Latest Odisha News

BREAKING NEWS

Browsing Category

ଖେଳ

ଆଇସିସି ର‌୍ୟାଙ୍କିଙ୍ଗ: ଦିନିକିଆ, ଟି୨୦ରେ ଭାରତ ନମ୍ବର ୱାନ

ନୂଆଦିଲ୍ଲୀ: ସୀମିତ ଓଭର ବିଶିଷ୍ଟ କ୍ରିକେଟରେ ଭାରତର ତାର ପ୍ରାଧାନ୍ୟ ବଳବତର ରଖିଛି । ସଦ୍ୟ ପ୍ରକାଶିତ ଆଇସିସି ର‌୍ୟାଙ୍କିଙ୍ଗରେ ଭାରତ ଉଭୟ ଦିନିକିଆ ଓ ଟି୨୦ରେ ଶୀର୍ଷ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ଟେଷ୍ଟରେ ଏକ ନମ୍ବର ସ୍ଥାନ ହାସଲ କରିଛି । ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି ।…

ବିଶ୍ୱକପ ଦଳରେ ସ୍ଥାନ ନ ପାଇ ଏମାନଙ୍କ ମନ ବି ଭାଙ୍ଗିଥିଲା

ନୂଆଦିଲ୍ଲୀ:ରିଙ୍କୁ ସିଂ, କେଏଲ ରାହୁଲଙ୍କ ପରି ଖେଳାଳି ଭଲ ପ୍ରଦର୍ଶନ କରିବା ସତ୍ୱେ ଘୋଷିତ ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇ ପାରି ନାହାନ୍ତି । ରିଙ୍କୁଙ୍କ ବାପାଙ୍କ କହିବା ଅନୁସାରେ ଏହା ତାର ମନ ଭାଙ୍ଗି ଦେଇଛି । କେବଳ ରିଙ୍କୁ ନୁହେଁ ଏହି ୫ଜଣ ଖେଳାଳି ଭଲ ପ୍ରଦର୍ଶନ ସତ୍ୱେ ବିଶ୍ୱକପ…

ଆସନ୍ତୁ ଜାଣିବା କିଏ କହିଲେ ଦଳରେ ଚୟନ ନ ହେବା ପଛରେ ରିଙ୍କୁଙ୍କ କୌଣସି ଭୁଲ ନାହିଁ

ମୁମ୍ବାଇ: ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହେବା ପରେ ଗୁରୁବାର ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ ଅଧିନାୟକ ରୋହିତ ଶର୍ମା ପତ୍ରକାରଙ୍କ ସମସ୍ତ ପ୍ରଶ୍ନର ଉତର ଦେଇଛନ୍ତି । ବିଭିନ୍ନ ପ୍ରଶ୍ନ ମଧ୍ୟରେ ରିଙ୍କୁ ସିଂଙ୍କୁ କାହିଁକି ସାମିଲ କରା ନ ଗଲା ଦୃଷ୍ଟି ଆକର୍ଷଣ କରିଥିଲା । ଅଗରକର…

ଭାରତୀୟ ମହିଳା ହକି ଦଳ ଘୋଷଣା: ଓଡିଶାରୁ ଜ୍ୟୋତି, ସୁନେଲିତା

ଭୁବନେଶ୍ୱର: ବେଲଜିୟମ ଓ ଇଂଲଣ୍ଡରେ ହେବାକୁ ଥିବା ଏଫଆଇଏଚ ପ୍ରୋ ଲିଗ ପାଇଁ ଗୁରୁବାର ଭାରତୀୟ ମହିଳା ହକି ଦଳର ଘୋଷଣା କରାଯାଇଛି । ମିଡଫିଲ୍ଡର ସଲୀମା ଟେଟେଙ୍କୁ ଅନୁଭବୀ ସବିତା ପୁନିଆଙ୍କ ବଦଳରେ ୨୪ଜଣିଆ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । ନବନୀତ କୌର ଉପ ଅଧିନାୟିକା ଦାୟିତ୍ୱ…

ଏ ପର୍ଯ୍ୟନ୍ତ ସମସ୍ତ ଟି୨୦ ବିଶ୍ୱକପରେ ଖେଳିଛନ୍ତି ରୋହିତ

ନୂଆଦିଲ୍ଲୀ: ରୋହିତ ଶର୍ମା ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ନେତୃତ୍ୱ ନେବେ । ଦଳ ଘୋଷଣା ପରେ ରୋହିତଙ୍କ ନାମରେ ଏକ ନିଆରା ରେକର୍ଡ ଯୋଡି ହୋଇ ଯାଇଛି । ସେ ଭାରତର ପ୍ରଥମ ଖେଳାଳି ଭାବେ ୨୦୦୭ ପରଠାରୁ ସମସ୍ତ ଟି୨୦ ବିଶ୍ୱକପ ଖେଳି କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୨୪ର ପ୍ରଥମ…

ଏଥର ୩୦୦ ପାର୍‌, ବୋଲରଙ୍କ ନିଦ ହଜାଉଛନ୍ତି ବ୍ୟାଟର୍‌ !

