟି…

ଆଇପିଏଲ: ପଞ୍ଜାବକୁ ହରାଇଲା ଚେନ୍ନାଇ

ଧର୍ମଶାଳା: ଏଠାରେ ରବିବାର ଖେଳାଯାଇଥିବା ଆଇପିଏଲର ପ୍ରଥମ ମୁକାବିଲାରେ ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଚେନ୍ନାଇ ସୁପର କିଙ୍ଗସ ୨୮ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୯ ୱିକେଟ ହରାଇ ୧୬୭ ରନ କରିଥିଲା । ରବୀନ୍ଦ୍ର ଜାଡେଜା…

ରେସଲର ବଜରଙ୍ଗ ପୁନିଆଙ୍କୁ ସାମୟିକ ଭାବେ ସସପେଣ୍ଡ କଲା ନାଡା

ନୂଆଦିଲ୍ଲୀ: ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ରବିବାର ରେସଲର ବଜରଙ୍ଗ ପୂନିଆଙ୍କୁ ସାମିୟିକ ଭାବେ ସସପେଣ୍ଡ କରିଛି । ଫଳରେ ଏହି ଷ୍ଟାର ଆଥଲେଟଙ୍କ ପ୍ୟାରିସ ଅଲିମ୍ପିକ୍ସରେ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସୋନୀପତରେ ବଜରଙ୍ଗ ଡୋପ ସାମ୍ପୁଲ ଦେବାକୁ ମନା କରିଥିଲେ । ଡୋପ କଲେକ୍ସନ କିଟ…

କୋହଲିଙ୍କୁ ଭଲ ମନ୍ଦ କରି କହିଲେ ଗାଭାସ୍କର

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ତାଙ୍କ ବୟାନ ନେଇ ଭର୍ତ୍ସନା କରିଛନ୍ତି । ଟି୨୦ କ୍ରିକେଟରେ କୋହଲିଙ୍କ ଷ୍ଟ୍ରାଇକ ରେଟକୁ ନେଇ ଏବେ ସବୁଠି ଆଲୋଚନା ଚାଲିଛି । କିଛି ଦିନ ତଳେ କୋହଲି ଏ…

ରୋହିତ ଶର୍ମା ଆଘାତପ୍ରାପ୍ତ !

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆଘାତପ୍ରାପ୍ତ ହୋଇଥିବ ଖବର ପ୍ରଶଂସକଙ୍କୁ ବ୍ୟସ୍ତ କରାଇଛି । ଜୁନ ୧ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ବିଶ୍ୱକପ ଖେଳାଯିବ । ଏଥିପାଇଁ ଭାରତୀୟ ଦଳର ଘୋଷଣା ମଧ୍ୟ କରାଯାଇ ସାରିଛି । ତେବେ କେକେଆର…

ରୋହିତ କହିଲେ ‘ସରି ରିଙ୍କୁ’!

ଭୁବନେଶ୍ବର: ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ଚୟନ ହୋଇସାରିଛି। ହେଲେ ଏବେବି ଚୟନକୁ ନେଇ ଲାଗି ରହିଛି ବିବାଦ। ଏ ବିବାଦ କେବଳ ଜଣେ ଖେଳାଳିଙ୍କୁ ବାଦ୍ ଦେବାକୁ ନେଇ। ଏବେବି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ରିଙ୍କୁ ସିଂ। ବିଶ୍ଵକପ ଟିମରେ କାହିଁକି ରିଙ୍କୁଙ୍କୁ ମିଳିଲାନି ସ୍ଥାନ,…

ମୁମ୍ବାଇ-କୋଲକାତା ମ୍ୟାଚରେ ଟସକୁ ନେଇ ବିବାଦ

ମୁମ୍ବାଇ: ୱାଙ୍ଖେଡ ଷ୍ଟାଡିୟମରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଚଳିତ ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଉଛି । ତେବେ ଏହି ମ୍ୟାଚରେ ଟସକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଟସ ପକାଇଥିଲେ । କଏନ ତଳେ…