ନୂଆଦିଲ୍ଲୀ: ନିର୍ବାଚନୀ ମାହୋଲ ଭିତରେ ‘ଅବ୍ କି ବାର୍ ୪୦୦ ପାର୍‌’ ନାରା ତ ଶୁଣିଥିବେ । ହେଲେ ଏବେ କ୍ରିକେଟ୍ ମଇଦାନରେ ବି କିଛି ଏଭଳି ଶୁଣିବାକୁ ମିଳିଲାଣି । କ୍ରିକେଟ୍‌ରେ ଏବେ ଟ୍ରେଣ୍ଡ କରୁଛି ‘ଅବ୍ କି ବାର୍ ୩୦୦ ପାର୍‌’ । ତେବେ ଏହି ୩୦୦ ପାର୍ ନାରା କ’ଣ? ୩୦୦ ପାର୍ ମାନେ ୩୦୦ ରନ୍…

ସ୍ୱପ୍ନ ସାକାର କରିବା ପାଇଁ ପନ୍ତ ଛାଡି ଦେଇଥିଲେ ରସମଲେଇ, ଚିକେନ, ବିରିୟାନୀ ଖାଇବା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଦଳରେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିଛି । ୩୦ ଡିସେମ୍ବର ୨୦୨୩ ରାତିର ଦୁର୍ଘଟଣା ପରେ ପନ୍ତଙ୍କ ଭବିଷ୍ୟତ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସେ ଲଢ଼େଇ କରି ପ୍ରଥମେ ସୁସ୍ଥ ହୋଇଥିଲେ । ଏହା ପରେ ଲୟକୁ ଫେରିବା ପାଇଁ କଠିନ ପରିଶ୍ରମ କରିଥିଲେ । ଆଇପିଏଲରେ…

ଟି୨୦ ବିଶ୍ୱକପ: ଏବେ ବି ରିଙ୍କୁ, ରାହୁଲ, ରିତୁରାଜଙ୍କ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ୧ ଜୁନରୁ ୨୯ ପର୍ଯ୍ୟନ୍ତ ଏହା ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବ । ଘୋଷିତ ଦଳରେ ରିଙ୍କୁ ସିଂ, କେଏଲ ରାହୁଲ, ରିତୁରାଜ ଗାଏକ୍ୱାଡ ଓ ଈଶାନ କିଶାନଙ୍କ ପରି ଖେଳାଳିଙ୍କୁ ସୁଯୋଗ ମିଳିନି । ତେବେ…

ଇଂଲଣ୍ଡର ଏହି ଖେଳାଳି କହିଲେ ଭାରତ ସେମିକୁ ବି ଯାଇ ପାରିବନି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତର ବିଶ୍ୱକପ ଜିତିବା ସମ୍ଭାବନା ଅଧିକ ଥିବା ବେଳେ ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ କିନ୍ତୁ ଏକ ନୈରାଶ୍ୟଜନକ ଆକଳନ କରିଛନ୍ତି । ମହାନ ଖେଳାଳି ମାଇକେଲ ଭନ ଭାରତ ସେମିଫାଇନାଲକୁ…

ଟି୨୦ ବିଶ୍ୱକପ: ସମୂଦ୍ର ବାଟେ ଆମେରିକା ଆସିବ ଡ୍ରପ ଇନ ପିଚ

ନ୍ୟୁୟର୍କ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଆଉ ହାତ ଗଣତି ଦିନ ରହିଲା । ଏଥର ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଏହାକୁ ଆୟୋଜନ କରାଯାଉଛି । ଟି୨୦ ବିଶ୍ୱକପ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଏଥିପାଇଁ ପ୍ରସ୍ତୁତ ଡ୍ରପ ଇନ ପିଚ ଫ୍ଲୋରିଡାରୁ ନ୍ୟୁୟର୍କ ଅଣାଯାଉଛି । ଏହି ପିଚରେ ଜୁନ ୯ରେ…